ମୁନିର ପରେ ଭାରତକୁ ଧମକାଇଲେଣି ବିଲାୱଲ ଭୁଟ୍ଟୋ, କହିଲେ- ଭାରତକୁ ଉଡ଼େଇ ଦବୁ, ଜାଣନ୍ତୁ ପୁରା ଖବର
ପାକିସ୍ତାନର ସେନା ମୁଖ୍ୟ ଅସୀମ ମୁନିରଙ୍କ ପରେ, ପାକିସ୍ତାନର ପୂର୍ବତନ ବୈଦେଶିକ ମନ୍ତ୍ରୀ ବିଲାୱଲ ଭୁଟ୍ଟୋ ମଧ୍ୟ ଭାରତକୁ ଯୁଦ୍ଧ ଧମକ ଦେଇଛନ୍ତି। ଭୁଟ୍ଟୋ କହିଛନ୍ତି,ଯଦି ଭାରତ ସିନ୍ଧୁ ଜଳ ଚୁକ୍ତିନାମାକୁ ସ୍ଥଗିତ ରଖେ ଏବଂ ଏକ ବନ୍ଧ ନିର୍ମାଣ କରେ, ତେବେ ଭାରତ ବିରୋଧରେ ଯୁଦ୍ଧ ହେବ। ବିଲାୱଲ ଭୁଟ୍ଟୋ ପାକିସ୍ତାନର ଲୋକଙ୍କୁ ସମର୍ଥନ ପାଇଁ ନିବେଦନ କରିଛନ୍ତି। ଭୁଟ୍ଟୋ କହିଛନ୍ତି, ଆମକୁ ପାକିସ୍ତାନର ଲୋକଙ୍କ ଆବଶ୍ୟକତା ଅଛି, ଆମକୁ ମୋଦିଙ୍କ ବିରୋଧରେ ସ୍ବର ଉଠାଇବାକୁ … Read more