ଓଡ଼ିଶାର ଗରିବ ଝିଅକୁ ଭୋକରେ ରଖି ମାଡ଼ ମାରୁଥିଲେ ତେଲୁଗୁ ଅଭିନେତ୍ରୀ..ଥାନାକୁ ଦୈଡିଲେ ପ୍ରିୟଙ୍କା, ଜାଣନ୍ତୁ ପୁରା ଘଟଣା
ତେଲୁଗୁ ଅଭିନେତ୍ରୀ ଡିମ୍ପଲ ହୟାତିଙ୍କ ନାଁରେ ସଙ୍ଗିନ ଅଭିଯୋଗ ଆସିଛି । ଘରୋଇ ଓଡ଼ିଆ ସହାୟିକାଙ୍କୁ ଭୟଙ୍କର ନିର୍ଯାତନା ନେଇ ଥାନାରେ ମାମଲା ହୋଇଛି । ରାୟଗଡ଼ାର ପ୍ରିୟଙ୍କା ବିବରଙ୍କ ଅଭିଯୋଗରେ ହାଇଦ୍ରାବାଦର ଫିଲ୍ମ ନଗର ପୁଲିସ ଷ୍ଟେସନରେ ଏନେଇ ଅଭିଯୋଗ କରିଛନ୍ତି ପ୍ରିୟଙ୍କା । ଅଭିନେତ୍ରୀ ଡିମ୍ପଲ ଓ ତାଙ୍କ ସ୍ବାମୀଙ୍କ ବିରୋଧରେ ଅଭିଯୋଗ କରିଛନ୍ତି ଓଡ଼ିଆ ଯୁବତୀ ପ୍ରିୟଙ୍କା । ତାଙ୍କୁ ନିର୍ଯାତନା ଦେବା ସହ ଗାଳିଗୁଲଜ କରିବା ଓ ଖାଇବାକୁ ନଦେବା ନେଇ … Read more