ପ୍ରଥମେ ସୌମ୍ୟାଶ୍ରୀ, ପରେ ବଳଙ୍ଗା ପୀଡିତା, ମୋହନଙ୍କୁ ବଞ୍ଚାଇଦେଲା ‘ରାଜନୀତି କରନି’ ଜାଣନ୍ତୁ ପୁରା ଖବର
ଜୀବନ ସହିତ ସଂଘର୍ଷ କରି ଶେଷରେ ଆଖି ବୁଜିଲେ ବଳଙ୍ଗା ପୀଡ଼ିତା। ଏଫେମ୍ କଲେଜ ଛାତ୍ରୀ ସୌମ୍ୟାଶ୍ରୀଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ରାଜ୍ୟବାସୀ ଭୁଲି ନଥିବା ବେଳେ, ଏବେ ପୁଣିଥରେ ସମସ୍ତଙ୍କୁ ବଳଙ୍ଗା ପୀଡ଼ିତାଙ୍କ ଘଟଣା ମର୍ମାହତ କରିଦେଇଛି। ସମସ୍ତଙ୍କର ବିଶ୍ୱାସ ଥିଲା ଦିଲ୍ଲୀ ଏମ୍ସରୁ ଭଲ ହେଇ ଘରକୁ ଫେରିବେ ପୀଡ଼ିତା। ତେବେ ଦେଖିବାକୁ ଗଲେ ଉଭୟ ପୀଡ଼ିତାଙ୍କ କାହାଣୀ ଅଲଗା ଜଣେ ନିଜକୁ ପେଟ୍ରୋଲ ଢାଳି ଜାଳି ଦେଇଥିବା ବେଳେ ଅନ୍ୟଜଣଙ୍କୁ କିରୋସିନ ଢାଳି … Read more