କାହିଁକି ରାତାରାତି ବଦଳିଲା ଫୋନ ଡାଇଲର ପ୍ୟାଡ୍? ଜାଣନ୍ତୁ ଏହା ପଛର ବଡ଼ କାରଣ
ଆଣ୍ଡ୍ରୋଏଡ଼ ଫୋନ ଧରୁଥିଲେ ଗତ କାଲିଠାରୁ ନିହାତି ନୁଆନୁଆ ଲାଗୁଥିବ ନିଜ ଫୋନ। କାରଣ ସବୁ ଆଣ୍ଡ୍ରୋଏଡ଼ ଫୋନରେ ଚେଞ୍ଚ ହୋଇଯାଇଛି ଡ଼ାଏଲର। ଯାହାକି ଗୁରୁବାରଠାରୁ ସବୁ ଫୋନରେ ଦେଖିବାକୁ ମିଳିଛି। କେହି କେହି ତ ଏହାକୁ ଭଲ ପାଉଛନ୍ତି ଆଉ କିଛି ବିରକ୍ତି ଭାବ ଦେଖାଉଛନ୍ତି। ତେବେ କାହିଁକି ଏପରି ହୋଇଛି? ହଠାତ୍ ଫୋନର ଡାଇଲର ବଦଳିଯିବା ଲୋକଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ଗୁଗୁଲର ଫୋନ୍ ଆପ ବ୍ୟବହାର ହେଉଥିବା ସମସ୍ତ ଫୋନରେ ବଦଳି ଯାଇଛି କଲିଂ … Read more