କାହିଁକି ଝିଅମାନେ ଅଧାବାଟରୁ ପ୍ରେମିକଙ୍କ ହାତଛାଡ଼ି ଚାଲି ଯାଆନ୍ତି? ଜାଣନ୍ତୁ ଏହାର ଅସଲ କାରଣ
ଯେଭଲିକି ଆପଣ ଜାଣିଥିବେ ପ୍ରେମ ହେଉଛି ଏକ ସୁନ୍ଦର ଅନୁଭୂତି, ଏହାକୁ ଶବ୍ଦରେ ବା ଭାଷାରେ ବର୍ଣ୍ଣନା କରାଯାଇପାରିବ ନାହିଁ, କେବଳ ଅନୁଭବ କରିହେବ । କୁହାଯାଏ, ସମସ୍ତେ ଜୀବନରେ ଦିନେ ନା ଦିନେ ପ୍ରେମ କରନ୍ତି, କିନ୍ତୁ ସଚ୍ଚା ପ୍ରେମ ସମସ୍ତଙ୍କ ଭାଗ୍ୟରେ ନଥାଏ । ସେହିମାନେ ସବୁଠାରୁ ଭାଗ୍ୟବାନ, ଯେଉଁମାନଙ୍କୁ ସେମାନଙ୍କର ପ୍ରେମ ମିଳିଥାଏ। କିନ୍ତୁ ଆଜି କାଲିର ଦୁନିୟାରେ ପ୍ରାୟ ଦେଖିବାକୁ ଗଲେ ପୁଅ ଅପେକ୍ଷା ଝିଅମାନେ ରିଲେସନସିପରୁ ଅଧାରୁ ଚାଲି ଯାଆନ୍ତି … Read more