ଟ୍ରମ୍ପ କଣ ପାଇଁ ଭାରତର ବଡ଼ ଶତ୍ରୁ ହୋଇଗଲେ…କ’ଣ ପାଇଁ ଏବେ ଭାରତକୁ ବରର୍ବାଦ କରିବାକୁ ଚାହୁଁଛନ୍ତି ଟ୍ରମ୍ପ, ଜାଣନ୍ତୁ
ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଅପରେସନ ସିନ୍ଦୁର ଆରମ୍ଭ କରି ପାକିସ୍ତାନର ଆତଙ୍କବାଦୀ ଆଡ୍ଡାଗୁଡ଼ିକୁ ଧ୍ୱଂସ କରିଦେଲା। ପାକିସ୍ତାନର ଅନୁରୋଧରେ ଅପରେସନ ସିନ୍ଦୁର ବନ୍ଦ କରିଥିଲା ଭାରତ। କିନ୍ତୁ ଟ୍ରମ୍ପ ଏହାକୁ ଯୁଦ୍ଧବିରତି ବୋଲି କହି ଦୁଇ ଦେଶ ମଧ୍ୟରେ ଯୁଦ୍ଧ ବନ୍ଦ କରିବାର ଶ୍ରେୟ ନେବାକୁ ଚେଷ୍ଟା କଲେ। ଏପରିକି ତାଙ୍କ ନିର୍ଦ୍ଦେଶରେ କୁଆଡେ ଭାରତ ଯୁଦ୍ଧ ବନ୍ଦ କରିଥିଲା ବୋଲି କହିଥିଲେ ଟ୍ରମ୍ପ। ଯୁଦ୍ଧ ବନ୍ଦ ଆଳରେ ନୋବେଲ ଶାନ୍ତି ପୁରସ୍କାର ଦାବିଦାର … Read more