ହଜାର ଟଙ୍କା ନିବେଶରେ ହେବେ ମାଲାମାଲ୍, ପ୍ରତି ମାସରେ ମିଳିବ ୫୫୦୦, ଜାଣନ୍ତୁ ଏହି‌ ସ୍କିମ୍ ବିଷୟରେ

ସରକାର ଅନେକ ପ୍ରକାରର ସ୍କିମ୍ ଆଣୁଛନ୍ତି । ଆଉ ଏବେ କିଛି ଏଭଳି ସ୍କିମ ଆସିଛି ଯାହା ବହୁତ ଭଲ ଅଟେ । ଏହି ବିଷୟରେ ସମ୍ପୂର୍ଣ୍ଣ ଖବର ଆପଣମାନେ ଏହି ଭିଡିଓ ମାଧ୍ୟମରେ ପାଇପାଇବେ । ପୋଷ୍ଟ ଅଫିସରେ ଅନେକ ପ୍ରକାରର ଯୋଜନା ଆସୁଛି । ଏବେ ପୋଷ୍ଟ ଅଫିସର ଏକ ଦମଦାର ସ୍କିମ୍ ଆସିଛି । ଏହି ସ୍କିମ ହେଉଛି ପ୍ରତି ମାସରେ ୫୫୦୦ ଟଙ୍କା ମିଳିବ । ଆପଣ ୧୦୦୦ ଟଙ୍କା ନିବେଶ … Read more

ୟୁଟ୍ୟୁବ୍‌ର ନୂଆ ମନିଟାଇଜେସନ୍ ପଲିସି, ଏଣିକି ଏହିସବୁ ଭିଡିଓ ହେବନି ମନିଟାଇଜ୍, ମିଳିବନି ଟଙ୍କାଟାଏ ବି

ଲୋକପ୍ରିୟ ଭିଡିଓ ଷ୍ଟ୍ରିମିଂ ପ୍ଲାଟଫର୍ମ ୟୁଟ୍ୟୁବ୍ । ଏହା ଆଗାମୀ ଦିନରେ କପି ଏବଂ ରିପିଟ୍ ବିଷୟବସ୍ତୁ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ । ଏହି ନୂଆ ନିୟମ ଆସନ୍ତା ଜୁଲାଇ ୧୫ ତାରିଖଠାରୁ କାର୍ଯ୍ୟକାରୀ ହେବାକୁ ଯାଉଛି । ତେବେ ଏହି ନୂଆ ନୀତିରେ ବହୁଳ ଭାବରେ ପୁନଃବ୍ୟବହୃତ କଣ୍ଟେଣ୍ଟ ଉପରେ ରୋକ୍ ଲାଗିବ । ଏନେଇ ପ୍ଲାଟଫର୍ମ ବିଶେଷ ଧ୍ୟାନ ଦେଉଛି । ସଂଶୋଧିତ ନିର୍ଦ୍ଦେଶାବଳୀ ୟୁଟ୍ୟୁବର ଅଫିସିଆଲ୍ ପେଜ୍ରେ ପ୍ରକାଶିତ ହୋଇଛି … Read more

ସ୍ମାର୍ଟଫୋନ ବ୍ୟବହାରକାରୀଙ୍କ ପାଇଁ ଖରାପ ଖବର, ପୁଣି ଏତେ ଟଙ୍କା ବଢିବ ମୋବାଇଲ ରିଚାର୍ଜ ମୂଲ୍ୟ

ଆଜିର ସମୟରେ ସାରା ବିଶ୍ୱରେ ମୋବାଇଲ ଏକ ଅତ୍ୟାବଶକୀୟ ସାମଗ୍ରୀ ହୋଇସାରିଛି । ଖାଦ୍ୟ, ବସ୍ତ୍ର ବାସଗୃହ ଓ ଔଷଧ ଭଳି ସ୍ମାର୍ଟ ଫୋନ ଏବେ ବିଶ୍ୱର ଅଧାରୁ ଅଧିକ ମଣିଷଙ୍କ ପାଇଁ ନିହାତି ଜରୁରୀ ହୋଇପଡିଛି । ହେଲେ ଏହି ଫୋନର ରିଚାର୍ଜ ପ୍ରଥମରୁ ମାସିକ ୯୯ ଟଙ୍କା ଥିବା ବେଳେ ଇଣ୍ଟରନେଟ୍ ପ୍ରୋଭାଇଡର କମ୍ପାନିମାନେ ଦିନକୁ ଦିନ ରିଚାର୍ଜ ମୂଲ୍ୟକୁ ଅହେତୁକ ଭାବେ ବୃଦ୍ଧି କରିବାରେ ଲାଗିଛନ୍ତି । ଭାରତୀୟ ଟେଲିକମ୍ ମନ୍ତ୍ରଣାଳୟ ଚୁପ୍ … Read more

ଆପଣଙ୍କ ଘରେ ଝିଅ ଜନ୍ମ ହୋଇଛି କି? ତେବେ ଆପଣ ବି ପାଇବେ ୨୭ ଲକ୍ଷ ଟଙ୍କା, କରିବାକୁ ହେବ କେବଳ ଏହି କାମ

ଯଦି ଆପଣଙ୍କ ଘରେ ଝିଅ ଜନ୍ମ ହୋଇଛି, ତେବେ ଏବେ ଆପଣ ୨୭ ଲକ୍ଷ ଟଙ୍କା ପାଇପାରିବେ। କେନ୍ଦ୍ର ସରକାରଙ୍କ ଏପରି ଏକ ଯୋଜନା ଅଛି, ଯାହା ଆପଣଙ୍କ ଝିଅ ଜନ୍ମ ହେବାଠାରୁ ବଡ଼ ହେବା ପର୍ଯ୍ୟନ୍ତ ଆପଣଙ୍କୁ ଆର୍ଥିକ ଦୃଷ୍ଟିରୁ ଏତେ ମଜବୁତ କରିବ ଯେ ୨୧ ବର୍ଷ ପରେ ଆପଣ ପ୍ରତି ମାସରେ ଅଳ୍ପ କିଛି ସଞ୍ଚୟ କରି ୨୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଟଙ୍କା ପାଇପାରିବେ। ଏହି ଯୋଜନାର ନାମ ହେଉଛି ସୁକନ୍ୟା … Read more

ଆସିଲା ଭବିଷ୍ୟବାଣୀ… ଘଟିବାକୁ ଯାଉଛି ଆଉ ଏକ ବିମାନ ଦୁର୍ଘଟଣା! ଇତିହାସ ପାଲଟିବ ଜୁଲାଇ ୨୦୨୫! ଜାଣନ୍ତୁ

ବର୍ତ୍ତମାନ ସମୟରେ କିଛି ଏମିତି ଭବିଷ୍ୟବାଣୀ ଜଣାପଡିଛି, ଯାହା ଜୁଲାଇ ୨୦୨୫ ମାସଟି ଅନେକ ଦୁର୍ଘଟଣାର ମୁକ ସାକ୍ଷୀ ବନିବାକୁ ଯାଉଛି। ୨୦୨୫ ପାଇଁ ବାବା ଭେଙ୍ଗାଙ୍କର ଭବିଷ୍ୟବାଣୀକୁ ନେଇ ପୁଣିଥରେ ଚର୍ଚ୍ଚାକୁ ଆସିଛି। ପାଣିପାଗ ଠାରୁ ଆରମ୍ଭ କରି ରୋଗ ବ୍ୟାଧି ଏବଂ ବିଶ୍ବ ସ୍ତରୀୟ ରାଜନୀତି ସହିତ ଜଡିତ ଅନେକ ଘଟଣା ରହିଛି ସାମିଲ। ଏମିତିରେ ବାବା ଭେଙ୍ଗାଙ୍କର ଅନେକ ଭବିଷ୍ୟବାଣୀ ପୂର୍ବରୁ ମଧ୍ୟ ସତ ହେଇ ସାରିଛି। ଆଉ ଲୋକ ମାନେ ବର୍ତ୍ତମାନ … Read more

ରଥଯାତ୍ରା ବିଷୟରେ ଏହିସବୁ କଥା ଅଧିକାଂଶ ଲୋକ ଜାଣି ନଥାନ୍ତି, ପ୍ରତ୍ୟେକ ଓଡ଼ିଆ ନିଶ୍ଚୟ ଜାଣିବା ଉଚିତ୍

ରଥଯାତ୍ରା ଘୋଷଯାତ୍ରା ଓ ଶ୍ରୀଗୁଣ୍ଡିଚା ନାମରେ ମଧ୍ୟ ଜଣା l ପୁରୀ ତଥା ଦେଶ ବିଦେଶରେ ପାଳିତ ହୋଇ ଆସୁଥିବା ଜଗନ୍ନାଥ ସଂସ୍କୃତିର ଏକ ଅନନ୍ୟ ପର୍ବ । ଅଧୁନା ଏହା ପ୍ରାୟ ୬୦ରୁ ଅଧିକ ସ୍ଥାନରେ ପାଳିତ ହେଉଛି । ଓଡ଼ିଶାର ମୁଖ୍ୟ ଯାତ୍ରା ରୂପେ ପୁରୀର ରଥଯାତ୍ରା ସର୍ବପ୍ରସିଦ୍ଧ । ଏହା ଜଗନ୍ନାଥ ମନ୍ଦିରରେ ପାଳିତ ଦ୍ଵାଦଶ ଯାତ୍ରାର ମଧ୍ୟରେ ପ୍ରଧାନ ।ଏହା ଆଷାଢ଼ ଶୁକ୍ଳ ଦ୍ଵିତୀୟା ତିଥି ଦିନ ପାଳିତ ହୋଇଥାଏ । … Read more

ଛୋଟ ଦେଶ ହେବା ସତ୍ତ୍ୱେ ଇସ୍ରାଏଲକୁ କାହିଁକି ଡରିଥାଏ ସାରା ବିଶ୍ୱ? ଦେଶର ଏହି ରୋଚକ କଥା ଜାଣି ଛାତି ଥରି ଉଠିବ

ଇସ୍ରାଏଲକୁ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଦେଶମାନଙ୍କ ମଧ୍ୟରେ ଗଣନା କରାଯାଏ ଏବଂ ଏହା ଏକ ବହୁତ ଛୋଟ ଦେଶ ହେଉଥିବା ସତ୍ୱେ ମଧ୍ୟ ଏହାର ଆର୍ଥିକ ସ୍ଥିତି ବହୁତ ଶକ୍ତିଶାଳୀ ଅଟେ। ଆସନ୍ତୁ, ପାଞ୍ଚଟି ପଏଣ୍ଟରେ ଜାଣିବା ଯେ କାହିଁକି ଏବଂ କେଉଁ ଦୃଷ୍ଟିକୋଣରୁ ଇସ୍ରାଏଲ ଏତେ ଶକ୍ତିଶାଳୀ ଅଟେ। ପ୍ରଥମ କାରଣ:ଇସ୍ରାଏଲକୁ ଆର୍ଥିକ ଭାବେ ବହୁତ ଶକ୍ତିଶାଳୀ ଦେଶ ମନାଯାଏ। ବର୍ଷ 2023 ରେ ଏହାର GDP ପ୍ରାୟ 564 ଅରବ ଡଲାର୍ ଥିଲା, ଏବଂ … Read more

ଶୁଭାଂଶୁଙ୍କ ପାରିଶ୍ରମିକକୁ ନେଇ ହେଉଛି ଚର୍ଚ୍ଚା, ୧୪ ଦିନ ମହାକାଶରେ ରହିବା ପାଇଁ ପାଇବେ ଏତେ ଟଙ୍କା

ସ୍ପେସ୍ ଏକ୍ସର ଆକ୍ସିୟମ ମିଶନ-୪ର ସଫଳ ଉତକ୍ଷେପଣ ପରେ ୨ୟ ଭାରତୀୟ ଭାବେ ଶୁଭାଂଶୁ ଶୁକ୍ଳା ୩ଜଣ ମହାକାଶଚାରୀଙ୍କ ସହ ଅନ୍ତର୍ଜାତୀୟ ସ୍ପେଶ୍ ଷ୍ଟେସନ୍ ଯାଉଛନ୍ତି । ଏଭଳି ସମୟରେ ଶୁକ୍ଳାଙ୍କୁ ୧୪ ଦିନ ମହାକାଶରେ ରହିବା ପାଇଁ କେତେ ପାରିଶ୍ରମିକ ମିଳିବ ସେନେଇ କିଛିଲୋକ ପ୍ରଶ୍ନ ଉଠାଇଛନ୍ତି। ତେବେ ଆପଣମାନଙ୍କୁ ଜଣାଇ ଦେବାକୁ ଚାହିଁବୁ କି ଏହି ମହାକାଶ ଯାତ୍ରା ପାଇଁ ଶୁକ୍ଳାଙ୍କୁ କୌଣସି ପ୍ରକାର ପାରିଶ୍ରମିକ ପ୍ରଦାନ କରାଯାଇ ନାହିଁ କି ଯିବ ନାହିଁ। … Read more

ଆପଣ ବି ପାଣିରେ ହଳଦୀ ଟ୍ରେଣ୍ଡ କରୁଛନ୍ତି କି ? ଘରେ ପଶିଯିବେ ପଲ ପଲ ଭୂତ, ଜ୍ୟୋତିଷ କଲେ ସତର୍କ, ଜାଣନ୍ତୁ କାହିଁକି

ଆଜିକାଲି ସୋସିଆଲ ମିଡିଆରେ ଏକ ଟ୍ରେଣ୍ଡ ବହୁତ ଲୋକପ୍ରିୟ। ସମସ୍ତେ ରାତିର ଅନ୍ଧାରରେ ପାଣିରେ ହଳଦୀ ମିଶାଇ ରିଲ୍ ଏବଂ ଭିଡିଓ ଅପଲୋଡ୍ କରୁଛନ୍ତି । କିନ୍ତୁ ଏହା କରି ସେହି ଲୋକମାନେ ନିଜ ପାଇଁ ଅସୁବିଧାକୁ ଆମନ୍ତ୍ରଣ କରୁଛନ୍ତି। ଅରୁଣ କୁମାର ବ୍ୟାସ ନାମକ ଜଣେ ଜ୍ୟୋତିଷ ଏହି ଅଜବ ଟ୍ରେଣ୍ଡ ବିଷୟରେ ଏକ ଗମ୍ଭୀର ଚେତାବନୀ ଦେଇଛନ୍ତି। ସେ ଦାବି କରିଛନ୍ତି ଯେ ଏହା କରି ଆପଣ କେବଳ ନକାରାତ୍ମକ ଶକ୍ତିକୁ ଆପଣଙ୍କ ଘରେ … Read more

ଉଡାଣ ଭରିବାର ୩୫ବର୍ଷ ପରେ ଯେତେବେଳେ ଆକାଶରୁ ଫେରିଲା କଙ୍କାଳଭର୍ତ୍ତି ବିମାନ, ଜାଣନ୍ତୁ ପୁରା‌ ଘଟଣା

୧୯୫୪ ମସିହାରେ ସେଣ୍ଟିୟାଗୋ ଏୟାରଲାଇନ୍ସର ଜାହାଜ ପଶ୍ଚିମ ଜର୍ମାନୀର ଆକିନ ବିମାନ ବନ୍ଦରରୁ ଉଡ଼ାଣ ଭରିଥିଲା । କିନ୍ତୁ ଉଡ଼ାଣ ଭରିବା ପରେ ବିମାନ ୫୧୩ କେଉଁଠାରେ ମଧ୍ୟ ଅବତରଣ କରିନଥିଲା। ତେବେ ୧୯୫୪ ମସିହା ସେପ୍ଟେମର ୪ ତାରିଖରେ ୯୨ ଜଣ ଯାତ୍ରୀଙ୍କୁ ନେଇ ଆକାଶ ଭିତରେ ହଜିଯାଇଥିଲା ବିମାନ ନଂ ୫୧୩ । ଉଡ଼ାଣ ଭରିବାର ୧୮ ଘଣ୍ଟା ପରେ ବ୍ରାଜିଲର ପୋର୍ଟ ଏଲେଗ୍ରେ ବିମାନ ବନ୍ଦରରେ ଅବତରଣ କରିବାର ଥିବା ବେଳେ ବିମାନ … Read more