ଏହି ଗାଁକୁ ଏପର୍ଯ୍ୟନ୍ତ ଛୁଇଁନାହିଁ କଳିଯୁଗ, ୩୩ ହିନ୍ଦୁ ଦେବୀ ଦେବତା ବାସ କରନ୍ତି, ଜାଣନ୍ତୁ କେମିତି
ଆପଣମାନେ ସମସ୍ତେ ତ ଜାଣିଥିବେ ଏବେ କଳିଯୁଗ ଆସିଗଲାଣି । ଏବେ କଳିଯୁଗ ଚାଲିଛି ବୋଲି ଅନେକ ଲୋକ ମତ ଦେଉଥିବା ବେଳେ ଅନେକ ଜ୍ୟୋତିଷ ବିଶାରଦମାନେ ଏହାକୁ ନେଇ ଅନେକ କିଛି କଥା କହିଥାନ୍ତି । ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଜାଣିପାରିବେ ଏଭଳି ଏକ ଗାଁ ଅଛି ଯେଉଁ ଗାଁକୁ ଏପର୍ଯ୍ୟନ୍ତ କଳିଯୁଗ ଛୁଇଁ ନାହିଁ । ସତ୍ୟଯୁଗ, ତ୍ରେତୟା ଯୁଗ, ଏବଂ ଦ୍ଵାପର ଯୁଗ ପରେ କଳିଯୁଗ ଆସି ନାହିଁ । … Read more