କେବଳ ଜନ୍ମଦିନ ଶୁଭେଚ୍ଛା ଓ ଦଳିଆ ନେତାଙ୍କ ଚାଟୁକାରିତା ପାଇଁ ଅଛି ସରକାରଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟ? ଜାଣନ୍ତୁ ପୁରା ରିପୋର୍ଟ
ଜୀବନ ଯୁଦ୍ଧରେ ହାରିଯାଇଛନ୍ତି ବାଲେଶ୍ୱର ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟ ଇଣ୍ଟିଗ୍ରେଟେଡ ବିଏଡ ଦ୍ୱିତୀୟ ବର୍ଷ ଛାତ୍ରୀ ସୌମ୍ୟାଶ୍ରୀ ବିଶି। ସୌମ୍ୟାଶ୍ରୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ବଢିବାରେ ଲାଗିଛି । ଯେତେବେଳେ ସୌମ୍ୟାଶ୍ରୀ ମୃତ୍ୟୁ ବୋଲି ଘୋଷଣା କରାଗଲା ତା’ପରେ (ଏକ୍ସ)ଟୁଇଟରରେ ନେତା ମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି ଦିଆଯାଉଛି। ଯେତେବେଳେ ସୌମ୍ୟାଶ୍ରୀ ଏମାନଙ୍କୁ ଟୁଇଟ କରିଥିଲେ, ନ୍ୟାୟ ଭିକ୍ଷା କରିଥିଲେ, ସେତେବେଳେ ଏସବୁ ଭଦ୍ରଲୋକ କେଉଁଠି ଥିଲେ। ଏହି ଘଟଣାରେ ରାଜନୈତିକ ଦଳ ସକ୍ରିୟ ହୋଇ ଯାଇଥିଲେ । … Read more