ଚନ୍ଦ୍ରଗ୍ରହଣ ଆଣୁଛି ବଡ ବିପତ୍ତି, ୨ ରାଶି ଉପରେ ପଡିବ ବିଶେଷ ପ୍ରଭାବ, ଜାଣନ୍ତୁ କେଉଁ ରାଶି ରହିଛି ଏଥିରେ ସାମିଲ
ରବିବାର ଦିନ ଚନ୍ଦ୍ରରେ ଲାଗିବ ଗ୍ରହଣ। ଜହ୍ନକୁ ଗ୍ରାସ କରିବ ରାହୁ। ୭ ତାରିଖ ରାତି ୯ଟା ୫୮ ମିନିଟରୁ ଆରମ୍ଭ ହୋଇ ଏହା ରାତି ୧ଟା ୨୬ ମିନିଟ୍ରେ ଶେଷ ହେବ ଗ୍ରହଣ । ଜ୍ୟୋତିର୍ବିଦଙ୍କ ମତାନୁସାରେ ଏହି ଚନ୍ଦ୍ର ଗ୍ରହଣ ଲାଲ ରଙ୍ଗର ହେବ । ଯାହାକୁ ବ୍ଲଡ୍ ମୁନ୍ ବୋଲି କୁହାଯିବ । କାହିଁ କେତେ ବର୍ଷକୁ ଥରେ ଏଭଳି ଚନ୍ଦ୍ରଗ୍ରହଣ ଦେଖାଯାଏ ବୋଲି କୁହାଯାଏ । ୨୦୨୫ ବର୍ଷର ଦ୍ୱିତୀୟ ଏବଂ … Read more