ପ୍ରତିଦିନ ଆମିଷ ଖାଉଥିଲେ ସାବଧାନ! ହୋଇପାରନ୍ତି ଏହିସବୁ ଗମ୍ଭୀର ରୋଗର ଶିକାର
ପ୍ରତିଦିନ ଆମିଷ ଖାଇବା ଦ୍ୱାରା ମଣିଷ ଅନେକ ଗମ୍ଭୀର ରୋଗର ଶିକାର ହୋଇପାରେ । ଏହି ଅଧ୍ୟୟନ ଅନୁଯାୟୀ, ୪୭୫୦୦ ଲୋକଙ୍କୁ ୮ ବର୍ଷ ଧରି ପ୍ରତିଦିନ ମାଛ ମାଂସ ଖାଇବାକୁ ଦିଆଯାଇଥିଲା । ପ୍ରତିଦିନ ନନ୍-ଭେଜ ଖାଇବା ଦ୍ୱାରା ସେମାନଙ୍କ ମଧ୍ୟରେ ବହୁତ ପରିବର୍ତ୍ତନ ଆସିଥିଲା । ଅଧ୍ୟୟନରେ ସାମିଲ ଥିଲା ଲୋକମାନେ ଅନେକ ପ୍ରକାରର ରୋଗରେ ପୀଡିତ ଥିଲେ କିମ୍ବା ଗମ୍ଭୀର ରୋଗର ବିପଦ ଲକ୍ଷଣ ଦେଖାଇଥିଲେ । ଅକ୍ସଫୋର୍ଡର ଏହି ଗବେଷଣା ଅନୁଯାୟୀ, … Read more