ଜୁଲାଇ ୧୬ରେ ୟେମେନରେ ଫାଶୀ ପାଇବେ ଭାରତୀୟ ମହିଳା ନର୍ସ, କାହିଁକି ଜାଣିଲେ ତାଜୁବ୍ ହେବେ
କେରଳର ନିମିଶା ପ୍ରିୟା । ପାଠପଢ଼ା ସାରି ୟେମେନକୁ ଚାଲିଯାଇଥିଲେ । ସେଠାରେ ଜଣେ ଲୋକପ୍ରିୟ ନର୍ସ ଭାବେ ନିଜର ପରିଚୟ ମଧ୍ୟ ବନାଇଥିଲେ । ନର୍ସ ଜଣକ ଏଭଳି କିଛି କାମ କରିଛନ୍ତି ଯାହାକୁ ନେଇ ଏବେ ସବୁଠି ଚର୍ଚ୍ଚା ହେଉଛି । ଏହି ନର୍ସ ଜଣକ ଏବେ ଫାଶୀ ଖୁଣ୍ଟରେ ଝୁଲିବାକୁ ଯାଉଛନ୍ତି । ୟେମେନ ଅଞ୍ଚଳରେ ଫାଶୀ ଖୁଣ୍ଟରେ ଝୁଲିବେ ଭାରତୀୟ ନର୍ସ । ଆସନ୍ତା ୧୬ ତାରିଖରେ ୟେମେନରେ ଫାଶୀ ଖୁଣ୍ଟରେ … Read more