ମେଟାର ନୂଆ ପ୍ଲାନ୍: ଫେସବୁକ୍-ଇନଷ୍ଟାଗ୍ରାମ ୟୁଜର୍ସଙ୍କୁ ଦେବାକୁ ହେବ ଟଙ୍କା, ପ୍ରତିମାସରେ ପାଖାପାଖି ଏତିକି ଟଙ୍କା ଦେବାକୁ ପଡିବ
ସାରା ବିଶ୍ୱରେ ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକ୍ ଓ ଇନଷ୍ଟାଗ୍ରାମର ବ୍ୟବହାର ବଢ଼ିଚାଲିଛି। ମନୋରଞ୍ଜନରୁ ଆରମ୍ଭ କରି ବନ୍ଧୁଙ୍କ ସହ ଯୋଗାଯୋଗ ରଖିବା ପାଇଁ ଲୋକେ ଏହି ପ୍ଲାଟଫର୍ମଗୁଡ଼ିକୁ ବ୍ୟବହାର କରନ୍ତି। ବର୍ତ୍ତମାନ ଯାଏ ଏହି ପ୍ଲାଟଫର୍ମଗୁଡ଼ିକ ସମ୍ପୂର୍ଣ୍ଣ ମାଗଣା ଥିଲା। କିନ୍ତୁ ଏବେ ଏହା ଆଉ ସେମିତି ରହିନାହିଁ। ଏବେ ଫେସବୁକ୍ ଓ ଇନଷ୍ଟାଗ୍ରାମ ବ୍ୟବହାର କରିବା ପାଇଁ ଆପଣଙ୍କୁ ପ୍ରତି ମାସରେ ଟଙ୍କା ଦେବାକୁ ହେବ। ହଁ, ଖବର ଅନୁଯାୟୀ, ଯୁକ୍ତରାଷ୍ଟ୍ର (UK)ରେ ଏବେ … Read more