ଗ୍ୟାଙ୍ଗରେ ରହି ଡନ୍‌ର ସ୍ତ୍ରୀକୁ ସହ ହୋଇଗଲା ପ୍ରେମ, ଲୁଚିଛପି ଯାଉଥିଲା ରୋମାଣ୍ଟିକ ଡେଟ୍‌, ଆଉ ତାପରେ ଯାହା ଘଟିଲା ଜାଣନ୍ତୁ

ଡେଟ୍‌ରେ ଗଲା ବେଳେ ଦୁର୍ଘଟଣାରେ ଚାଲିଯାଇଥିଲା ପ୍ରେମିକା ଓରଫ ଡନ୍‌ ସ୍ତ୍ରୀର ଜୀବନ। ତା’ ପରେ ସବୁ ହୋଇଯାଇଥିଲା ଗୋଳମାଳ। ଏବେ ସେହି ଧୋକାବାଜ ସଦସ୍ୟଙ୍କୁ ଖୋଜୁଛନ୍ତି ୪୦ ସୁଟର୍‌। ମହାରାଷ୍ଟ୍ର ନାଗପୁରର ଜଣାଶୁଣା କୁଖାତ୍ୟ ଇପ୍ପା ଗ୍ୟାଙ୍ଗ। ଏହି ଗ୍ୟାଙ୍ଗର ସଦସ୍ୟ ଅର୍ସଦ ଟୋପି। ତା’ପଛରେ ଏବେ ୪୦ ସୁଟର୍‌ ପଡିଛନ୍ତି। ତାଙ୍କୁ ଜୀବନ୍ତ କିମ୍ବା ମୃତ ଧରିବାକୁ ଜାରି ହୋଇଛି ଫରମାନ୍‌। ଆଉ ଏହି ଫରମାନ୍‌ ଜାରି କରିଛି ଖୋଦ୍‌ ଗ୍ୟାଙ୍ଗ ମୁଖଆ ତଥା … Read more

ଆସନ୍ତା କାଲି ୯ରେ ଟ୍ରେଡ୍ ୟୁନିୟନ ଡାକରାରେ ଭାରତ ବନ୍ଦ, ଜାଣନ୍ତୁ କାହିଁକି ଏ ଷ୍ଟ୍ରାଇକ୍ ଓ କ’ଣ ଖୋଲା, କ’ଣ ବନ୍ଦ

ଜୁଲାଇ ୯ ତାରିଖ ଅର୍ଥାତ ଆସନ୍ତା କାଲି ଭାରତ ବନ୍ଦର ଡାକରା ଦେଇଛି ମିଳିତ ଟ୍ରେଡ୍ ୟୁନିୟନ । ତେଣୁ ଏହି ଷ୍ଟ୍ରାଇକକୁ ନେଇ ପ୍ରଥମେ ଜାଣିବା ଆସନ୍ତା କାଲି କ’ଣ ଖୋଲା ରହିବ ଓ କ’ଣ ବନ୍ଦ ରହିବ । ଏହି ଷ୍ଟ୍ରାଇକରେ ଆସନ୍ତା କାଲି ଦେଶର ସମସ୍ତ ଘରୋଇ ଓ ଜାତୀୟକରଣ ବ୍ୟାଙ୍କ ବନ୍ଦ ରହିବ । କାରଣ ବ୍ୟାଙ୍କ କର୍ମଚାରୀମାନେ ଏହି ଷ୍ଟ୍ରାଇକରେ ସାମିଲ ହେଉଛନ୍ତି । ଦେଶର ୧୦ ଟି ପ୍ରମୁଖ … Read more

୭ କୋଟିର ବାହାଘର ଛାଡି ବେଦୀରୁ ଫେରାର୍ ହେଲା ବର, କାରଣ ଜାଣିଲେ ଆପଣ ହୋଇଯିବେ ତାଜୁବ୍

ବେଶ ଜାକଜମକ ଭିତରେ ପଞ୍ଚ ତାରକା ହୋଟେଲରେ ଚାଲିଥିଲା ବାହାଘର। ସରିଯାଇଥିଲା ବରଣମାଲା ଆଉ ପଡି ଯାଇଥିଲା ହାତଗଣ୍ଠି। ଖାଲି ବାକି ଥିଲା ସାତ ଫେରା। ଆଉ ଏତିକି କେବଳେ ବର କାନରେ ପଡିଲା ଇଡି ଆସୁଛି ଆଉ ଏହା ଶୁଣିବା ପରେ ବରର ଉଡି ଯାଇଥିଲା ହୋସ୍‌। ଗିରଫ ଭୟରେ କନିଆଁକୁ ମଣ୍ଡପରେ ଛାଡି ଛୁ ମାରିଥିଲା ବର। ତେବେ ବାହାଘର ଥିଲା ବହୁଚର୍ଚ୍ଚିତ ମହାଦେବ ବଟିଂ ଆପ୍‌ ମାମଲାର ମଖ୍ୟ ଅଭିଯୁକ୍ତର ଘନିଷ୍ଠ ସୌରଭ … Read more

ନିଛାଟିଆ ଯାଗାରେ ଲେଡି IPS ଙ୍କୁ ହଇରାଣ କରୁଥିଲେ ୨ ଯୁବକ, ଆଉ ତାପରେ ଯାହା ଘଟିଲା, ଜାଣନ୍ତୁ ପୁରା‌ ଘଟଣା

ମହିଳା ଜଣଙ୍କ ହେଉଛନ୍ତି ଉତ୍ତରପ୍ରଦେଶର ଏସପି ଚାରୁ ନିଗମ। ଏଥିରେ ପୋଲିସ ଅଧିକାରୀ ଚାରୁ ନିଗମ ସ୍ଥାନୀୟ ପୋଲିସର ପ୍ରସ୍ତୁତି ଏବଂ କାର୍ଯ୍ୟାନୁଷ୍ଠାନ ଦେଖିବାକୁ ଏକ ଚମତ୍କାର ଉପାୟ ପାଞ୍ଚିଥିଲେ। ଜଣେ ସାଧାରଣ ନାଗରିକ ହେଇ ଏକ ନାଟକ ସୃଷ୍ଟି କରିଥିଲେ ଚାରୁ। ପ୍ରଥମେ ଜଣେ ସାଧାରଣ ମହିଳା ହେଇଥିଲେ ଏବଂ ପରେ ସେ ପୋଲିସ କଣ୍ଟ୍ରୋଲ ରୁମକୁ କଲ କରି ଆଜ୍ଞାନ୍ତ ବ୍ୟକ୍ତିଙ୍କ ମିଥ୍ୟା ଡକାୟତି ବିଷୟରେ ସୂଚନା ଦେଇଥିଲେ। ନିଜର ପରିଚୟ ଲୁଚାଇ ସେ … Read more

ନବମ ଶ୍ରେଣୀ ଛାତ୍ରକୁ ବାରମ୍ବାର ହୋଟେଲ୍‌ ନେଇଯାଉଥିଲେ ସ୍କୁଲ ଶିକ୍ଷୟିତ୍ରୀ, କାରଣ ଜାଣିଲେ ଆପଣଙ୍କ ଉଡିଯିବ ହୋସ୍

ମହାରାଷ୍ଟ୍ରର ମୁମ୍ବାଇର ଏକ ପ୍ରତିଷ୍ଠିତ ସ୍କୁଲରେ ପାଠପଢ଼ାଉଥିବା ଜଣେ ମହିଳା ଶିକ୍ଷୟିତ୍ରୀଙ୍କ ଘୃଣ୍ୟ କାର୍ଯ୍ୟ ସାମ୍ନାକୁ ଆସିଛି। ତାଙ୍କର ଏକ ବର୍ଷ ପାଇଁ ଜଣେ ୧୬ ବର୍ଷୀୟ ଛାତ୍ରଙ୍କ ସହ ଶାରୀରିକ ସମ୍ପର୍କ ଥିଲା। ପରେ ଛାତ୍ର ଜଣକ ପରିବାରକୁ ସମ୍ପୂର୍ଣ୍ଣ ଘଟଣା ଜଣାଇବା ପରେ ସେମାନେ କିଛି ଦିନ ପାଇଁ ଚୁପ ରହିଥିଲେ। କାରଣ ସେ ସେତେବେଳେ ତାଙ୍କ ସ୍କୁଲରେ ପାଠପଢ଼ୁଥିଲେ। ତା’ପରେ ପରୀକ୍ଷା ସରିବା ପରେ ପରିବାର ଲୋକେ ଏ ବିଷୟରେ ପୋଲିସକୁ ଜଣାଇଥିଲେ। … Read more

ଭାରତୀୟ ବିବାହ ଯୋଗୁଁ ବଢୁଛି ଜଳବାୟୁ ବିଶୃଙ୍ଖଳା, ପୃଥିବୀରେ ଭାରତ ବିବାହ ବଢାଉଛି ବିପଦ, ଜାଣନ୍ତୁ କେମିତି

ପ୍ରତିବର୍ଷ ଭାରତରେ ୧୦ ନିୟୁତରୁ ଅଧିକ ବିବାହ ଅନୁଷ୍ଠିତ ହୁଏ। ଏବଂ ଏହି କାର୍ଯ୍ୟକ୍ରମ ଗୁଡ଼ିକ ଦେଶରେ ଖାଦ୍ୟ ଅପଚୟର ପ୍ରମୁଖ୍ୟ ଉତ୍ସ ମଧ୍ୟରୁ ଗୋଟିଏ ପାଲଟିଛି। ଏବଂ ମିଥେନ୍ ନିର୍ଗମରେ ମଧ୍ୟ ବୃଦ୍ଧି ଘଟୁଛି। କ୍ଷୁଧା ମୁକାବିଲା ପାଇଁ କାମ କରୁଥିବା ସ୍ୱେଚ୍ଛା ସେବୀ ସଂଗଠନ ଫିଡ଼ିଂ ଇଣ୍ଡିଆ ଅନୁସାରେ ଏକ ସାଧାରଣ ଭାରତୀୟ ବିବାହରେ ୩୦ରୁ ୫୦ କିଲୋ ଖାଦ୍ୟ ନଷ୍ଟ ହୁଏ। ଆଭିଜାତ୍ୟ ସମ୍ପର୍ଣ୍ଣ ବିବାହରେ ଏହି ପରିଣାମ ୮ଶହ କିଲୋ ପର୍ଯ୍ୟନ୍ତ … Read more

ପାକିସ୍ତାନରେ ବଡ ଅଘଟଣ, ଜୀବନ ପାଇଁ ଚିତ୍କାର କରିକରି ପାଣିରେ ବୁଡ଼ିଗଲେ ଗୋଟେ ପରିବାରର ୮ ଜଣ, ଜାଣନ୍ତୁ ପୁରା‌ ଖବର

ପାକିସ୍ତାନରେ ଘଟିଛି ବଡ ଅଘଟଣ । ଜୀବନ ବଞ୍ଚାଇବା ପାଇଁ ଚିତ୍କାର କରି କରି ପାଣିରେ ବୁଡି ଗଲେ ଗୋଟିଏ ପରିବାରର ୧୮ ଜଣ ବ୍ୟକ୍ତି । ଆଖ ପାଖ ଲୋକମାନେ ସତ ଚେଷ୍ଟା ପରେ ବି କାହାକୁ ଉଦ୍ଧାର କରିପାରିଲେ ନାହିଁ । ପରେ ଖବର ପାଇ ସେଠାରେ ଅଗ୍ନିଶମ ବାହିନୀ ଏବଂ ଉଦ୍ଧାରକାରୀ ଦଳ ପହଞ୍ଚିଥିଲେ । ନିଖୋଜ ହୋଇଥିବା ୧୮ ଜଣଙ୍କ ଭିତରୁ ମାତ୍ର ୭ ଜଣକ ଶବ ଉଦ୍ଧାର ହୋଇଛି । … Read more

ଛୋଟ ଦେଶ ହେବା ସତ୍ତ୍ୱେ ଇସ୍ରାଏଲକୁ କାହିଁକି ଡରିଥାଏ ସାରା ବିଶ୍ୱ? ଦେଶର ଏହି ରୋଚକ କଥା ଜାଣି ଛାତି ଥରି ଉଠିବ

ଇସ୍ରାଏଲକୁ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଦେଶମାନଙ୍କ ମଧ୍ୟରେ ଗଣନା କରାଯାଏ ଏବଂ ଏହା ଏକ ବହୁତ ଛୋଟ ଦେଶ ହେଉଥିବା ସତ୍ୱେ ମଧ୍ୟ ଏହାର ଆର୍ଥିକ ସ୍ଥିତି ବହୁତ ଶକ୍ତିଶାଳୀ ଅଟେ। ଆସନ୍ତୁ, ପାଞ୍ଚଟି ପଏଣ୍ଟରେ ଜାଣିବା ଯେ କାହିଁକି ଏବଂ କେଉଁ ଦୃଷ୍ଟିକୋଣରୁ ଇସ୍ରାଏଲ ଏତେ ଶକ୍ତିଶାଳୀ ଅଟେ। ପ୍ରଥମ କାରଣ:ଇସ୍ରାଏଲକୁ ଆର୍ଥିକ ଭାବେ ବହୁତ ଶକ୍ତିଶାଳୀ ଦେଶ ମନାଯାଏ। ବର୍ଷ 2023 ରେ ଏହାର GDP ପ୍ରାୟ 564 ଅରବ ଡଲାର୍ ଥିଲା, ଏବଂ … Read more

୧୦ ଶ୍ରେଣୀ ଛାତ୍ରୀଙ୍କୁ ସାର୍‌ କହିଲେ, ମୋତେ ବୟଫ୍ରେଣ୍ଡ କର, ତା’ପରେ କ୍ଲାସ୍‌ରୁମ୍‌ରେ ଯାହା ଘଟିଲା.. ଚାରିଆଡେ ଚାଞ୍ଚଲ୍ୟ

ଜଣେ ଶିକ୍ଷକ ଏବଂ ଛାତ୍ରୀଙ୍କ ମଧ୍ୟରେ ସମ୍ପର୍କ ବହୁତ ପବିତ୍ର। କିନ୍ତୁ କିଛି ଲୋକ ଏହାକୁ ଲଜ୍ଜିତ କରନ୍ତି। ଉତ୍ତର ପ୍ରଦେଶର ଆଗ୍ରାରୁ ଏପରି ଏକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଦଶମ ଶ୍ରେଣୀରେ ପଢ଼ୁଥିବା ଜଣେ ଛାତ୍ରୀଙ୍କୁ ତାଙ୍କ କୋଚିଂ ଶିକ୍ଷକ କହିଥିଲେ – ମୋତେ ତୁମର ବୟଫ୍ରେଣ୍ଡ କର। ତା’ପରେ ସେ ତାଙ୍କ ସହିତ ଅଶ୍ଳୀଳ କଥା କହିବା ଆରମ୍ଭ କଲେ। ସୁଯୋଗ ପାଇବା ମାତ୍ରେ ସେ ତାଙ୍କୁ ଅଶ୍ଳୀଳ ଭାବରେ ସ୍ପର୍ଶ ମଧ୍ୟ … Read more

ଶୁଭାଂଶୁଙ୍କ ପାରିଶ୍ରମିକକୁ ନେଇ ହେଉଛି ଚର୍ଚ୍ଚା, ୧୪ ଦିନ ମହାକାଶରେ ରହିବା ପାଇଁ ପାଇବେ ଏତେ ଟଙ୍କା

ସ୍ପେସ୍ ଏକ୍ସର ଆକ୍ସିୟମ ମିଶନ-୪ର ସଫଳ ଉତକ୍ଷେପଣ ପରେ ୨ୟ ଭାରତୀୟ ଭାବେ ଶୁଭାଂଶୁ ଶୁକ୍ଳା ୩ଜଣ ମହାକାଶଚାରୀଙ୍କ ସହ ଅନ୍ତର୍ଜାତୀୟ ସ୍ପେଶ୍ ଷ୍ଟେସନ୍ ଯାଉଛନ୍ତି । ଏଭଳି ସମୟରେ ଶୁକ୍ଳାଙ୍କୁ ୧୪ ଦିନ ମହାକାଶରେ ରହିବା ପାଇଁ କେତେ ପାରିଶ୍ରମିକ ମିଳିବ ସେନେଇ କିଛିଲୋକ ପ୍ରଶ୍ନ ଉଠାଇଛନ୍ତି। ତେବେ ଆପଣମାନଙ୍କୁ ଜଣାଇ ଦେବାକୁ ଚାହିଁବୁ କି ଏହି ମହାକାଶ ଯାତ୍ରା ପାଇଁ ଶୁକ୍ଳାଙ୍କୁ କୌଣସି ପ୍ରକାର ପାରିଶ୍ରମିକ ପ୍ରଦାନ କରାଯାଇ ନାହିଁ କି ଯିବ ନାହିଁ। … Read more