ମିଳିଲା ସିଗନାଲ୍! ଭିତରେ ନୁହେଁ କି ଉପରେ ନୁହେଁ, ଓଡ଼ିଶାରେ ଗଡିବନି‌ ମେଟ୍ରୋ! ଜାଣନ୍ତୁ ପୁରା ଖବର

ଅନିଶ୍ଚିତତା ଭିତରେ ମେଟ୍ରୋ ଟ୍ରେନ ପ୍ରକଳ୍ପ, ଆଗଉ ନାହିଁ କାମ, ଧିମାରେ ଚାଲିଛି ନିର୍ମାଣ । ହାତ ଯାକି ବସିଛନ୍ତି ଟେଣ୍ଡର ନେଇଥିବା କମ୍ପାନୀ ରତାଗଡ ମେଟ୍ରୋ ଡିପୋରୁ ହଟିଲାଣି ଯନ୍ତ୍ରପାତି । ବର୍ଷେ ଭିତରେ ଖର୍ଚ୍ଚ ସରିଲାଣି ପ୍ରାୟ ଶହେ କୋଟି । ଅନିଶ୍ଚତତା ଭିତରେ ମେଟ୍ରୋ ଟ୍ରେନ ପ୍ରକଳ୍ପ । ଆଗଉ ନାହିଁ କାମ ଧିମାରେ ଚାଲିଛି ନିର୍ମାଣ । ଟେଣ୍ଡର ନେଇଥିବା କମ୍ପାନୀ ହାତ ଯାକି ବସିଛନ୍ତି । ରତାଗଡ ମେଟ୍ରୋ ଡିପୋରୁ … Read more

ବାପାଙ୍କ ସମ୍ପତ୍ତିରେ ନାହିଁ ଝିଅର ଅଧିକାର, ଜାଣନ୍ତୁ କ’ଣ କହୁଛି ଆଇନ

ଭାରତୀୟ ସମାଜରେ, ଝିଅମାନଙ୍କୁ ଶତାବ୍ଦୀ ଧରି ଲକ୍ଷ୍ମୀଙ୍କ ରୂପ ବୋଲି କୁହାଯାଏ। ସେମାନଙ୍କୁ ପରିବାରର ଉଜ୍ଜ୍ୱଳତା, ସ୍ନେହ ଏବଂ ମୂଲ୍ୟବୋଧର ପ୍ରତୀକ ଭାବରେ ବିବେଚନା କରାଯାଏ। ପରିବର୍ତ୍ତନଶୀଳ ସମୟ ସହିତ, ଝିଅମାନଙ୍କୁ ଅଧିକାର ଦେବା ପାଇଁ ଗମ୍ଭୀର ପଦକ୍ଷେପ ନିଆଯାଇଛି। ବିଶେଷକରି ସମ୍ପତ୍ତିରେ ଝିଅମାନଙ୍କର ଅଧିକାର ସମ୍ପର୍କରେ, ୨୦୦୫ ରେ ଏକ ଐତିହାସିକ ପରିବର୍ତ୍ତନ କରାଯାଇଥିଲା, ଯେତେବେଳେ ହିନ୍ଦୁ ଉତ୍ତରାଧିକାର ଆଇନ, ୧୯୫୬ ସଂଶୋଧନ କରାଯାଇଥିଲା ଏବଂ ସେମାନଙ୍କୁ ପୁଅ ପରି ସମାନ ଅଧିକାର ଦିଆଯାଇଥିଲା, କିନ୍ତୁ … Read more

ପାର୍ଟନର ସହ କରୁଛନ୍ତି କି ଓରାଲ୍ ଯୋୖନକ୍ରିୟା? ଏହାଦ୍ବାରା ହେଉଛି ଗଳା କ୍ୟାନ୍ସର, ଜାଣନ୍ତୁ ପୁରା ଖବର

ବର୍ତ୍ତମାନ ସମୟରେ ଗଳା କ୍ୟାନ୍ସର (Throat Cancer) ଦ୍ରୁତ ଗତିରେ ବଢ଼ୁଛି ଏବଂ ତାହାର ଏକ ମୂଳ କାରଣ ହେଉଛି ମୁଖମାର୍ଗର ଯୌନସମ୍ପର୍କ (Oral Sex)। ଏହି ପ୍ରକାର ଯୌନ କାର୍ଯ୍ୟ ଦ୍ୱାରା Human Papillomavirus (HPV) ନାମକ ଏକ ଭାଇରସ ଗଳାରେ ପ୍ରବେଶ କରିଥାଏ ଏବଂ ଦୀର୍ଘକାଳରେ ଏହା କ୍ୟାନ୍ସରର ରୂପ ଧାରଣ କରିପାରେ। HPV ଏକ ସାଧାରଣ ଯୌନ ବାହିତ ରୋଗ ଯାହା ଅନେକ ପ୍ରକାର ରୋଗର କାରଣ ହୁଏ — ମୂତ୍ରାଶୟ, ସର୍ଭାଇକ୍ସ … Read more

ଇଏ କୌଣସି ସଂଯୋଗ ନା ସଂକେତ ? ଦୁର୍ଘଟଣାଗ୍ରସ୍ତ ବିମାନେ ଦେଖାଯାଇଥିଲା ମହାପ୍ରଭୁଙ୍କ ଚକାଆଖି, ଜାଣନ୍ତୁ ପୁରା ଖବର

ଚମତ୍କାର , ଅଲୌକିକ , ଅବିଶ୍ବସନୀୟ ଶବ୍ଦଟି ସେତେବେଳେ ଆମ ମନକୁ ଆନ୍ଦୋଳିତ କରେ ଯେତେବେଳେ ଅସମ୍ଭବ ପରି ଲାଗୁଥିବା ଶବ୍ଦଟି ସମ୍ଭବ ହୋଇଯାଏ । ନିକଟରେ ଅହମଦାବାଦ ଯେଉଁ ଦୁଃଖ ଦେଖିଲା ସେଥିରେ ସାରା ଦେଶର ଆଖିରୁ ଲୁହ ବୋହିଲା । ସଂକ୍ଷେପରେ କହିଲେ ସାରା ଦେଶକୁ କନ୍ଦାଇଦେଲା ଅହମଦାବାଦ ବିମାନ ଦୁର୍ଘଟଣା । ଏହି ଭୟାବହ ଦୁର୍ଘଟଣାରେ ସବୁ କିଛି ଜଳିପୋଡ଼ି ପାଉଁଶ ହୋଇଗଲା । କିଛି ସେକେଣ୍ଡରେ ଏତେ ଭୟଙ୍କର ନିଆଁ ଲାଗିଲା … Read more

ଆକାଶରେ ଉଡିବାର ସ୍ୱପ୍ନ ଆକାଶରେ ହିଁ ଚାଲିଡଲା ଜୀବନ, ଆଟେଣ୍ଡାଣ୍ଟ ରୋଶନିଙ୍କ କାହାଣୀ ଜାଣି ହେବେ ଦୁଃଖିତ

ଅହମ୍ମଦାବାଦ ବିମାନ ଦୁର୍ଘଟଣାରେ ସମଗ୍ର ଦେଶ ମର୍ମାହତ। ଯାତ୍ରୀଙ୍କ ବ୍ୟତୀତ, ଏହି ଦୁର୍ଘଟଣାରେ ପାଇଲଟ୍ ଏବଂ କ୍ରୁ ସଦସ୍ୟଙ୍କ ସମେତ ୨୪୧ ଜଣ ପ୍ରାଣ ହରାଇଛନ୍ତି। ଏହି ଏୟାର ଇଣ୍ଡିଆ ବିମାନରେ ଦୁଇଟି ନବଜାତ ଶିଶୁ ମଧ୍ୟ ଥିଲେ। ଏହା ବ୍ୟତୀତ, କ୍ରୁ ସଦସ୍ୟଙ୍କ ମଧ୍ୟରେ ଜଣେ ୨୭ ବର୍ଷୀୟ ଫ୍ଲାଇଟ୍ ଆଟେଣ୍ଡାଣ୍ଟ ରୋଶନି ସୋନଘରେ ମଧ୍ୟ ଥିଲେ। ଯିଏ ଜଣେ ଟ୍ରାଭେଲ ଇନ୍ଫ୍ଲୁଏନ୍ସର ମଧ୍ୟ । ରୋଶନିଙ୍କ ଇନଷ୍ଟା ବାୟୋ ଦର୍ଶାଉଛି ଯେ ସେ ଜଣେ … Read more

କ୍ରାଶ ପୂର୍ବରୁ ପାଇଲଟ ବିପଦ ସମ୍ପର୍କରେ ଜାଣି ପାରି Mayday କଲ୍‌ କରିଥିଲେ, ଜାଣନ୍ତୁ କଣ ଏହି ମେ..ଡେ

ଗୁଜରାଟ ଅହମ୍ମଦାବାଦ ବିମାନ ବନ୍ଦରରେ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଫ୍ଲାଇଟ୍ ଲଣ୍ଡନ ଯିବାକୁ ଥିବାବେଳେ ଉଡାଣ ଭରିବା ବେଳେ ହିଁ ସମ୍ପୂର୍ଣ୍ଣ ଜଳିଯାଇଛି। ଫ୍ଲାଇଟ୍ କ୍ରାସ୍ ପୂର୍ବରୁ ଅର୍ଥାତ୍ ଉଡାଣ ଆରମ୍ଭ କରିବା ସମୟରେ ହିଁ ପାଇଲଟ କରିଥିଲେ ‘ମେଡେ କଲ୍’। ଏୟାର ଟ୍ରାଫିକ୍ କଣ୍ଟ୍ରୋଲକୁ ପାଇଲଟ ‘ମେଡେ କଲ୍’ କରିଥିଲେ। ହେଲେ କ୍ଷଣକ ଭିତରେ ହିଁ ପାଇଲଟଙ୍କ ସହ ଯୋଗାଯୋଗ ହୋଇପାରିନଥିଲା। ସଙ୍ଗେ ସଙ୍ଗେ କ୍ରାସ ହୋଇଥିଲା ବିମାନ। ‘ମେଡେ କଲ୍’ … Read more

ବିମାନ ଦୁର୍ଘଟଣା ମୃତକଙ୍କ DNA ଟେଷ୍ଟରେ ବଡ଼ ଖୁଲାସା, ରିପୋର୍ଟ ଦେଖି ଡାକ୍ତରଙ୍କର ଉଡିଗଲା ହୋସ୍‌

ଅହମ୍ମଦାବାଦ ବିମାନ ଦୁର୍ଘଟଣାର ଶିକାର ହୋଇଥିବା ପୂର୍ବତନ ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କ ଡିଏନଏ ପରୀକ୍ଷା ମେଳ ଖାଇଛି। ଗୃହମନ୍ତ୍ରୀ ହର୍ଷ ସାଂଘଭି ଡିଏନଏ ମେଳ ଖାଇଥିବା ନିଶ୍ଚିତ କରିଛନ୍ତି। ରବିବାର (୧୫ ଜୁନ୍) ସନ୍ଧ୍ୟାରେ ତାଙ୍କ ମୃତଦେହ ପରିବାରକୁ ହସ୍ତାନ୍ତର କରାଯିବ। ଲଣ୍ଡନ ପାଇଁ ଉଡ଼ାଣ ଭରିବାର କିଛି ମିନିଟ୍ ପରେ ଅହମ୍ମଦାବାଦରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଏୟାର ଇଣ୍ଡିଆର ସେହି ବିମାନରେ ବିଜୟ ରୂପାନୀ ଥିଲେ। ବିମାନରେ ୨୪୨ ଜଣ ଥିଲେ, ଯେଉଁଥିରୁ ୨୪୧ ଜଣଙ୍କର … Read more

କମିଲା ଅନ୍ତ୍ୟୋଦୟ ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅର୍ଥରାଶି, ବଢ଼ିଲା ଗରିବଙ୍କ ଛାତ ଘର ଗଢ଼ିବା ଚିନ୍ତା

କମିଲା ଅନ୍ତ୍ୟୋଦୟ ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନୂତନ ଗୃହ ନିର୍ମାଣରେ ଦିଆଯାଉଥିବା ଆର୍ଥିକ ସହାୟତା । ଗରିବଙ୍କୁ ନୂଆ ଘର ଯୋଗାଇ ଦେବାକୁ ଯେଉଁ ସହାୟତା ରାଶି ଦିଆଯାଇଥିଲା ସେଥିରେ ୧୦ ହଜାର ଟଙ୍କା ହ୍ରାସ କରାଯାଇଛି । ଯାହାକୁ ନେଇ ପ୍ରଶ୍ନ ଉଠାଇଛି ବିଜେଡି । ବର୍ଷ ବର୍ଷ ଧରି ଦିଆଯାଉଥିବା ଅନ୍ତ୍ୟୋଦୟ ଓ ଆବାସ ଯୋଜନାର ଟଙ୍କାକୁ କାହିଁକି ହ୍ରାସ କରାଗଲା ବିଜେଡି ବିଧାୟକ ରମେଶ ବେହେରା ସରକାରଙ୍କୁ ପ୍ରଶ୍ନ କରିଛନ୍ତି । … Read more

ମଙ୍ଗଳସୂତ୍ର କେମିତି ଖୋଲିଲା ହତ୍ୟାକାରୀ ସୋନମର ରହସ୍ୟ, ମେଘାଳୟ ପୋଲିସର ଚାଞ୍ଚଲ୍ୟକର ଖୁଲାସା, ଜାଣନ୍ତୁ

ରାଜା ରଘୁବଂଶୀ ହତ୍ୟା ମାମଲାର ସମସ୍ତ ଅଭିଯୁକ୍ତଙ୍କୁ ଶିଲଂ କୋର୍ଟରେ କରାଯାଇଥିଲା ହାଜର । ଏହା ପରେ ସୋନମ ରଘୁବଂଶୀ ଓ ଅନ୍ୟ ଚାରି ଅଭିଯୁକ୍ତଙ୍କୁ ଶିଲଂ ସଦର ପୋଲିସ ଷ୍ଟେସନର ପୃଥକ ସେଲରେ ରଖାଯାଇଛି । ତେବେ ଏହାରି ଭିତରେ ରାଜା ହତ୍ୟା ମାମଲାରେ ଅନେକ ଗୁରୁତ୍ୱପୂର୍ଣ୍ଣ ଖୁଲାସା ହୋଇଛି । ଏନେଇ ମେଘାଳୟ ପୋଲିସ ହାତରେ ଲାଗିଛି ଗୁରୁତ୍ୱପୂର୍ଣ୍ଣ ସୂଚନା । ପୋଲିସ କହିଛି ଯେ ସୋନମଙ୍କ ମଙ୍ଗଳସୂତ୍ର ହତ୍ୟା ମାମଲାକୁ ସମାଧାନ କରିବାରେ … Read more

‘ଅର୍ଚ୍ଚିତାଙ୍କ ସହ ମୁଁ କଥା ହଉନି’ କାହିଁକି ହଠାତ୍ ଏମିତି କହିଲେ‌ ସବ୍ୟସାଚୀ… ସବୁ ଠିକ୍ ଅଛି ତ ?

ବ୍ୟାସକବି ଫକୀର ମୋହନ ସେନାପତିଙ୍କ କାଳଜୟୀ ଗଳ୍ପ ରାଣ୍ଡୀ ପୁଅ ଅନନ୍ତାକୁ ନେଇ ସବ୍ୟସାଚୀ ମହାପାତ୍ର ଏବଂ କୁମାର ସି ଦେବଙ୍କ ନିର୍ଦ୍ଦେଶିତ “ଅନନ୍ତା” ସାରା ଓଡ଼ିଶାରେ ୪୦ଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କଲା l ନିଛକ ଓଡ଼ିଆ କାହାଣୀ ସାଙ୍ଗକୁ ପ୍ରାକୃତିକ ସୌନ୍ଦର୍ଯ୍ୟପୂର୍ଣ୍ଣ ପରିବେଶ ରେ ସୁଟିଂ ହୋଇଥିବା ଅନନ୍ତା କୁ ଦର୍ଶକ ଢେର ଭଲ ପାଇବା ଦେଇଛନ୍ତି l ଚଳଚ୍ଚିତ୍ର ଅନନ୍ତାକୁ ପ୍ରଯୋଜନା କରିଛନ୍ତି ନବୀନ ଭଣ୍ଡାରୀ, ସୂରଜ ମହନୋତ ଏବଂ ଅର୍ଚ୍ଚିତା ସାହୁ । … Read more