ପାକିସ୍ତାନୀ କ୍ରିକେଟ କ୍ୟାପଟେନ ଦେଖାଇଲେ ଆତଙ୍କୀ ପ୍ରେମ, ପ୍ରାଇଜମନି ଦେଲେ ସେମାନଙ୍କୁ, ଜାଣନ୍ତୁ ପୁରା ଖବର
ଆପଣମାନେ ତ ଦେଖିଥିବେ ଏସିଆ କପ୍ ୨୦୨୫ କ୍ରିକେଟ ଖେଳ । ଏସିଆ କପ୍ ୨୦୨୫ କ୍ରିକେଟ ଫାଇନାଲ ଭାରତ ଆଉ ପାକିସ୍ତାନ ମଧ୍ୟରେ ହୋଇଥିଲା । ଏହି ଖେଳ ବହୁତ ରୋମାଞ୍ଚକର ଆଉ ମଜାଦାର ଥିଲା । ପାକିସ୍ତାନ ପରାଜୟ ଲାଭ କରିଥିଲା । ଭାରତ ଏହି ଖେଳରେ ବିଜୟ ଲାଭ କରିଥିଲା । ଭାରତର ବିଜୟ ପରେ ତଳ ମୁହଁ ହୋଇଯାଇଛି ପାକିସ୍ତାନ । ହେଲେ ସେ ତାର ପୁରୁଣା ପ୍ରକୃତି ଛାଡ଼ିଲା ନାହିଁ … Read more