ପୁରୁଷଙ୍କ କେଉଁ ଅଙ୍ଗରେ କଳାଜାଇ ଥିଲେ ହୋଇଥାଏ ଭାଗ୍ୟବାନ, ଜାଣନ୍ତୁ କେଉଁ ସ୍ଥାନର କଳାଜାଇ କରାଏ ଧନୀ
ଜ୍ଯୋତିଷ ଶାସ୍ତ୍ର ଅନୁଯାୟୀ ନାରୀ ମାନଙ୍କର ବାମ ଅଙ୍ଗରେ ଓ ପୁରୁଷ ମାନଙ୍କର ଡାହାଣ ଅଙ୍ଗରେ କଳାଜାଇ ଥିଲେ ସୌଭାଗ୍ୟ ଜନକ ହୋଇଥାଏ । ମହିଳା ମାନଙ୍କର ଶରୀରରେ କଳାଜାଇ ଥିଲେ ଯେପରି ବିଶେଷ ଗୁଣ ହୋଇଥାଏ ଠିକ ସେହିପରି ପୁରୁଷ ମାନଙ୍କର ଶରୀରରେ ଥିବା କଳାଜାଇର ବିଶେଷ ଗୁଣ ରହିଥାଏ । ପୁରୁଷଙ୍କର ଶରୀରର କେତେକ ଜାଗାରେ କଳାଜାଇ ଥିଲେ ସେମାନେ ଧନବାନ ମଧ୍ୟ ହୋଇଥାନ୍ତି । ୧- କୌଣସି ପୁରୁଷଙ୍କର ବାହୁରେ କଳାଜାଇ ଥିଲେ … Read more