ଧରା ପଡ଼ିଗଲେ ଶାହା, ପାଣ୍ଡିଆନ୍! ନିଲାମ୍ ହେବ ଓଡ଼ିଶା, ଫସିଲା ରାଜ୍ୟ, ଜାଣନ୍ତୁ ପୁରା ଖବର
ଓଡ଼ିଆ ଅସ୍ମିତା, ତାମିଲ ଅସ୍ମିତା ଆଉ ଗୁଜୁରାଟ ଅସ୍ମିତା ଭିତରେ ଲାଗିଛି ଘମାଶାନ । ଭାଙ୍ଗୁଛି ବିଶ୍ୱାସ ଭରଷା ହେଲେ ସବୁ ସରମ ତେଜ୍ୟା କରି ୨୪ ବର୍ଷ ୧୪ ମାସର ଗେମ୍ କରୁଛନ୍ତି ବିଜେପି ନେତା । ବାଘ ଭଳି ଗର୍ଜନ କରୁଥିବା ନେତା ଏବେ ବିଲେଇ ପାଲଟିଛନ୍ତି । ଆଉ ଶାଗୁଣା ପରି ଖୁମ୍ପି ଚାଲିଛନ୍ତି ଆଉଟ୍ ସୋର୍ଶିଂ ନେତା । ଏବେ ରାଜନୀତିକୁ ନେଇ ଅନେକ କଥା ଚର୍ଚ୍ଚା ହେଉଛି । ଚର୍ଚ୍ଚା … Read more