ଅଣ୍ଡରୱାର୍ଲ୍ଡରୁ ଆସିଲା କ୍ରିକେଟର ରିଙ୍କୁ ସିଂଙ୍କୁ ଧମକ ଭରା ଦାଉଦ ଇବ୍ରାହିମର କଲ୍, ୫ କୋଟି ଦେ ନହଲେ ତୋର…
ଟିମ୍ ଇଣ୍ଡିଆର ଷ୍ଟାର ଖେଳାଳି ରିଙ୍କୁ ସିଂହ ତାଙ୍କ ଚମତ୍କାର ଖେଳ ପାଇଁ ଚର୍ଚ୍ଚାରେ ଅଛନ୍ତି। ସମ୍ପ୍ରତି ଏସିଆ କପରୁ ଫେରିଥିବା ବେଳେ ରିଙ୍କୁଙ୍କୁ ନେଇ ଏକ ଚାଞ୍ଚଲ୍ୟକର ସୂଚନା ସାମ୍ନାକୁ ଆସିଛି। ଅଣ୍ଡରୱାର୍ଲ୍ଡରୁ ରିଙ୍କୁ ସିଂହଙ୍କୁ ଧମକ ମିଳିଥିବା ମୁମ୍ବାଇ କ୍ରାଇମ୍ ବ୍ରାଞ୍ଚ ପକ୍ଷରୁ ପ୍ରକାଶ ପାଇଛି।। ତେବେ ରିଙ୍କୁ ସିଂହଙ୍କୁ ମିଳିଥିବା ଧମକ ପାଇଁ ଦାଉଦ୍ ଇବ୍ରାହିମ୍ ଗ୍ୟାଙ୍ଗ୍ ନିଜକୁ ଦାୟୀ କରିଛି। ସେମାନେ ଚଳିତ ବର୍ଷ ଫେବୃଆରିରୁ ଏପ୍ରିଲ୍ ମଧ୍ୟରେ ରିଙ୍କୁ ସିଂହଙ୍କ … Read more