ଫୁଡ୍ ଡେଲିଭରି ବୟଙ୍କ ଗୋଟିଏ ମେସେଜ୍, ଗ୍ରାହକଙ୍କ ଆଖିରେ ଆଣିଦେଲା ଲୁହ, ଜାଣନ୍ତୁ କଣ ଥିଲା ମେସେଜ୍
ଜଣେ ଦିବ୍ୟାଙ୍ଗ ଫୁଡ୍ ଡେଲିଭରି ବୟ ତାଙ୍କର ଜଣେ ଗ୍ରାହକଙ୍କୁ ଏମିତି ଏକ ମେସେଜ୍ ଲେଖିଛନ୍ତି ଯାହା ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । କାରଣ ଜୋମାଟୋ ଗ୍ରାହକ ଜଣକ ଦିବ୍ୟାଙ୍ଗ ଡେଲିଭରି ବୟଙ୍କ ସେହି ମେସେଜକୁ ସୋସିଆଲ ମିଡିଆରେ ସେୟାର କରିବା ପରେ ସଭିଏଁ ଭାବୁକ ହେଉଛନ୍ତି ଆଉ ଡେଲିଭରି ବୟଙ୍କୁ ସାବାସୀ ଦେଉଛନ୍ତି । ଡେଲିଭରି ବୟ ଜଣକ ପ୍ରଥମ ମେସେଜରେ ଲେଖିଛନ୍ତି… ‘ମୁଁ ଅର୍ଡର ନେଇ ସାରିଛି, ଖୁବଶୀଘ୍ର ଆପଣଙ୍କୁ ଡେଲିଭରି … Read more