ବ୍ରିଟିଶମାନେ ଭାରତକୁ କାହିଁକି ଅଗଷ୍ଟ ୧୪ ମଧ୍ୟରାତ୍ରିରେ ହିଁ କ୍ଷମତା ହସ୍ତାନ୍ତର କରିଥିଲେ, ପ୍ରତ୍ୟେକ ଭାରତୀୟ ନିଶ୍ଚିତ ଜାଣିବା ଉଚିତ୍

ଆମେ ଜାଣିଛୁ ଯେ ୧୯୪୭ ମସିହା ଅଗଷ୍ଟ ୧୪ ତାରିଖ ଠିକ୍ ମଧ୍ୟରାତ୍ରିରେ ଭାରତ ସ୍ୱାଧୀନତା ପାଇଥିଲା। ଘଡ଼ିରେ ରାତି ୧୨ଟା ବାଜିବାମାତ୍ରେ ଭାରତର ସ୍ୱାଧୀନତା ଘୋଷଣା ହୋଇଥିଲା। ତେବେ ଆମେ ଅଗଷ୍ଟ ୧୫ରେ ସ୍ୱାଧୀନତା ଦିବସ ପାଳନ କରିଥାଉ। ପ୍ରଶ୍ନ ଉଠୁଛି ଯଦି ଅଗଷ୍ଟ ୧୪ ରାତି ୧୨ଟାରେ ସ୍ୱାଧୀନତା ଘୋଷଣା କରାଯାଏ, ତେବେ ଆମେ ପ୍ରତିବର୍ଷ ଏହି ଦିନରେ ସ୍ୱାଧୀନତା ପାଳନ କରୁନାହୁଁ କାହିଁକି? ପ୍ରଶ୍ନ ଉଠୁଛି, ଯେତେବେଳେ କୌଣସି ଦେଶର ନୂଆ ଭାଗ୍ୟ … Read more

୧ ଟଙ୍କାରେ ୩୦ଦିନ ମାଗଣା ଇଣ୍ଟରନେଟ୍, ସହିତ ଅନଲିମିଟେଡ୍ କଲିଂର ସୁବିଧା, BSNLର ଦମଦାର ଅଫର, ଜାଣନ୍ତୁ ପୁରା ଖବର

ସରକାରୀ ଟେଲିକମ କମ୍ପାନୀ ବିଏସ୍‌ଏନ୍‌ଏଲ୍‌ (BSNL) ଜିଓ, ଭୋଡାଫୋନ୍‌ ଓ ଏୟାରଟେଲ ଭଳି ବେସରକାରୀ କମ୍ପାନୀଙ୍କୁ ଟକ୍କର ଦେବା ପାଇଁ ସ୍ବାଧୀନତା ଦିବସ ପୂର୍ବରୁ ଏକ ଆକର୍ଷଣୀୟ ପ୍ଲାନ ‘ଆଜାଦୀ କା ପ୍ଲାନ’ ଆରମ୍ଭ କରିଛି। ମାତ୍ର ୧ ଟଙ୍କାରେ ଲଞ୍ଚ ହୋଇଥିବା ଏହି ପ୍ଲାନରେ ଗ୍ରାହକମାନେ ହାଇ-ସ୍ପିଡ୍‌ ଡାଟା, ଅସୀମିତ କଲିଂ, ଏସ୍‌ଏମ୍‌ଏସ୍‌ ଏବଂ ମାଗଣା ସିମ୍‌ର ସୁବିଧା ପାଇପାରିବେ। ଏହି ପ୍ଲାନ BSNL ସେବା ଅନୁଭବ କରିବାକୁ ଚାହୁଁଥିବା ଗ୍ରାହକଙ୍କ ପାଇଁ ଏକ ଉତ୍ତମ … Read more

ରାକ୍ଷୀପୂର୍ଣ୍ଣିମାକୁ ନେଇ ବଢୁଛି ଦ୍ଵନ୍ଦ , କେଉଁଦିନ ପାଳିବାକୁ ନେଇ ବଢୁଛି ବିବାଦ! ଜାଣନ୍ତୁ ଶୁଭ ମୂହୁର୍ତ୍ତ

ଶ୍ରାବଣ ମାସ ଶେଷ ହେବାକୁ ଯାଉଛି। ପ୍ରତିବର୍ଷ ରାକ୍ଷୀ ପର୍ବ ଶ୍ରାବଣ ପୂର୍ଣ୍ଣିମାରେ ପାଳନ କରାଯାଏ। ଭାଇ ଓ ଭଉଣୀଙ୍କ ମଧ୍ୟରେ ଅତୁଟ ବନ୍ଧନର ପ୍ରତୀକ ଏହି ପର୍ବ ୨୦୨୫ ମସିହାର ଅଗଷ୍ଟ ମାସରେ ପଡ଼ିବାକୁ ଯାଉଛି। ତେବେ ହିନ୍ଦୁ କ୍ୟାଲେଣ୍ଡର ଅନୁସାରେ, ଶ୍ରାବଣ ମାସର ପୂର୍ଣ୍ଣିମା ୮ ଅଗଷ୍ଟ ୨୦୨୫ ଦିନ ୨:୧୨ରେ ଆରମ୍ଭ ହେଉଛି, ଯାହା ୯ ଅଗଷ୍ଟ ଦିନ ୧:୨୪ରେ ଶେଷ ହେବ। ଏପରି ପରିସ୍ଥିତିରେ, ଉଦୟ ତିଥି ଅନୁସାରେ, ୯ ଅଗଷ୍ଟ … Read more

ପାଣିରେ ରୁହନ୍ତି ମାଟିକୁ ଡରନ୍ତି, ପାଣିରେ ଜନ୍ମ ହୋଇ ପାଣିରେ ହିଁ ଚାଲିଯାଏ ଜୀବନ, ଜାଣନ୍ତୁ ଏହା କିପରି ସମ୍ଭବ

ବଜାଉ ଜନଜାତି ପାଣିରେ ଜନ୍ମ, ପାଣିରେ ହିଁ ବଞ୍ଚନ୍ତି ନିଜର ଜୀବନ। ଆଉ ଶେଷରେ ପାଣିରେ ଚାଲିଯାଏ ଜୀବନ। ପାଣି ବିନା ବଜାଉ ଜନଜାତିର କଳ୍ପନା କରିବା ଅସମ୍ଭବ। ଏମାନେ ମାଟିରେ ପାଦ ଦେବାକୁ ଡରନ୍ତି।ଦୁନିଆରେ ଅନେକ ଜନଜାତିର ଲୋକ ବାସ କରନ୍ତି, ଯେଉଁମାନେ ଆଜି ବି ଆଧୁନିକ ସଭ୍ୟତାଠାରୁ ବହୁ ଦୂରରେ। ଏଭଳି ଏକ ଜନଜାତି ହେଉଛି ‘ବଜାଉ’। ଇଣ୍ଡୋନେସିଆ, ମାଲେସିଆ ଓ ଫିଲିଫାଇନ୍ସର ତଟବର୍ତ୍ତୀ ଅଞ୍ଚଳରେ ବସବାସ କରନ୍ତି ଏହି ଜନଜାତି । ଜୀବନର … Read more

UPI ନିୟମରେ ବଡ଼ ପରିବର୍ତ୍ତନ, ଅଗଷ୍ଟ ୧ ଆଉ କରିପାରିବେନି ଏହିସବୁ କାମ, ଜାଣି ରଖନ୍ତୁ କଣ

ଆସନ୍ତା ଅଗଷ୍ଟ ପହିଲାରୁ ନୂଆ ୟୁପିଆଇ ନିୟମ କାର୍ଯ୍ୟକାରୀ ହେବ। ଯଦି ଆପଣ ନିୟମିତ ଭାବରେ ପେଟିଏମ, ଫୋନପେ, ଗୁଗୁଲ ପେ କିମ୍ବା ଅନ୍ୟ କୌଣସି ୟୁପିଆଇ ପ୍ଲାଟଫର୍ମ ବ୍ୟବହାର କରନ୍ତି, ତେବେ ଆପଣଙ୍କ ପାଇଁ ଏହା ଜାଣିବା ବହୁତ ଗୁରୁତ୍ୱପୂର୍ଣ୍ଣ ଯେ ଆସନ୍ତା ମାସରୁ କ’ଣ ପରିବର୍ତ୍ତନ ହେବାକୁ ଯାଉଛି। ୟୁପିଆଇ ଇକୋସିଷ୍ଟମକୁ ତଦାରଖ କରୁଥିବା ନ୍ୟାସନାଲ ପେମେଣ୍ଟ କର୍ପୋରେସନ ଅଫ୍ ଇଣ୍ଡିଆ (NPCI) ସିଷ୍ଟମ ଉପରେ ଚାପ କମାଇବା ସହିତ ପେମେଣ୍ଟ ବିଳମ୍ବ ଏବଂ … Read more

୨୦୨୭ ଅଗଷ୍ଟ ୨ରେ ଦିନରେ ଅନ୍ଧାର ହୋଇଯିବ ପୃଥିବୀ,ଏମିତି କାହିଁକି ଓ କ’ଣ ରହିଛି କାରଣ?

ଏବେ ସୋସିଆଲ ମିଡିଆରେ ଏକ ଗୁଜବ ଭାଇରାଲ ହେବାରେ ଲାଗିଛି । ୨୦୨୫ ଅଗଷ୍ଟ ୨ ତାରିଖରେ ସମ୍ପୂର୍ଣ୍ଣ ସୂର୍ଯୋପରାଗ ଯୋଗୁଁ ସାରା ଦୁନିଆ କିଛି ସମୟ ପାଇଁ ଅନ୍ଧାର ହୋଇଯିବ ବାସ୍ତବରେ ଏହା ଏକ ଗୁଜବ ଚଳିତ ବର୍ଷ ଅଗଷ୍ଟ ୨ ତାରିଖରେ କୌଣସି ସୂର୍ଯ୍ୟୋପରାଗ ହେବ ନାହିଁ ବୋଲି ଜ୍ୟୋତିର୍ବିଜ୍ଞାନୀମାନେ ନିଶ୍ଚିତ କରିଛନ୍ତି। ଏପରି ଘଟଣା ଅଗଷ୍ଟ୨, ୨୦୨୭ପୂର୍ବରୁ ଘଟିବ ନାହିଁ। ଅନ୍‌ଲାଇନ୍‌ରେ ପ୍ରସାରିତ ଗୁଜବରେ ‘ପୃଥିବୀ ୬ ମିନିଟ୍ ଅନ୍ଧାରରେ ବୁଡ଼ିଯିବ’ ଭଳି … Read more

ଶାରୀରିକ ସମ୍ପର୍କ ରଖିବାକୁ ଆପଣ ଯୋଗ୍ୟ ତ? ଜାଣନ୍ତୁ କଣ ରହିଛି ଆଇନ, ନହେଲେ ବନ୍ଧା ହେବେ

ସହମତିରେ ଶାରୀରିକ ସମ୍ପର୍କର ଆଇନଗତ ବୟସ ୧୬କୁ କମାଯାଉ। ୧୬ରୁ ୧୮ ବର୍ଷ ମଧ୍ୟରେ ଶାରିରୀକ ସମ୍ପର୍କକୁ ଅପରାଧିକରଣ କରାନଯାଉ। ଏନେଇ ସୁପ୍ରିମକୋର୍ଟଙ୍କ ନିକଟରେ ଦାବି ରଖିଛନ୍ତି ବରିଷ୍ଠ ଓକିଲ ତଥା ଆମିକସ୍ କ୍ୟୁରୀ ଇନ୍ଦିରା ଜୟସିଂ। ସୁପ୍ରିମକୋର୍ଟରେ ସେ ଦାବି କରିଛନ୍ତି ଯେ ଯୌନ ସମ୍ପର୍କ ପାଇଁ ଆଇନଗତ ସମ୍ମତିର ବୟସ ୧୮ ବର୍ଷରୁ ୧୬ ବର୍ଷକୁ ହ୍ରାସ କରାଯାଉ। ଜୟସିଂ ସୁପ୍ରିମକୋର୍ଟରେ ଚାଲିଥିବା ‘ନିପୁଣ ସକ୍ସେନା ବନାମ ଭାରତ ସରକାର’ ମାମଲାରେ କୋର୍ଟକୁ ସହାୟତା … Read more

ଓଡ଼ିଶାରେ ଉପଭୋକ୍ତାଙ୍କୁ ଶୋଷଣ, ଜାତୀୟସ୍ତର ତୁଳନାରେ ଓଡ଼ିଶାବାସୀ ଦେଉଛନ୍ତି ଅଧିକ ବିଲ୍, ଜାଣନ୍ତୁ ପୁରା‌ ଖବର

ଓଡ଼ିଶାରେ ବିଦ୍ୟୁତ୍ ଉପଭୋକ୍ତାଙ୍କୁ ଶୋଷଣ। ଜାତୀୟସ୍ତର ତୁଳନାରେ ଓଡ଼ିଶାବାସୀ ଦେଉଛନ୍ତି ଅଧିକ ବିଲ। ଏହାରି ଭିତରେ ସ୍ମାର୍ଟ ମିଟରକୁ ନେଇ ଲୋକଙ୍କ ମନରେ ଉପୁଜିଛି ଚିନ୍ତା। ଉପଭୋକ୍ତାଙ୍କ ମାଳ ମାଳ ଅଭିଯୋଗକୁ ନେଇ ମହାସଂଘ ବିଦ୍ୟୁତ୍ ନିୟାମକ ଆୟୋଗକଙ୍କ ନିକଟରେ ଅଭିଯୋଗ କରିବା ପରେ ସମସ୍ୟାର ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ କରାଯାଇଛି। ଗ୍ରାହକ ଓ ଅନୁଷ୍ଠାନ ଗୁଡ଼ିକ ଠାରୁ ଅଭିଯୋଗ ଓ ମତାମତ ଗ୍ରହଣ ପାଇଁ ନୋଟିସ ଜାରି ହେଇଛି। ହେଲେ ସ୍ମାର୍ଟ୍ ମିଟର ଲଗାଇବା … Read more

ଏଣିକି ଛାଡ଼ପତ୍ର ପରେ ପତ୍ନୀଙ୍କୁ ମିଳିବନି ଆଲିମନି! ନିଜ ଖର୍ଚ୍ଚ ପାଇଁ ନିଜେ କରିବେ ରୋଜଗାର, ଜାଣନ୍ତୁ ପୁରା‌ ଖବର

ବିବାହର ମାତ୍ର ୧୮ ମାସ ପରେ ଜଣେ ମହିଳା ତାଙ୍କ ସ୍ୱାମୀଙ୍କଠାରୁ ଛାଡ଼ପତ୍ର ନେଇଥିବାବେଳେ ଭରଣପୋଷଣ ବାବଦରେ ସ୍ୱାମୀଙ୍କଠାରୁ ମୁମ୍ବାଇରେ ଏକ ଫ୍ଲାଟ୍‌ ୧୨ କୋଟି ଟଙ୍କା ଓ ଏକ ବିଏମ୍‌ଡବ୍ଲ୍ୟୁ କାର୍‌ ମାଗିଥିଲେ । ସେହି ମାମଲାରେ ସିଜେଆଇ ବି.ଆର୍‌ ଗଭଇଙ୍କ ଖଣ୍ଡପୀଠ ଶୁଣାଣି କରି ମହିଳା ଜଣଙ୍କୁ ଏକ ପ୍ରସ୍ତାବ ଦେବା ସହ ମାମଲାକୁ ସଂରକ୍ଷିତ ରଖିଛନ୍ତି। କୋର୍ଟ କହିଛନ୍ତି, ମହିଳା ଜଣଙ୍କ ଗୋଟିଏ ଫ୍ଲାଟରେ ସନ୍ତୁଷ୍ଟ ହୁଅନ୍ତୁ କିମ୍ଵା ୪ କୋଟି ନେଇ … Read more

ଆଧାର କାର୍ଡ ଥିଲେ ମିଳିବ ୧୫୦୦୦, ମାତ୍ର କେଇ ମିନିଟରେ ମିଳିଯିବ ଟଙ୍କା, ଏବେ ହିଁ ଜାଣନ୍ତୁ ଆବେଦନ ପ୍ରକ୍ରିୟା

ଆପଣମାନେ ତ ଜାଣିଥିବେ ଆଜିକା ଯୁଗରେ ଆଧାର କାର୍ଡ ଏକ ବହୁତ ଜରୁରୀ ଦସ୍ତାବିଜ୍ ଅଟେ । ଆଧାର କାର୍ଡ ସମସ୍ତଙ୍କ ପାଇଁ ବହୁତ ଦରକାରୀ ଅଟେ । ଏବେ ଏହି ଆଧାର କାର୍ଡକୁ ନେଇ କିଛି ଖବର ଆସିଛି ଯାହା ଶୁଣିଲେ ଆପଣ ଅନେକ କିଛି କଥା ଜାଣିପାରିବେ । ଏବେ ଖବର ଆସିଛି କି ଆଧାର କାର୍ଡ ଥିଲେ ତୁରନ୍ତ ମିଳିବ ୫ ହଜାର ଟଙ୍କା । ମାତ୍ର କିଛି ମିନିଟରେ ହଜାର ହଜାର … Read more