ସାବଧାନ ଦୁର୍ଗାପୂଜାରେ ଆସୁଛି ବଡ଼ ବାତ୍ୟା, ଓଡ଼ିଶା ପାଇଁ ବଡ଼ ବିପଦ, ଜାଣନ୍ତୁ ପୁରା ଖବର
ଅକ୍ଟୋବର ଆସିନି…ବାତ୍ୟାର ସତର୍କ ସୂଚନା ମିଳିଗଲାଣି । ପାଣିପାଗ ସଂସ୍ଥା ପକ୍ଷରୁ ଦିଆଯାଇଥିବା ସୂଚନା ପରେ ପୂରା ଓଡ଼ିଶାର ଲୋକ ଛାନିଆ ହେଲେଣି । କାରଣ ଅକ୍ଟୋବରରେ ହୋଇଥିବା ବାତ୍ୟାର ତାଣ୍ଡବ ଏବେ ବି ଓଡ଼ିଶା ଲୋକ ଭୁଲିନାହାନ୍ତି । ଇଏ ତ ଗଲା ଅକ୍ଟୋବରର କଥା…ହେଲେ ଏବେ ଲଘୁଚାପ ପ୍ରଭାବରେ ପୂରା ରାଜ୍ୟରେ ବର୍ଷା ଲାଗିରହିଛି । ଗତ ମାସେ ଭିତରେ ପ୍ରବଳ ବର୍ଷା ହୋଇଥିବା କାରଣରୁ ଅନେକ ନଦୀରେ ବନ୍ୟା ଆସିଛି । ଲକ୍ଷଲକ୍ଷ … Read more