ବ୍ରିଟିଶମାନେ ଭାରତକୁ କାହିଁକି ଅଗଷ୍ଟ ୧୪ ମଧ୍ୟରାତ୍ରିରେ ହିଁ କ୍ଷମତା ହସ୍ତାନ୍ତର କରିଥିଲେ, ପ୍ରତ୍ୟେକ ଭାରତୀୟ ନିଶ୍ଚିତ ଜାଣିବା ଉଚିତ୍
ଆମେ ଜାଣିଛୁ ଯେ ୧୯୪୭ ମସିହା ଅଗଷ୍ଟ ୧୪ ତାରିଖ ଠିକ୍ ମଧ୍ୟରାତ୍ରିରେ ଭାରତ ସ୍ୱାଧୀନତା ପାଇଥିଲା। ଘଡ଼ିରେ ରାତି ୧୨ଟା ବାଜିବାମାତ୍ରେ ଭାରତର ସ୍ୱାଧୀନତା ଘୋଷଣା ହୋଇଥିଲା। ତେବେ ଆମେ ଅଗଷ୍ଟ ୧୫ରେ ସ୍ୱାଧୀନତା ଦିବସ ପାଳନ କରିଥାଉ। ପ୍ରଶ୍ନ ଉଠୁଛି ଯଦି ଅଗଷ୍ଟ ୧୪ ରାତି ୧୨ଟାରେ ସ୍ୱାଧୀନତା ଘୋଷଣା କରାଯାଏ, ତେବେ ଆମେ ପ୍ରତିବର୍ଷ ଏହି ଦିନରେ ସ୍ୱାଧୀନତା ପାଳନ କରୁନାହୁଁ କାହିଁକି? ପ୍ରଶ୍ନ ଉଠୁଛି, ଯେତେବେଳେ କୌଣସି ଦେଶର ନୂଆ ଭାଗ୍ୟ … Read more