ଭୟଙ୍କର ବଢୁଛି ହାର୍ଟ ଆଟାକ୍, ଏହି ୫ଟି ତେଲ ଖାଉଥିଲେ ହୋଇଯାଆନ୍ତୁ ସାବଧାନ
ସକାଳୁ ରାତି ପର୍ଯ୍ୟନ୍ତ ପ୍ରତିଦିନ ଆମେ ବ୍ୟବହାର କରନ୍ତି ଖାଇବା ତେଲ । ବିନା ତେଲରେ ରୋଷେଇ ଅସମ୍ଭବ । ଖାଲି ଘରେ ଖାଉଥିବା ସାମଗ୍ରୀରେ ଯେ ଆମେ ତେଲ ବ୍ୟବହାର କରନ୍ତି ତାହା ନୁହେଁ ବରଂ ଦୋକାନ ବଜାରରୁ ଖାଇବା କିଣିଲେ ବି ସ୍ଥିତି ଆହୁରି ସଙ୍ଗିନ ହେଉଛି । ସେଥିପାଇଁ ଏବେ ଖାଇବା ତେଲକୁ ନେଇ ଆସିଛି ସାଙ୍ଘାତିକ ରିପୋର୍ଟ। ତେବେ ହାର୍ଟଷ୍ଟ୍ରୋକ୍ ପଛରେ ରହିଛି ଖାଇବା ତେଲ। ଆମେ ଯେଉଁପରି ଖାଦ୍ୟ ଖାଆନ୍ତି, … Read more