୨୦୫୦ ସୁଦ୍ଧା ବିଶ୍ଵର ସବୁଠୁ ବଡ଼ ମୁସଲିମ ରାଷ୍ଟ୍ର ହୋଇପାରେ ଭାରତ, ହିନ୍ଦୁଙ୍କ ସ୍ଥିତି ହେବ ଏମିତି, ଜାଣନ୍ତୁ ପୁରା ଖବର
ବଦଳୁଛି ବୈଶ୍ଵିକ ଧାର୍ମିକ ପରିଦୃଶ୍ୟ। କମିବାରେ ଲାଗିଛନ୍ତି ହିନ୍ଦୁ। ଦ୍ରୁତ ଗତିରେ ବଢୁଛି ମୁସଲିମ ସମ୍ପ୍ରଦାୟଙ୍କ ସଂଖ୍ୟା। ଖ୍ରୀଷ୍ଟିଆନଙ୍କ ସଂଖ୍ୟାରେ ବି ହ୍ରାସ। ଆସନ୍ତା ୨୫ ବର୍ଷ ଭିତରେ ଇଣ୍ଡୋନେସିଆକୁ ପଛରେ ପକାଇ ବିଶ୍ଵର ସବୁଠୁ ବଡ଼ ମୁସଲିମ ରାଷ୍ଟ୍ର ହେବ ଭାରତ। ପ୍ୟୁ ରିସର୍ଚ୍ଚ ସେଣ୍ଟରର ତାଜା ରିପୋର୍ଟରୁ ଖୁଲାସା। ରିପୋର୍ଟ ଅନୁସାରେ, ୨୦୧୦ ରୁ ୨୦୨୦ ମଧ୍ୟରେ ଅନ୍ୟ ଧର୍ମ ତୁଳନାରେ ମୁସଲିମଙ୍କ ସଂଖ୍ୟା ୩୪.୭ କୋଟି ବୃଦ୍ଧି ହୋଇଛି। ବୈଶ୍ଵିକ ସ୍ତରରେ ମୁସଲିମଙ୍କ … Read more