ହଜାର ଟଙ୍କା ନିବେଶରେ ହେବେ ମାଲାମାଲ୍, ପ୍ରତି ମାସରେ ମିଳିବ ୫୫୦୦, ଜାଣନ୍ତୁ ଏହି ସ୍କିମ୍ ବିଷୟରେ
ସରକାର ଅନେକ ପ୍ରକାରର ସ୍କିମ୍ ଆଣୁଛନ୍ତି । ଆଉ ଏବେ କିଛି ଏଭଳି ସ୍କିମ ଆସିଛି ଯାହା ବହୁତ ଭଲ ଅଟେ । ଏହି ବିଷୟରେ ସମ୍ପୂର୍ଣ୍ଣ ଖବର ଆପଣମାନେ ଏହି ଭିଡିଓ ମାଧ୍ୟମରେ ପାଇପାଇବେ । ପୋଷ୍ଟ ଅଫିସରେ ଅନେକ ପ୍ରକାରର ଯୋଜନା ଆସୁଛି । ଏବେ ପୋଷ୍ଟ ଅଫିସର ଏକ ଦମଦାର ସ୍କିମ୍ ଆସିଛି । ଏହି ସ୍କିମ ହେଉଛି ପ୍ରତି ମାସରେ ୫୫୦୦ ଟଙ୍କା ମିଳିବ । ଆପଣ ୧୦୦୦ ଟଙ୍କା ନିବେଶ … Read more