ଏଣିକି ବିବାହ ପୂର୍ବରୁ HIV ଟେଷ୍ଟ ହେବ ବାଧ୍ୟତାମୂଳକ, ପଜିଟିଭ୍ ଆସିଲେ କଣ ହେବ ଜାଣନ୍ତୁ

ମେଘାଳୟ ସରକାର ରାଜ୍ୟରେ ବୃଦ୍ଧି ପାଉଥିବା HIV ଏବଂ AIDS ମାମଲା ବିରୋଧରେ କଠୋର ପଦକ୍ଷେପ ନେବାକୁ ନିଷ୍ପତ୍ତି ନେଇଛନ୍ତି। ସ୍ବାସ୍ଥ୍ୟ ମନ୍ତ୍ରୀ ଆମପାରେନ ଲିଙ୍ଗଡୋହ ଶୁକ୍ରବାର କହିଛନ୍ତି ଯେ ରାଜ୍ୟରେ ବିବାହ ପୂର୍ବରୁ HIV/AIDS ପରୀକ୍ଷାକୁ ବାଧ୍ୟତାମୂଳକ କରିବା ପାଇଁ ସରକାର ଏକ ନୂତନ ଆଇନ ପ୍ରଣୟନ କରିବାକୁ ପ୍ରସ୍ତୁତ ହେଉଛନ୍ତି। ସେ କହିଛନ୍ତି ଯେ HIV/AIDS ପ୍ରବଣତା ଦୃଷ୍ଟିରୁ ମେଘାଳୟ ଜାତୀୟ ସ୍ତରରେ ଷଷ୍ଠ ସ୍ଥାନରେ ଅଛି। ଏହାର ବୋଝ ଉତ୍ତର-ପୂର୍ବ ଅଞ୍ଚଳରେ ବହୁତ … Read more

ପ୍ରେମିକ ସହ ମିଶି ସ୍ବାମୀର ଜୀବନ ନେବା ପରେ ଘର ଭିତରେ ପୋତିଥିଲା ସ୍ତ୍ରୀ, ପୁରା ଘଟଣା ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

ମୁମ୍ବାଇର ନାଲା ସୋପାରାରେ ପୁଣି ଆଉ ଜଣେ ପତ୍ନୀ ତା ସ୍ୱାମୀକୁ ମାରି ଦେଇଛି। ଆଉ ଏହି ମହିଳା ଜଣଙ୍କ ସୋନମ୍ ଓ ମୁସ୍କାନ ଅପେକ୍ଷା ଅଧିକ ବିପଦପୂର୍ଣ୍ଣ ସାବ୍ୟସ୍ତ ହେଇଛି। ମହିଳା ଜଣଙ୍କ ତା ପ୍ରେମିକ ସହିତ ମିଶି ତା ସ୍ୱାମୀକୁ ହତ୍ୟା କରିଛି। ଶାଶୁ ଶଶୁର ଘରେ ନଥିବାର ସୁଯୋଗ ନେଇ ପ୍ରେମିକକୁ ଡାକି ସ୍ୱାମୀର ହତ୍ୟା କଲା। ଆଉ ଧରାପଡ଼ିବା ଭୟରେ ମହିଳା ଜଣଙ୍କ ମୃତଦେହକୁ କେଉଁଠୀ ନଫୋପାଡି ଘରେ ଏକ ଗାତ … Read more

ସ୍କୁଲ କଲେଜ ଛାତ୍ରୀ ଗର୍ଭବତୀ ହେଲେ ଲକ୍ଷେ ଟଙ୍କା ପୁରସ୍କାର, ଜନସଂଖ୍ୟା ବୃଦ୍ଧି ପାଇଁ ଏହି ସରକାରଙ୍କ ନୂଆ ଯୋଜନା

ରୁଷିଆରେ ଜନସଂଖ୍ୟା ହ୍ରାସ ଚିନ୍ତାର କାରଣ ପାଲଟିଛି। ଗର୍ଭବତୀ ହେଲେ  ସ୍କୁଲ କଲେଜ ଛାତ୍ରୀମାନେ ୧ ଲକ୍ଷ ଟଙ୍କା ପାଇବେ ବୋଲି  ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ସରକାର ଘୋଷଣା କରିଛନ୍ତି। ସନ୍ତାନ  ଜନ୍ମ କରିବା ପାଇଁ ଯୁବତୀମାନଙ୍କୁ  ନଗଦ ବୋନସ୍ ମିଳୁଛି। ଦେଶରେ କ୍ରମାଗତ ହ୍ରାସ ପାଉଥିବା ଜନ୍ମହାର, ୟୁକ୍ରେନ ଯୁଦ୍ଧରେ ହଜାର ହଜାର ଯୁବକଙ୍କ ମୃତ୍ୟୁ ଏବଂ ଦ୍ରୁତ ଗତିରେ ବଢ଼ୁଥିବା ପ୍ରବାସ ଏହି ସଙ୍କଟକୁ ଆହୁରି ଗମ୍ଭୀର କରୁଛି। ଜନସଂଖ୍ୟାର ହ୍ରାସ ଗତିକୁ ରୋକିବା … Read more

ଜମି ଭାଗ ହେବନି, ସେଥିପାଇଁ ଜଣେ ଝିଅକୁ ବାହା ହେଲେ ୨ ଭାଈ, କେମିତି କରିବେ ଚତୁର୍ଥୀ, ଜାଣନ୍ତୁ ଆଶ୍ଚର୍ଯ୍ୟକର ଘଟଣା

ଜଣେ ବୋହୂ । ୨ ଜଣ ବର । ସେ ପୁଣି ଗୋଟିଏ ମାଆ ପେଟର ୨ ଭାଇ । ୟେ କୌଣସି ଲଭ ଟ୍ରାଙ୍ଗେଲ ନୁହେଁ କି ଧୋକାର କଥା ନାହିଁ । ବରଂ ସମସ୍ତଙ୍କ ସହମତିରେ ପୁରା ରୀତିନୀତିରେ ହୋଇଥିବା ଏକ ନିଆରା ଓ ଚର୍ଚ୍ଚିତ ବାହାଘର । ଫିଲ୍ମ କାହାଣୀ ପରି ଲାଗୁଥିବା ଏ ଘଟଣା ସତସତିକା ଘଟିଛି ହିମାଚଳ ପ୍ରଦେଶରେ । ପୁରୁଣା ପରମ୍ପରାକୁ ବଞ୍ଚେଇ ରଖିବାର ଜିଦ୍ ୟା ନୂଆ … Read more

ରାତି ଅଧରେ ସମୁଦୁଣି ରୁମରେ ପଶିଗଲା ସମୁଦି… ଗୋଡାଇ ଗୋଡାଇ ଧରିଲେ ଗାଁ ଲୋକେ, ଆଉ ତାପରେ…

ରାତିସାରା ଅପହରଣ କରିବାକୁ ଗାଁରେ ବୁଲୁଥିଲା। ଆଉ ସୁଯୋଗ ଦେଖି ପୁଅର ମାକୁ ଉଠାଇ ନେଇଥିଲା। ଗାଁ ଲୋକଙ୍କ ସମ୍ମୁଖରେ ଶାନ୍ତ ମଣିଷ ଭଳି କରୁଛନ୍ତି ବ୍ୟବହାର କିନ୍ତୁ ପ୍ରକୃତରେ ରାତି ଅଧରେ ବିବାହ କରିଥିବା ତାଙ୍କ ଝିଅ ବିବାହ କରିଥିବା ପୁଅର ମାକୁ ଅପହରଣ କରିଥିଲେ। ଠିକ୍ ସେତିକି ବେଳେ ଗାଁ ଲୋକେ ବ୍ୟକ୍ତି ଜଣଙ୍କୁ ଧରି ନେଇଥିଲେ। ଗାଁ ଲୋକେ କହିଛନ୍ତି ଯେ, ବ୍ୟକ୍ତି ଜଣଙ୍କ ଦିନରେ ବୁଲୁଥିବା ଆଉ ମହିଳାଙ୍କ ଲୁଗା ମଧ୍ୟ … Read more

ପାହାଡ଼ ଜଙ୍ଗଲ ଭିତରେ ଗୁମ୍ଫାରୁ ପରିବାର ସହ ଠାବ ହେଲେ ଋଷୀୟ ମହିଳା, କଣ କରୁଥିଲେ ଜାଣି ହେବେ ତାଜୁବ୍

କର୍ଣ୍ଣାଟକର ଉତ୍ତର କନ୍ନଡ ଜିଲ୍ଲାର ଗୋକର୍ଣ୍ଣରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ଋଷୀୟ ମହିଳା ନିଜ ଦୁଇ ଛୁଆଙ୍କ ସହ ଜଙ୍ଗଲ ମଧ୍ୟରେ ଥିବା ଏକ ଗୁମ୍ଫାରୁ ଉଦ୍ଧାର ହୋଇଛନ୍ତି। ମହିଳାଙ୍କ ନାମ ନୀନା କୁଟିନା ଓରଫ ମୋହିନୀ। ସେ ଆଧ୍ୟାତ୍ମିକ ଶାନ୍ତି ଖୋଜିବାକୁ ଭାରତ ଆସିଥିଲେ ଏବଂ ଗତ ଦୁଇ ସପ୍ତାହ ଧରି ସେ ତାଙ୍କ ଝିଅମାନଙ୍କ ସହିତ ରାମତୀର୍ଥ ପାହାଡ଼ରେ ଥିବା ଏକ ଗୁମ୍ଫାରେ ରହୁଥିଲେ। ପୋଲିସର ସୂଚନା ଅନୁଯାୟୀ, ନୀନା … Read more

ଜେଲ ଭିତରେ ଏମିତି କରୁଛନ୍ତି ସମୀର ସାର୍, ଭୋ ଭୋ ହୋଇ କାନ୍ଦୁଛନ୍ତି, ଜାଣନ୍ତୁ କାହିଁକି

କେମିତି ଜେଲରେ କାଳ କାଟୁଛନ୍ତି ଏଫଏମ୍ କଲେଜ ପୂର୍ବତନ ଅଧ୍ୟାପକ ସମୀର ସାହୁ ଓ ପୂର୍ବତନ ଅଧ୍ୟକ୍ଷ ଦିଲୀପ ଘୋଷ । ଛାତ୍ରୀ ଆତ୍ମାହୁତି ଘଟଣାରେ ପୋଲିସ ଦ୍ବାରା ଗିରଫ ହୋଇ ଜେଲରେ ଥିବା ଏହି ଦୁଇ ଅଭିଯୁକ୍ତଙ୍କ ହାବଭାବକୁ ନେଇ ଏବେ ଢେର ଚର୍ଚ୍ଚା । ଜେଲର ୩ ନଂ ୱାର୍ଡରେ ସମୀର ସାର୍‌ ଆଉ ୧୫ ନମ୍ବର ୱାର୍ଡରେ ପୂର୍ବତନ ଅଧ୍ୟକ୍ଷ ଦିଲୀପ ଘୋଷ । ସୌମ୍ୟାଶ୍ରୀ ଆତ୍ମାହୁତି ଉଦ୍ୟମ ଦିନ ହିଁ ସମୀର … Read more

ପରପୁରୁଷ ସହ ମା’କୁ ଦେଖିଦେଲା ୬ ବର୍ଷର ଝିଅ, ଖଟରେ ମାରି ଜୀବନ ନେଇଗଲା ମା, ଜାଣନ୍ତୁ ପୁରା‌ ଘଟଣା

ମା’ର ପରକୀୟା ପ୍ରୀତିରେ ଅଡୁଆ ହେଉଥିଲା ପାଞ୍ଚ ବର୍ଷର ଝିଅ । ଝିଅକୁ ମାରି ସ୍ୱାମୀକୁ କାଠଗଡ଼ାରେ ଛିଡ଼ା କରାଇବାକୁ ଷଡ଼ଯନ୍ତ୍ର ରଚିଲା ଆଉ ତା’ପରେ ପ୍ରେମିକ ସହ ମିଶି ଝିଅକୁ ରାସ୍ତାରୁ ହଟାଇ ଦେଲା । ଦର୍ଶକବନ୍ଧୁ କୌଣସି ମା’ କଣ କେବେ ଏମିତି କରିପାରେ ? ମା’ ହେଉଛି ଜନନୀ ଜନ୍ମଭୂମିଶ୍ଚ ସ୍ୱର୍ଗାଦପି ଗରିୟସୀ । ମା’ର ସ୍ଥାନ ସବୁବେଳେ ଉଚ୍ଚରେ, ତେବେ ଏଭଳି ମା’କୁ ଆମେ କେଉଁଠି ସ୍ଥାନ ଦେବା ଦୁନିଆକୁ ଭଲସେ … Read more

୧୬ ଲକ୍ଷ ଟଙ୍କାରେ ବ୍ରାହ୍ମଣ ଝିଅଙ୍କ ଧର୍ମ ବଦଳାଇ କରୁଥିଲେ ମୁସଲିମ, ବାବାଙ୍କ କଳାସାମ୍ରାଜ୍ୟ ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

ଉତ୍ତରପ୍ରଦେଶରେ ବେଆଇନ ଧର୍ମାନ୍ତରଣର ଏକ ବଡ଼ ରାକେଟ ପର୍ଦ୍ଦାଫାଶ କରିଛି ଆତଙ୍କବାଦ ନିରୋଧୀ ସ୍କ୍ଵାଡ୍‌। ଏହି ରାକେଟର ମାଷ୍ଟରମାଇଣ୍ଡ ଜମାଲୁଦ୍ଦିନ ଓରଫ ଛାଙ୍ଗୁର ବାବାଙ୍କୁ ଗିରଫ କରାଯାଇଛି। ଏହି ମାମଲାର ଅନ୍ୟତମ ଅଭିଯୁକ୍ତ ନୀତି ରୋହରା ସରଫ ନସରୀନକୁ ବି ଗିରଫ କରାଯାଇଛି। ଧର୍ମାନ୍ତରଣ ପାଇଁ ବିଦେଶରୁ ୧୦୦ କୋଟି ଟଙ୍କାର ପାଣ୍ଠି ମିଳିଥିବା ତଦନ୍ତରୁ ଜଣାପଡ଼ିଛି। ସୂଚନା ଅନୁସାରେ, ଜମାଲୁଦ୍ଦିନ ଓରଫ ଛାଙ୍ଗୁର ବାବା ନିଜକୁ ହାଜି ପୀର ଜଲାଲୁଦ୍ଦୀନ ନାମରେ ପ୍ରଚାରିତ କରୁଥିଲା। ଯୁବତୀମାନଙ୍କୁ … Read more

ମାସକ ପରେ‌ ଆସିଲା ଆଶ୍ଚର୍ଯ୍ୟକର‌ ରିପୋର୍ଟ, ଜାଣିଶୁଣି କରାଯାଇଥିଲା ଅହମଦାବାଦ ପ୍ଲେନ୍ କ୍ରାସ୍! ଜାଣନ୍ତୁ ରିପୋର୍ଟ

ଜୁନ୍ ୧୨ ତାରିଖରେ ଗୁଜରାଟର ଅହମ୍ମଦାବାଦରେ ଘଟିଥିବା ଏୟାର ଇଣ୍ଡିଆ ବିମାନ AII7I ଦୁର୍ଘଟଣା ମାମଲା ବିଷୟରେ ତ ସମସ୍ତେ ଜାଣିଥିବେ । ଏବେ ଏହି ମାମଲାରେ ଏକ ବଡ଼ ଖୁଲାସା ହୋଇଛି । ଜଣେ ପ୍ରମୁଖ ବିମାନ ସୁରକ୍ଷା ବିଶେଷଜ୍ଞ କହିଛନ୍ତି ଯେ ଏୟାର ଇଣ୍ଡିଆ ଫ୍ଲାଇଟ୍ ର ଭୟଙ୍କର ଦୁର୍ଘଟଣା ଏକ ଜାଣିଶୁଣି କରାଯାଇଥିବା କାର୍ଯ୍ୟର ଫଳାଫଳ ହୋଇପାରେ । ବିମାନ ଚଳାଚଳ ବିଶେଷଜ୍ଞଙ୍କ ପରାମର୍ଶ ପରେ, ପ୍ରଥମ ଥର ପାଇଁ ଏପରି ଏକ … Read more