କେବଳ ଜନ୍ମଦିନ ଶୁଭେଚ୍ଛା ଓ ଦଳିଆ ନେତାଙ୍କ ଚାଟୁକାରିତା ପାଇଁ ଅଛି ସରକାରଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟ? ଜାଣନ୍ତୁ ପୁରା ରିପୋର୍ଟ

ଜୀବନ ଯୁଦ୍ଧରେ ହାରିଯାଇଛନ୍ତି ବାଲେଶ୍ୱର ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟ ଇଣ୍ଟିଗ୍ରେଟେଡ ବିଏଡ ଦ୍ୱିତୀୟ ବର୍ଷ ଛାତ୍ରୀ ସୌମ୍ୟାଶ୍ରୀ ବିଶି। ସୌମ୍ୟାଶ୍ରୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ବଢିବାରେ ଲାଗିଛି । ଯେତେବେଳେ ସୌମ୍ୟାଶ୍ରୀ ମୃତ୍ୟୁ ବୋଲି ଘୋଷଣା କରାଗଲା ତା’ପରେ (ଏକ୍ସ)ଟୁଇଟରରେ ନେତା ମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି ଦିଆଯାଉଛି। ଯେତେବେଳେ ସୌମ୍ୟାଶ୍ରୀ ଏମାନଙ୍କୁ ଟୁଇଟ କରିଥିଲେ, ନ୍ୟାୟ ଭିକ୍ଷା କରିଥିଲେ, ସେତେବେଳେ ଏସବୁ ଭଦ୍ରଲୋକ କେଉଁଠି ଥିଲେ। ଏହି ଘଟଣାରେ ରାଜନୈତିକ ଦଳ ସକ୍ରିୟ ହୋଇ ଯାଇଥିଲେ । … Read more

ବହୁ ପୂର୍ବରୁ ସୌମ୍ୟାଶ୍ରୀଙ୍କ ହୋଇସାରିଥିଲା କି ଦେହାନ୍ତ? କାହିଁକି ଲୁଚାଇ ରଖିଥିଲେ ସରକାର? ଜାଣନ୍ତୁ ପୁରା‌ ଖବର

ଏମ୍‌ସରେ ଦୀର୍ଘ ୫୫ଘଣ୍ଟାର ଜୀବନ ମରଣ ସହ ଲଢ଼େଇ କରିବା ପରେ ହାରିଯାଇଛନ୍ତି ଫକୀର ମୋହନ ସ୍ବୟଂ ଶାସିତ ମହାବିଦ୍ୟାଳୟର ଇଣ୍ଟିଗ୍ରେଟେଡ ବିଏଡ୍‌ ଦ୍ବିତୀୟ ବର୍ଷର ଛାତ୍ରୀ ସୌମ୍ୟାଶ୍ରୀ ବିଶି(୨୦)। ଭୁବନେଶ୍ବର ଏମ୍‌ସର ବର୍ଣ୍ଣ ବିଭାଗର ଆଇସିୟୁର ଭେଣ୍ଟିଲେଟର ଜରିଆରେ ଚିକିତ୍ସାଧୀନ ସୌମ୍ୟାଶ୍ରୀଙ୍କର ସୋମବାର ରାତି ୧୧ଟା ୪୬ମିନିଟ୍‌ରେ ମୃତ୍ୟୁ ଘଟିଛି। ୮ଜଣିଆ ବିଶେଷଜ୍ଞ ଡାକ୍ତରଙ୍କ ସକଳ ପ୍ରଚେଷ୍ଟା ସତ୍ତ୍ବେ ଛାତ୍ରୀଙ୍କୁ ବଞ୍ଚାଇବା ସମ୍ଭବ ହୋଇପାରିନାହିଁ। ମୃତ୍ୟୁ ପରେ ଶବକୁ ବିଳମ୍ବିତ ରାତିରେ କଡ଼ା ସୁରକ୍ଷା ମଧ୍ୟରେ … Read more

ବିଶ୍ୱାସରେ ବିଷ ଦେଲେ ବାବା, ବାବାଙ୍କ କାରନାମା ଶୁଣିଲେ ଆପଣ ବି ମୁଣ୍ଡରେ ହାତ ଦେଇଦେବେ

ପଦ୍ମପୁର ଥାନା ଅଞ୍ଚଳରେ ପାଖାପାଖି ୨୦ ବର୍ଷ ହେବ ଵିବେକା ସାହୁ ଘର ସଂସାର ଛାଡ଼ି ବାବା ହେଇଯାଇଥିଲେ। ତେଣୁ ବିବେକା ବାବା ନାମରେ ଜଣାଶୁଣା ଏହି ବ୍ୟକ୍ତିଙ୍କୁ ଅଞ୍ଚଳରେ ସମସ୍ତେ ସମ୍ମାନ କରନ୍ତି। ଅଞ୍ଚଳରେ ବାବାଙ୍କ ପ୍ରଭାବ ବି ବହୁତ୍ ଥିଲା। ଏହିସବୁର ସୁଯୋଗ ନେଇ ଜଣେ ସ୍ଥାନୀୟ ମାନସିକ ବିକୃତ ୨୫ ବର୍ଷୀୟ ଯୁବତୀଙ୍କୁ ଚକଲେଟ ବିସ୍କୁଟ ଦେଇ ଡାକୁଥିଲେ ବାବା। କିନ୍ତୁ ହଠାତ ଘର ଲୋକେ ଜାଣିବାକୁ ପାଇଥିଲେ ଯେ ଝିଅ ଗର୍ଭବତୀ … Read more

୧୬ ଲକ୍ଷ ଟଙ୍କାରେ ବ୍ରାହ୍ମଣ ଝିଅଙ୍କ ଧର୍ମ ବଦଳାଇ କରୁଥିଲେ ମୁସଲିମ, ବାବାଙ୍କ କଳାସାମ୍ରାଜ୍ୟ ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

ଉତ୍ତରପ୍ରଦେଶରେ ବେଆଇନ ଧର୍ମାନ୍ତରଣର ଏକ ବଡ଼ ରାକେଟ ପର୍ଦ୍ଦାଫାଶ କରିଛି ଆତଙ୍କବାଦ ନିରୋଧୀ ସ୍କ୍ଵାଡ୍‌। ଏହି ରାକେଟର ମାଷ୍ଟରମାଇଣ୍ଡ ଜମାଲୁଦ୍ଦିନ ଓରଫ ଛାଙ୍ଗୁର ବାବାଙ୍କୁ ଗିରଫ କରାଯାଇଛି। ଏହି ମାମଲାର ଅନ୍ୟତମ ଅଭିଯୁକ୍ତ ନୀତି ରୋହରା ସରଫ ନସରୀନକୁ ବି ଗିରଫ କରାଯାଇଛି। ଧର୍ମାନ୍ତରଣ ପାଇଁ ବିଦେଶରୁ ୧୦୦ କୋଟି ଟଙ୍କାର ପାଣ୍ଠି ମିଳିଥିବା ତଦନ୍ତରୁ ଜଣାପଡ଼ିଛି। ସୂଚନା ଅନୁସାରେ, ଜମାଲୁଦ୍ଦିନ ଓରଫ ଛାଙ୍ଗୁର ବାବା ନିଜକୁ ହାଜି ପୀର ଜଲାଲୁଦ୍ଦୀନ ନାମରେ ପ୍ରଚାରିତ କରୁଥିଲା। ଯୁବତୀମାନଙ୍କୁ … Read more

ଶ୍ରାବଣ ସୋମବାରରେ ଘରକୁ ନେଇ ଆସନ୍ତୁ ଏଥି ମଧ୍ୟରୁ କୌଣସି ଗୋଟିଏ ଜିନିଷ, ଦୂର ହେବ ସବୁ କଷ୍ଟ

ପବିତ୍ର ଶ୍ରାବଣ ମାସ ଭଗବାନ ଶିବଙ୍କୁ ସମର୍ପିତ ଅଟେ । ମାନ୍ୟତା ଅନୁସାରେ ଏହି ମାସରେ ଶିବଙ୍କ ପୂଜା କଲେ ସମସ୍ତ ମନୋସ୍କମନା ପୂର୍ଣ୍ଣ ହୋଇଥାଏ । ଅନେକ ଲୋକ ଏହି ମାସର ପ୍ରତ୍ୟେକ ସୋମବାର ବ୍ରତ ମଧ୍ୟ ରଖନ୍ତି । ଏହି ମାସରେ କରାଯାଉ ଥିବା ସମସ୍ତ ପୂଜା ଓ ବ୍ରତ ଅତ୍ୟନ୍ତ ଫଳଦାୟକ ବୋଲି ମାନାଯାଏ । ତେବେ ଏହି ଶ୍ରାବଣ ମାସରେ ଆମେ କହିବାକୁ ଯାଉଥିବା ଏହି ଉପାୟ ଗୁଡିକୁ କଲେ, ଆପଣଙ୍କ … Read more

ସୌମ୍ୟାଶ୍ରୀଙ୍କୁ ସବୁବେଳେ ଶାରୀରିକ ସମ୍ପର୍କ ପାଇଁ ବାଧ୍ୟ କରୁଥିଲେ ଅଧ୍ୟକ୍ଷ ସମୀର୍ ସାହୁ, ରାଜି କରେଇବାକୁ କରୁଥିଲେ ଏମିତି କିଛି

ବାଲେଶ୍ବର ଫକୀରମୋହନ ସ୍ବୟଂଶାସିତ ମହାବିଦ୍ୟାଳୟରେ ଘଟିଛି ହୃଦୟ ବିଦାରକ ଘଟଣା। ଜଣେ ସହକାରୀ ପ୍ରଫେସରଙ୍କ ଦ୍ବାରା ନିର୍ଯାତନାର ଶିକାର ହୋଇ ଆସୁଥିବା ଛାତ୍ରୀ ମହାବିଦ୍ୟାଳୟ କ୍ୟାମ୍ପସ୍ରେ ଆତ୍ମାହୁତି ଉଦ୍ୟମ କରିଛନ୍ତି। ପୀଡ଼ିତା ଛାତ୍ରୀଙ୍କ ଶରୀରର ୯୦ ପ୍ରତିଶତ ପୋଡ଼ି ଯାଇଛି। ସେ ବର୍ତ୍ତମାନ ଏମ୍ସ ଭୁବନେଶ୍ବରରେ ଜୀବନମରଣ ସହ ସଂଘର୍ଷ କରୁଛନ୍ତି। ଘଟଣାକୁ ନେଇ ବାଲେଶ୍ବର ସହରରେ ଉତ୍ତେଜନା ପ୍ରକାଶ ପାଇଛି। ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ତ୍ବରିତ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି କଲେଜର ଅଧ୍ୟକ୍ଷ ଦିଲ୍ଲୀପ କୁମାର … Read more

ପୂର୍ବରୁ ଏମିତି ଅଭିଯୋଗ କହିଥିଲେ ପୀଡ଼ିତା, ଅଧ୍ୟାପକଙ୍କ ନାଁ ରେ ମିଡିଆ ଆଗରେ କ’ଣ କହିଥିଲେ ପୀଡ଼ିତା ଛାତ୍ରୀ ଦେଖନ୍ତୁ

ଏଫ୍ଏମ୍ ସ୍ବୟଂଶାସିତ କଲେଜରେ ଘଟିଥିବା ମାମଲାରେ ପୀଡ଼ିତା ଛାତ୍ରୀ ସୌମ୍ୟାଶ୍ରୀ ବିଶି ଇଣ୍ଟିଗ୍ରେଟେଡ଼ ବିଏଡ଼ କରୁଥିଲେ। ସେ ଭୋଗରାଇ ଅଞ୍ଚଳର ଝିଅ। ଏବିଭିପି ସହ ସେ ୨୦୨୧-୨୨ ରୁ ଜଡିତ ଥିଲେ । ସେ ମାର୍ଶାଲ ଆର୍ଟରେ ସେଲ୍ଫ ଡିଫେନ୍ସ ଟ୍ରେନିଂ ନେଇଥିଲେ । ବିଭିନ୍ନ କଲେଜକୁ ଯାଇ ସେ ଅନ୍ୟମାନଙ୍କୁ ସେଲ୍ଫ ଡିଫେନ୍ସ ଟ୍ରେନିଂ ଦେଉଥିଲେ। ଅନ୍ୟଙ୍କୁ ଆତ୍ମରକ୍ଷା ତାଲିମ ଦେଉଥିବା ଛାତ୍ରୀ ଜଣଙ୍କ ନିଜେ ଅସହାୟ ହୋଇ ଶେଷରେ ନିଜ ଜୀବନ ନେବାକୁ ସହଜ … Read more

ମାସକ ପରେ‌ ଆସିଲା ଆଶ୍ଚର୍ଯ୍ୟକର‌ ରିପୋର୍ଟ, ଜାଣିଶୁଣି କରାଯାଇଥିଲା ଅହମଦାବାଦ ପ୍ଲେନ୍ କ୍ରାସ୍! ଜାଣନ୍ତୁ ରିପୋର୍ଟ

ଜୁନ୍ ୧୨ ତାରିଖରେ ଗୁଜରାଟର ଅହମ୍ମଦାବାଦରେ ଘଟିଥିବା ଏୟାର ଇଣ୍ଡିଆ ବିମାନ AII7I ଦୁର୍ଘଟଣା ମାମଲା ବିଷୟରେ ତ ସମସ୍ତେ ଜାଣିଥିବେ । ଏବେ ଏହି ମାମଲାରେ ଏକ ବଡ଼ ଖୁଲାସା ହୋଇଛି । ଜଣେ ପ୍ରମୁଖ ବିମାନ ସୁରକ୍ଷା ବିଶେଷଜ୍ଞ କହିଛନ୍ତି ଯେ ଏୟାର ଇଣ୍ଡିଆ ଫ୍ଲାଇଟ୍ ର ଭୟଙ୍କର ଦୁର୍ଘଟଣା ଏକ ଜାଣିଶୁଣି କରାଯାଇଥିବା କାର୍ଯ୍ୟର ଫଳାଫଳ ହୋଇପାରେ । ବିମାନ ଚଳାଚଳ ବିଶେଷଜ୍ଞଙ୍କ ପରାମର୍ଶ ପରେ, ପ୍ରଥମ ଥର ପାଇଁ ଏପରି ଏକ … Read more

ଚିକେନ୍ ଖାଉଥିଲେ ସବାଧାନ୍, ବ୍ୟାପୁଛି ରୋଗ ମଲେଣି ହଜାର ହଜାର କୁକୁଡା ଏବେ ମଣିଷଙ୍କ ପାଳି, ଜାଣନ୍ତୁ ପୁରା‌ ଖବର

ଦୁନିଆରେ ପ୍ରାୟ ସବୁ ଲୋକମାନେ ଆମିଷ ଭୋଜନ କରିଥାନ୍ତି । ଅନେକ ଲୋକ ଅଛନ୍ତି ଯେଉଁମାନେ ଚିକେନ ଖାଇବାକୁ ବହୁତ ପସନ୍ଦ କରିଥାନ୍ତି । ଏବେ କିଛି ଖବର ଆସିଛି ଚିକେନକୁ ନେଇ । ଯେଉଁମାନେ ଏବେ ଚିକେନ ଖାଉଛନ୍ତି ବା ଖାଇବାକୁ ଭାବୁଛନ୍ତି ସାବଧାନ ହୋଇଯାଆନ୍ତୁ । ଖାଇଲେ ଚିକେନ ଯିବ ଜୀବନ । ଠକ୍ ଠକ୍ ହୋଇ ମଲେଣି ହଜାର ହଜାର କୁକୁଡା । ଏବେ ମଣିଷମାନଙ୍କ ପାଳି । ଓଡ଼ିଶାରେ ସୁ ଶୁ … Read more

FM କଲେଜରେ ଛାତ୍ରୀଙ୍କୁ ସାର କରୁଥିଲେ ପ୍ରେମ ନିବେଦନ, ମନା କରିବାରୁ କରୁଥିଲେ ଏମିତି କିଛି, ଜାଣନ୍ତୁ ପୁରା‌ ଘଟଣା

ଏଫ୍ଏମ ମହାବିଦ୍ୟାଳୟର ଜଣେ ଅଧ୍ୟାପକ ଦୁର୍ବ୍ୟବହାର କରୁଥିବା ନେଇ ପିଏଚ୍‌ଡି ଦ୍ବିତୀୟ ବର୍ଷର ଛାତ୍ରୀ ଜଣକ ଅଧ୍ୟକ୍ଷଙ୍କୁ ଅଭିଯୋଗ କରିଥିଲେ। କିନ୍ତୁ କଲେଜ କର୍ତ୍ତୃପକ୍ଷ ଅଭିଯୁକ୍ତ ଅଧ୍ୟାପକଙ୍କ ବିରୋଧରେ କୌଣସି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଶୀଘ୍ର ନେଇ ନଥିବାରୁ ଅଶାନ୍ତିରେ ଦିନ କାଟୁଥିଲେ। ଏହି ମାମଲାର କୌଣସି ଦୃଷ୍ଟାନ୍ତମୂଳକ ସମାଧାନ ପାଇଁ ମଧ୍ୟ ଉଦ୍ୟମ କରାଯାଇନଥିଲା। ଏହି କାରଣରୁ ଛାତ୍ରୀ ଜଣକ ମାନସିକ ଚାପରେ ଥିଲେ। ଶେଷରେ ଜୀବନ ହାରିବାକୁ ନିଷ୍ପତ୍ତି ନେଇଥିଲେ ଏବଂ ନିଜ ଦେହରେ ନିଆଁ … Read more