ନାମ ନେଲେ ମହିଳା, ଭାରତୀୟ ଯବାନଙ୍କୁ ବ୍ୟାଙ୍କ କର୍ମଚାରୀ କରିଥିଲେ ଅପମାନ, ପୁରା ଭାରତର ଲୋକ ତାତି ଉଠିଲେ, ଜାଣନ୍ତୁ ପୁରା ଘଟଣା
ସୀମା ଟପିଗଲେ ମହିଳା ବ୍ୟାଙ୍କ୍ କର୍ମଚାରୀ । ଏହି ବ୍ୟାଙ୍କ୍ କର୍ମଚାରୀ ଜଣକ ଫୋନରେ ଯବାନ ଜଣଙ୍କୁ ଏଭଳି ଗାଳି ଦେଇଛନ୍ତି ଯାହାକୁ ନେଇ ଏବେ ଚର୍ଚ୍ଚା ହେଉଛି । ଏବେ ସୋସିଆଲ ମିଡିଆରେ ଏହି ଖବର ଚର୍ଚ୍ଚା ହେଉଛି । ଏବେ ଏହି ମହିଳା ଜଣଙ୍କ ଗାଳି ଏଭଳି ଥିଲା ଯେ ଏହାକୁ ଶୁଣି ସାରା ଭାରତୀୟ ତାଙ୍କୁ ଖୋଜି ଦଣ୍ଡ ଦେବାକୁ କହିଥିଲେ । ଏହି ମହିଳା ଜଣକ ଏବେ ଯବାନ ଜଣଙ୍କୁ ଗାଳି … Read more