ଏୟାର ଇଣ୍ଡିଆର ବିମାନ ଉଡ଼ାଣର ମାତ୍ର ୨ ମିନିଟ ଭିତରେ କ୍ରାସ୍ ହୋଇଥିଲା, କଣ ଏମିତି କାରଣ ହୋଇପାରେ? ଜାଣନ୍ତୁ
ଅହମଦାବାଦ ବିମାନ ଦୁର୍ଘଟଣା ଖବର ଏବେ ସାରା ଦେଶକୁ ଦୋହଲାଇ ଦେଇଛି । ଦେଖୁ ଦେଖୁ ବିମାନଟି ନିଆଁ ପାଲଟି ଯାଇଥିଲା । ଏହି ଦୁର୍ଘଟଣାରେ ୨୪୧ ଜଣଙ୍କର ଜୀବନ ଚାଲି ଯାଇଥିଲା । ଦୁର୍ଘଟଣା ପୂର୍ବରୁ ବିମାନରେ କଣ ଘଟିଥିଲା ? ଯାତ୍ରୀଙ୍କୁ କଣ କୁହାଯାଇଥିଲା ? ପାଇଲଟ କୋ ପାଇଲଟ ଓ କ୍ୟାବିନ କ୍ରିିଉ ସୁରକ୍ଷା ଦୃଷ୍ଟିରୁ କଣ ପଦକ୍ଷେପ ଗ୍ରହଣ କରିଥିଲେ ? ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ହେଉଛି କେମିତି ଥିଲା ସେହି … Read more