ନାଣ୍ଡୁ ବାବୁଙ୍କ ସମର୍ଥକ ଓ ଶ୍ରୀକ୍ଷେତ୍ରଙ୍କ ଭିତରେ ଚାଲିଥିବା କଥାବାର୍ତ୍ତାର ଅଡିଓ ଶୁଣିଲେ ମୁଣ୍ଡରେ ହାତ ଦେବେ

ତୁଳସୀ ଗଣନାଟ୍ୟର ମାଲିକ ନାଣ୍ଡୁ ବାବୁଙ୍କ ନା ରେ ସାଙ୍ଘାତିକ ଅଭିଯୋଗ ଆଣିଲେ ହିରୋଇନ୍ ସୋନାଲିଙ୍କ ସ୍ବାମୀ ଶ୍ରୀକ୍ଷେତ୍ର ପ୍ରସାଦ ସାମନ୍ତସିଂହାର । ସୋନାଲିଙ୍କୁ ଜୋର୍ ଜବରଦସ୍ତ ରଖା ଯାଇଥିବା ସେ ଅଭିଯୋଗ କରିଛନ୍ତି। ତାଙ୍କ ସ୍ତ୍ରୀ ଆଉ ପୁଅକୁ ଭେଟିବା ପାଇଁ ଦେଉ ନାହାନ୍ତି ଏବଂ ଜୀବନରୁ ମାରିଦେବାକୁ ଧମକ ଦେଉଛନ୍ତି ତୁଳସୀ ମାଲିକ ବୋଲି କହିଛନ୍ତି ଶ୍ରୀକ୍ଷେତ୍ର। ଏବେ ନାଣ୍ଡୁଙ୍କ ସମର୍ଥକ ଓ ଶ୍ରୀକ୍ଷେତ୍ରଙ୍କ ଭିତରେ ଚାଲିଥିବା କଥାବାର୍ତ୍ତାର ଅଡିଓ ହେଉଛି ଭାଇରାଲ୍। ବହୁ … Read more

ନବମ ଶ୍ରେଣୀ ଛାତ୍ରକୁ ବାରମ୍ବାର ହୋଟେଲ୍‌ ନେଇଯାଉଥିଲେ ସ୍କୁଲ ଶିକ୍ଷୟିତ୍ରୀ, କାରଣ ଜାଣିଲେ ଆପଣଙ୍କ ଉଡିଯିବ ହୋସ୍

ମହାରାଷ୍ଟ୍ରର ମୁମ୍ବାଇର ଏକ ପ୍ରତିଷ୍ଠିତ ସ୍କୁଲରେ ପାଠପଢ଼ାଉଥିବା ଜଣେ ମହିଳା ଶିକ୍ଷୟିତ୍ରୀଙ୍କ ଘୃଣ୍ୟ କାର୍ଯ୍ୟ ସାମ୍ନାକୁ ଆସିଛି। ତାଙ୍କର ଏକ ବର୍ଷ ପାଇଁ ଜଣେ ୧୬ ବର୍ଷୀୟ ଛାତ୍ରଙ୍କ ସହ ଶାରୀରିକ ସମ୍ପର୍କ ଥିଲା। ପରେ ଛାତ୍ର ଜଣକ ପରିବାରକୁ ସମ୍ପୂର୍ଣ୍ଣ ଘଟଣା ଜଣାଇବା ପରେ ସେମାନେ କିଛି ଦିନ ପାଇଁ ଚୁପ ରହିଥିଲେ। କାରଣ ସେ ସେତେବେଳେ ତାଙ୍କ ସ୍କୁଲରେ ପାଠପଢ଼ୁଥିଲେ। ତା’ପରେ ପରୀକ୍ଷା ସରିବା ପରେ ପରିବାର ଲୋକେ ଏ ବିଷୟରେ ପୋଲିସକୁ ଜଣାଇଥିଲେ। … Read more

ଓୟୋକୁ ସୁନ୍ଦରୀ ପ୍ରେମିକାକୁ ଡାକିଲା, ମନ ଭରି ଉପଭୋଗ କରିବା ପରେ ୨୦ ଥର ଛୁରି ଭୁଷି ମାରିଦେଲା, ଜାଣନ୍ତୁ ପୁରା‌ ଘଟଣା

ବ୍ରହ୍ମପୁର ନୂଆ ବସଷ୍ଟାଣ୍ଡ ନିକଟରେ ଥିବା ଏକ ଲଜ୍ ଭିତରେ ଜଣେ ଯୁବତୀଙ୍କୁ ଛୁରୀ ଭୁଷି ହତ୍ୟା କରାଯାଇଛି । ମୃତ ଯୁବତୀ ଜଣଙ୍କ ହେଲେ ବ୍ରହ୍ମପୁର ଲାଞ୍ଜିପଲ୍ଲୀ ଫାଣ୍ଡି ନିକଟରେ ରହୁଥିବା ପାଢୀ କଲୋନୀର ପ୍ରିୟା ମହାରଣା(୨୪) । ପ୍ରିୟାଙ୍କୁ ହତ୍ୟା କରିଥିବା ଲାଞ୍ଜିପଲ୍ଲୀ ଉମାନଗର ୧ମ ଲାଇନର ଅଭୟ କୁମାର ମହାରଣା(୨୪)ଙ୍କୁ ପୁଲିସ ଗିରଫ କରିଛି । ସୂଚନାପ୍ରକାରେ, ପାଢୀ କଲୋନୀର ପ୍ରଭାକର ମହାରଣାଙ୍କ ଉଚ୍ଚÿଶିକ୍ଷିତା ଝିଅ ପ୍ରିୟା ମହାରଣା ବ୍ରହ୍ମପୁର ନିକଟ ଶୀତଳାପଲ୍ଲୀ … Read more

ଭାରତୀୟ ବିବାହ ଯୋଗୁଁ ବଢୁଛି ଜଳବାୟୁ ବିଶୃଙ୍ଖଳା, ପୃଥିବୀରେ ଭାରତ ବିବାହ ବଢାଉଛି ବିପଦ, ଜାଣନ୍ତୁ କେମିତି

ପ୍ରତିବର୍ଷ ଭାରତରେ ୧୦ ନିୟୁତରୁ ଅଧିକ ବିବାହ ଅନୁଷ୍ଠିତ ହୁଏ। ଏବଂ ଏହି କାର୍ଯ୍ୟକ୍ରମ ଗୁଡ଼ିକ ଦେଶରେ ଖାଦ୍ୟ ଅପଚୟର ପ୍ରମୁଖ୍ୟ ଉତ୍ସ ମଧ୍ୟରୁ ଗୋଟିଏ ପାଲଟିଛି। ଏବଂ ମିଥେନ୍ ନିର୍ଗମରେ ମଧ୍ୟ ବୃଦ୍ଧି ଘଟୁଛି। କ୍ଷୁଧା ମୁକାବିଲା ପାଇଁ କାମ କରୁଥିବା ସ୍ୱେଚ୍ଛା ସେବୀ ସଂଗଠନ ଫିଡ଼ିଂ ଇଣ୍ଡିଆ ଅନୁସାରେ ଏକ ସାଧାରଣ ଭାରତୀୟ ବିବାହରେ ୩୦ରୁ ୫୦ କିଲୋ ଖାଦ୍ୟ ନଷ୍ଟ ହୁଏ। ଆଭିଜାତ୍ୟ ସମ୍ପର୍ଣ୍ଣ ବିବାହରେ ଏହି ପରିଣାମ ୮ଶହ କିଲୋ ପର୍ଯ୍ୟନ୍ତ … Read more

ରାଜଧାନୀରେ ଆଉ ଏହିସବୁ ଗାଡ଼ିକୁ ଆଉ ମିଳିବନି ପେଟ୍ରୋଲ-ଡିଜେଲ୍, ସରକାରଙ୍କ ବଡ଼ ନିଷ୍ପତ୍ତି, ଜାଣନ୍ତୁ ପୁରା‌ ଖବର

ଜୀବନ ନଥିବା ଗାଡ଼ିକୁ ତେଲ ଦିଆଯିବ ନାହିଁ। ଦେଶର ରାଜଧାନୀ ଦିଲ୍ଲୀରେ ଏଭଳି ପୋଷ୍ଟର ଦେଖି କେହି ବି ବିଚଳିତ ହେବାର କୌଣସି କାରଣ ନାହିଁ। କାରଣ ଦିଲ୍ଲୀ ସରକାର ରାଜଧାନୀରେ ବର୍ଦ୍ଧିତ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ ଏପରି ନିୟମ ଲାଗୁ କରିଛନ୍ତି। ଆଜି ଠାରୁ ଏହା କାର୍ଯ୍ୟକାରୀ ହୋଇଛି। ନୂଆ ନିୟମ ଅନୁସାରେ, ୧୫ ବର୍ଷ ପୁରୁଣା ପେଟ୍ରୋଲ ଚାଳିତ ଗାଡ଼ି ଓ ୧୦ ବର୍ଷ ପୁରୁଣା ଡିଜେଲ ଚାଳିତ ଗାଡ଼ିକୁ ଆଜି ଠାରୁ … Read more

କାନ୍ଥରୁ ଲିଭିନି ବିବାହ ଚିତା.. ଖଟ ଉପରେ କରିକରି ସ୍ତ୍ରୀକୁ ମାରିଦେଲା ସ୍ୱାମୀ… ଜାଣନ୍ତୁ ପୁରା‌ ଘଟଣା

ମହିଳାଙ୍କର ସନ୍ଧେହ ଜନକ ଅବସ୍ଥାରେ ହେଇଛି ମୃତ୍ୟୁ। ମହିଳାଙ୍କ ରୁମରୁ ମିଳିଛି ମୃତଦେହ। ମହିଳାଙ୍କ ପରିବାର ଲୋକେ ଆଣିଛନ୍ତି ହତ୍ୟା ଅଭିଯୋଗ। ବଲାଙ୍ଗୀର ଜିଲ୍ଲା ପୁଈଁନ୍ତଳା ଥାନା ଅନ୍ତର୍ଗତ ବାଇରାସ ଅଞ୍ଚଳରେ ଘଟିଛି ଏଭଳି ଅଭାବନୀୟ ଘଟଣା। ମହିଳା ଜଣଙ୍କୁ ତାଙ୍କ ସ୍ଵାମୀ ସ୍ଵାମୀ ପିଟି ପିଟି ହତ୍ୟା କରିଥିବା ଉକ୍ତ ମହିଳାଙ୍କ ବାପଘର ଲୋକେ ପକ୍ଷରୁ ଅଭିଯୋଗ କରାଯାଇଛି। ମହିଳାଙ୍କ ବାପଘରଙ୍କ ଅଭିଯୋଗ ଅନୁସାରେ ପୁଈଁନ୍ତଳା ଥାନା ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ … Read more

ଲୋକଙ୍କ ଭିଡ ବେଳେ ଚିର ନିଦ୍ରାରେ ଥିଲେ ମନ୍ତ୍ରୀ ଓ ପ୍ରଶାସନ! କୁଆଡେ ଯାଇଥିଲେ ୫ ମନ୍ତ୍ରୀ ? ଜାଣନ୍ତୁ

ବଡ଼ଦାଣ୍ଡରେ ଉଜାଗର ଥିଲେ ମହାପ୍ରଭୁ କୁଆଡେ ଯାଇଥିଲେ ୫ ମନ୍ତ୍ରୀ ? ରାତିରେ ଭକ୍ତଙ୍କ ଭିଡ ଦେଖିବାକୁ ମିଳିଥିବା ବେଳେ ଘୋର ନିଦ୍ରାରେ ଥିଲା କି ପ୍ରଶାସନ ? ଭିଆଇପି ଘରକୁ ଫେରିଲେ ଆଉ ବିଶ୍ରାମ ନେବାକୁ ଗଲେ ପୋଲିସ । ଅଚିନ୍ତାରେ ରହିଗଲେ ପ୍ରଶାସକ ଆଉ ଶାନ୍ତିରେ ନିଃଶ୍ୱାସ ଭରିଥିଲେ ସରକାର । ଦଳା ଚକଟାରେ ପ୍ରାଣ ହାରିଲେ ଶ୍ରଦ୍ଧାଳୁ । ଆର୍ତ୍ତ ଚିତ୍କାରରେ ଫାଟି ପଡ଼ିଲା ଶରଧାବାଲି । କୁଆଡେ ଗଲା ମନ୍ତ୍ରୀ ସ୍ତରୀୟ … Read more

ଚର୍ଚ୍ଚାରେ ପାକିସ୍ତାନୀ ଗୁପ୍ତଚର ସାଙ୍ଗ ପ୍ରିୟଙ୍କା, ପୁରୀ ବଡଦାଣ୍ଡରେ ପାସ୍ ନେଇ ମୁଁହରେ ମାସ୍କ ପିନ୍ଧି ଭିଡିଓ କରୁଛି, ଜାଣନ୍ତୁ ପୁରା‌ ଖବର

ପୁଣି ଚର୍ଚ୍ଚାରେ ୟୁଟ୍ୟୁବର ପ୍ରିୟଙ୍କା ସେନାପତି । ଗିରଫ ପାକିସ୍ତାନୀ ଗୁପ୍ତଚର ଜ୍ୟୋତି ମାଲହୋତ୍ରାଙ୍କ ସହ ପୋଲିସ ସ୍କାନରରେ ଥିବା ପୁରୀର ୟୁଟ୍ୟୁବର୍ ପ୍ରିୟଙ୍କା ସେନାପତି ପୁଣି ଚର୍ଚ୍ଚାରେ । ରଥ ଯାତ୍ରା ସମୟର ଭିଡ଼ିଓ ଇନଷ୍ଟାରେ ପୋଷ୍ଟ କରିଛନ୍ତି ପ୍ରିୟଙ୍କା । ସେ କର୍ଡନ ଭିତରକୁ ଯାଇ ମଧ୍ୟ ଭିଡିଓ କରିବା ଦେଖିବାକୁ ମିଳିଛି । ପୋଲିସ ସ୍କାନରରେ ଥିବା ଜଣେ ପାକିସ୍ତାନୀ ଗୁପ୍ତଚରଙ୍କ ସହଯୋଗୀକୁ କିଭଳି କର୍ଡନ ପାସ ମିଳିଲା ତାକୁ ନେଇ ପ୍ରଶ୍ନ … Read more

ଆୟୁଷ ଥାଉଥାଉ ଭକ୍ତ ମଲେ, ଟଙ୍କା ଖାଇ ଦୀଘା ଯାଇଥିବା ସେବାୟତ କହିଲେ- ମୁକ୍ତି ପାଇଗଲେ, ଜାଣନ୍ତୁ ପୁରା‌ ଖବର

ସ୍ତ୍ରୀକୁ ହରାଇ ସ୍ଵାମୀ କାନ୍ଦୁଛି ଆଉ ମାଆକୁ ହରାଇ ପୁଅ କାନ୍ଦୁଛି । ଜଣେ ବରିଷ୍ଠ ସେବାୟତ ଏଭଳି ଏକ ମନ୍ତବ୍ୟ ଦେଇଛନ୍ତି ଯାହାକୁ ନେଇ ଏବେ ଚର୍ଚ୍ଚା ହେଉଛି । ବରିଷ୍ଠ ସେବାୟତ ଜଣଙ୍କର ବିବେକହୀନ ମନ୍ତବ୍ୟ ଏବେ ଶୁଣିବାକୁ ମିଳୁଛି । ସେବାୟତ ଜଣକ କହିଛନ୍ତି ଯିଏ ମରିଗଲେ ସେ ମୁକ୍ତି ପାଇଗଲେ । ଆୟୁଷ ଥାଉ ଥାଉ ଭକ୍ତ ମଲେ । ଦୋଷ ତ୍ରୁଟି କଥା ଭୁଲିଗଲେ । ପ୍ରଭୁ ଜଗନ୍ନାଥଙ୍କ ଦର୍ଶନ … Read more

ପୁରୀକୁ ଆସି ଦିଦିଙ୍କୁ ପାନେ ଦେଲେ ବଙ୍ଗାଳୀ ଭକ୍ତ, ରଥଯାତ୍ରାକୁ ନେଇ ଜଗତଗୁରୁ କହିଦେଲେ ବଡ଼ କଥା

ଆପଣମାନେ ସମସ୍ତେ ତ ଦୀଘା ଜଗନ୍ନାଥ ମନ୍ଦିର ବିଷୟରେ ଜାଣିଥିବେ । ଆଉ ଏହାକୁ ନେଇ ଆସୁଥିବା ବିବାଦ ବିଷୟରେ ବି ଖବର ପାଉଥିବେ । ଏବେ ଦୀଘା ଧାମ ବିବାଦକୁ ନେଇ ଜଗତଗୁରୁ ରାମଭଦ୍ରାଚାର୍ଯ୍ୟଙ୍କ ବଡ ବୟାନ ସାମ୍ନାକୁ ଆସିଛି । ଶ୍ରୀକ୍ଷେତ୍ର ପୁରୀ ହିଁ ନୀଳାଚଳ ଧାମ ଅଟେ ଆଉ ଏଠାରେ ହିଁ ବିରାଜମାନ ପ୍ରଭୁ ଜଗନ୍ନାଥ । ପଶ୍ଚିମବଙ୍ଗରେ ହୋଇପାରିବ ନାହିଁ ଜଗନ୍ନାଥ ଧାମ । ଦୀଘା ଧାମ ଜଗନ୍ନାଥ ଧାମ ବୋଲି … Read more