ପୁଣି ଜଣେ ଅଧ୍ୟାପକଙ୍କ କଳା କାରନାମା, ଛାତ୍ରୀ ସହ ଜୋର୍ ଜବରଦସ୍ତ ରଖୁଥିଲେ ଶାରୀରିକ ସମ୍ପର୍କ, ଜାଣନ୍ତୁ ପୁରା ଘଟଣା
ସାରା ରାଜ୍ୟ ବାଲେଶ୍ୱର ଫକୀର ମୋହନ ମହାବିଦ୍ୟାଳୟ ଘଟଣାକୁ ନେଇ ଏବେ ଉଠୁଥିବା ପଡୁଥିବାବେଳେ ଏହି ଘଟଣାକୁ ନେଇ ଗୁରୁବାର ରାଜ୍ୟରେ ବନ୍ଦର ଆହ୍ୱାନ କରାଯାଇଛି । ଏହି ବନ୍ଦ ଆଜି ଜାରି ରହିଥିବା ବେଳେ ସମ୍ବଲପୁରର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ଜଣେ ଛାତ୍ରୀଙ୍କୁ ନିର୍ଯ୍ୟାତନା ଦିଆଯିବା ଏବଂ ଏ ସମ୍ପର୍କରେ ଅଭିଯୁକ୍ତ ଜଣେ ସହାୟକ ପ୍ରଫେସରଙ୍କ ଗିରଫ ଘଟଣା ଏବେ ରାଜ୍ୟ ରାଜନୀତିକୁ ଆହୁରି ସରଗରମ କରି ଦେଇଛି । ପୁଲିସର ସୁଚନା ଅନୁଯାୟୀ, ସମ୍ବଲପୁରର … Read more