‘ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା’, କେଉଁମାନେ ପାଇବେ ୧୫ ହଜାର ଓ କେମିତି କରିବେ ଆବେଦନ ଜାଣନ୍ତୁ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱାଧୀନତା ଦିବସ ଅବସରରେ ଘୋଷଣା କରିଛନ୍ତି ଯେ ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା ଅଗଷ୍ଟ ୧୫ରୁ କାର୍ଯ୍ୟକାରୀ ହୋଇଛି । ଏହି ଯୋଜନା ଆଗାମୀ ଦୁଇ ବର୍ଷ ମଧ୍ୟରେ ୩ କୋଟି ୫ ଲକ୍ଷ ଚାକିରି ସୃଷ୍ଟି କରିବ । ଆଉ ଏହା ଅଧିନରେ ଯୁବକମାନଙ୍କୁ ପ୍ରଥମ ପ୍ରାଇଭେଟ୍ ଚାକିରି ପାଇବା ପରେ ୧୫ ହଜାର ଟଙ୍କା ଦିଆଯିବ । ଏପରି ପରିସ୍ଥିତିରେ, ପ୍ରଶ୍ନ ଉଠୁଛି, କିଏ ୧୫ ହଜାର ଟଙ୍କା … Read more