୨୦୫୦ ସୁଦ୍ଧା ବିଶ୍ଵର ସବୁଠୁ ବଡ଼ ମୁସଲିମ ରାଷ୍ଟ୍ର ହୋଇପାରେ ଭାରତ, ହିନ୍ଦୁଙ୍କ ସ୍ଥିତି ହେବ ଏମିତି, ଜାଣନ୍ତୁ ପୁରା‌ ଖବର

ବଦଳୁଛି ବୈଶ୍ଵିକ ଧାର୍ମିକ ପରିଦୃଶ୍ୟ। କମିବାରେ ଲାଗିଛନ୍ତି ହିନ୍ଦୁ। ଦ୍ରୁତ ଗତିରେ ବଢୁଛି ମୁସଲିମ ସମ୍ପ୍ରଦାୟଙ୍କ ସଂଖ୍ୟା। ଖ୍ରୀଷ୍ଟିଆନଙ୍କ ସଂଖ୍ୟାରେ ବି ହ୍ରାସ। ଆସନ୍ତା ୨୫ ବର୍ଷ ଭିତରେ ଇଣ୍ଡୋନେସିଆକୁ ପଛରେ ପକାଇ ବିଶ୍ଵର ସବୁଠୁ ବଡ଼ ମୁସଲିମ ରାଷ୍ଟ୍ର ହେବ ଭାରତ। ପ୍ୟୁ ରିସର୍ଚ୍ଚ ସେଣ୍ଟରର ତାଜା ରିପୋର୍ଟରୁ ଖୁଲାସା। ରିପୋର୍ଟ ଅନୁସାରେ, ୨୦୧୦ ରୁ ୨୦୨୦ ମଧ୍ୟରେ ଅନ୍ୟ ଧର୍ମ ତୁଳନାରେ ମୁସଲିମଙ୍କ ସଂଖ୍ୟା ୩୪.୭ କୋଟି ବୃଦ୍ଧି ହୋଇଛି। ବୈଶ୍ଵିକ ସ୍ତରରେ ମୁସଲିମଙ୍କ … Read more

ଅଧ୍ୟାପକ କଣ ମାଗୁଥିଲେ? ଯାହାକୁ ସହି ନ ପାରି ପେଟ୍ରୋଲ ଢ଼ାଳି ନିଜ ଦେହରେ ନିଆଁ ଲଗେଇଦେଲେ ଛାତ୍ରୀ, ଜାଣନ୍ତୁ ପୁରା‌ ଘଟଣା

ଅଧ୍ୟାପକଙ୍କ ଦୁର୍ବ୍ୟବହାର ଅଭିଯୋଗରେ ଛାତ୍ରୀଙ୍କ ଜୀବନ ହାରିବା ଉଦ୍ୟମ । ଏଭଳି ଘଟଣା ସାମ୍ନାକୁ ଆସିଛି ବାଲେଶ୍ୱର ସ୍ଥିତ ଫକୀର ମୋହନ ମହାବିଦ୍ୟାଳୟରେ । କଲେଜର ଜଣେ ଛାତ୍ରୀ ନିଜ ଦେହରେ ନିଆଁ ଲଗାଇ ଜୀବନ ହାରିବାକୁ ଉଦ୍ୟମ କରିଛନ୍ତି । ଗୁରୁତର ଛାତ୍ରୀଙ୍କୁ ଛାତ୍ରଛାତ୍ରୀ ଓ କଲେଜ କର୍ମଚାରୀ ଉଦ୍ଧାର କରି ପ୍ରଥମେ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ପରେ ତାଙ୍କର ଅଧିକ ଚିକିତ୍ସା ପାଇଁ ଭୁବନେଶ୍ବର ଏମ୍ସକୁ ସ୍ଥାନାନ୍ତରିତ କରାଯାଇଥିବାର … Read more

ଶ୍ରାବଣ ମାସ: ନଡ଼ିଆ ହେଉ କି କଦଳୀ… ଭୁଲ୍ ରେ ବି ଶିବଲିଙ୍ଗରେ ଚଢାନ୍ତୁ ନାହିଁ ଏହି ୫ ଜିନିଷ

ଜୁଲାଇ ୧୧ ତାରିଖରୁ ପବିତ୍ର ଶ୍ରାବଣ ମାସ ଆରମ୍ଭ ହୋଇଛି, ଯାହା ଅଗଷ୍ଟ ୯ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ସମୟରେ ଭଗବାନ ଶିବଙ୍କ ଭକ୍ତମାନେ ତାଙ୍କୁ ଖୁସି କରିବା ପାଇଁ ପ୍ରତି ସୋମବାର ଉପବାସ ରଖନ୍ତି ଏବଂ ତାଙ୍କର ପୂଜା କରନ୍ତି । ଭଗବାନ ଶିବଙ୍କ ପୂଜା ବହୁତ ସରଳ, ଭକ୍ତମାନେ ଭକ୍ତି ସହିତ ଜଳ ପାତ୍ର ଅର୍ପଣ କଲେଭଗବାନ ଶିବ ଖୁସି ହୋଇଥାନ୍ତି । ଆପଣମାନେ ତ ଜାଣିଥିବେ ପୂଜା ସମୟରେ ସମସ୍ତ … Read more

ପ୍ରଥମ ସ୍ତ୍ରୀ ଚାଲିଯିବା ପରେ ବାପା ପୁଣି ଥରେ ବାହା ହୋଇଥିଲେ ହେଲେ ପୁଅ କରି ବସିଲା ପାପ, ଜାଣନ୍ତୁ ପୁରା‌ ଘଟଣା

ହରିୟାଣାର ନୁହରୁ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି। ଏଠାରେ, ଜଣେ ବ୍ୟକ୍ତିଙ୍କ ପ୍ରଥମ ସ୍ତ୍ରୀର ମୃତ୍ୟୁ ପରେ, ସେ ପୁଣି ଥରେ ବିବାହ କରିଥିଲେ। ପୁନର୍ବାର ସୁଖ ସଂସାର ଗଢିବାକୁ ସ୍ବପ୍ନ ଦେଖିଥିଲେ । କିନ୍ତୁ କିଏ ଜାଣିଥିଲା ତାଙ୍କର ଏହି ସ୍ବପ୍ନ ଧୂଳିସାତ ହୋଇଯିବ । ଯାହାକୁ ବିବାହ କରି ଘରକୁ ଆଣିଥିଲେ ସେ ତାଙ୍କର ଅଣ୍ଟି ଛୁରୀ ହୋଇ ତଣ୍ଟି କାଟିଲା । ପୁଅର ଯତ୍ନ ନେବାକୁ ସାବତ ମା ହୋଇ ଘରକୁ … Read more

ଭୁବନେଶ୍ବର ଜନସଭାରେ ବାଳିକା ଠାରୁ ପପି ନେଲେ ରାହୁଲ୍ ଗାନ୍ଧୀ, କଣ କହିଲେ ଦେଖନ୍ତୁ

କଂଗ୍ରେସ ନେତା ରାହୁଲ ଗାନ୍ଧୀ ଭୁବନେଶ୍ବରରର ବରମୁଣ୍ଡା ପଡ଼ିଆ ସମାବେଶରେ ଜନସାଧାରଣଙ୍କୁ ସମ୍ବୋଧନ କରିଛନ୍ତି। ଏହି ସମୟରେ ଭାଜପାକୁ କଡ଼ା ଟାର୍ଗେଟ୍‌ କରିଛନ୍ତି ରାହୁଲ। ଏହା ସହିତ ରଥଯାତ୍ରା ଅଘଟଣକୁ ନେଇ ମଧ୍ୟ ଟାର୍ଗେଟ କରିଛନ୍ତି ରାହୁଲ। ଆଦାନୀ ପାଇଁ ରଥକୁ ରୋକାଯାଉଛି ବୋଲି କହିଲେ ରାହୁଲ। ଏହା ଆପଣଙ୍କ ସରକାର ନୁହେଁ, ଆଦାନୀଙ୍କ ଭଳି ଉଦ୍ୟୋଗପତିଙ୍କ ସରକାର। ଓଡ଼ିଶାରେ ୪୦ ହଜାରରୁ ଊଦ୍ଧର୍‌ବ ମହିଳା ଗାଏବ ହୋଇଛନ୍ତି। ଏମାନେ କୁଆଡ଼େ ଗଲେ କେହି ଜାଣିନାହାନ୍ତି। ମହିଳାଙ୍କୁ … Read more

ଝିଅ ରୋଜଗାର କଲା ବୋଲି ବାପାର ପୁରୁଷପଣିଆକୁ ବାଧି ଗଲା, ଝିଅକୁ ଜୀବନରୁ ମାରିଦେଲା, ଜାଣନ୍ତୁ ପୁରା‌ ଘଟଣା

ଝିଅ ରୋଜଗାର କଲା ବୋଲି ବାପାର ପୁରୁଷପଣିଆକୁ ବାଧି ଗଲା । ପରକଥା ଶୁଣି ଭୀଷଣ ରାଗିଗଲା ଆଉ ସୈତାନ ସାଜି ନିଜ ଜନ୍ମ କଲା ଝିଅକୁ ଜୀବନରୁ ମାରିଦେଲା । ଝିଅର ଏକମାତ୍ର ଭୁଲ ଥିଲା ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା । ଦର୍ଶକବନ୍ଧୁ ଆପଣ କୁହନ୍ତୁ ଏହି କଥାରେ କେହି କଣ କାହାକୁ ଗୁଳିମାରି ହତ୍ୟା କରିପାରେ । ସେ ପୁଣି ନିଜ ଜନ୍ମ କଲା ଝିଅକୁ । ଲୋକେ ଟୁପୁରୁଟାପୁରୁ ହେଲେଣି … Read more

ଏହି ସାଂଘାତିକ ଅପରାଧ କରି ବନ୍ଧା ହୋଇ ଜେଲ୍ ଗଲେ ଅଭିନେତା ପାର୍ଥସାରଥୀ, ଜାଣନ୍ତୁ କାହିଁକି ବାନ୍ଧିଲା ପୁଲିସ୍

ଓଲିଉଡ୍ ଅଭିନେତା ପାର୍ଥସାରଥୀ ରାୟ ଗିରଫ । NBW ଆଧାରରେ ଗିରଫ କଲା ବଡଗଡ଼ ଥାନା ପୋଲିସ । କୋର୍ଟ ନିୟମ ଖିଲାପ କରିଥିବାରୁ ଗିରଫ ନିର୍ଦ୍ଦେଶ ଦେଇଥିଲେ JMFC କୋର୍ଟ । ପାର୍ଥଙ୍କ ବିରୋଧରେ ଜାରି ହୋଇଥିଲା ଜାମିନବିହୀନ ଗିରଫ ପରୱାନା । ଅଭିନେତା ପାର୍ଥଙ୍କୁ ପୋଲିସ ଗିରଫ କରିବା ପରେ ତାଙ୍କୁ କୋର୍ଟଚାଲାଣ କରାଯାଇଛି। ତେବେ ପୂର୍ବରୁ ତାଙ୍କର ଛାଡପତ୍ର ମାମଲା ଚାଲିଥିଲା । ପାର୍ଥଙ୍କ ବିରୋଧରେ ହତ୍ୟା ଧମକ ଓ ଭିଡିଓ ଭାଇରାଲ … Read more

ହଜାର ଟଙ୍କା ନିବେଶରେ ହେବେ ମାଲାମାଲ୍, ପ୍ରତି ମାସରେ ମିଳିବ ୫୫୦୦, ଜାଣନ୍ତୁ ଏହି‌ ସ୍କିମ୍ ବିଷୟରେ

ସରକାର ଅନେକ ପ୍ରକାରର ସ୍କିମ୍ ଆଣୁଛନ୍ତି । ଆଉ ଏବେ କିଛି ଏଭଳି ସ୍କିମ ଆସିଛି ଯାହା ବହୁତ ଭଲ ଅଟେ । ଏହି ବିଷୟରେ ସମ୍ପୂର୍ଣ୍ଣ ଖବର ଆପଣମାନେ ଏହି ଭିଡିଓ ମାଧ୍ୟମରେ ପାଇପାଇବେ । ପୋଷ୍ଟ ଅଫିସରେ ଅନେକ ପ୍ରକାରର ଯୋଜନା ଆସୁଛି । ଏବେ ପୋଷ୍ଟ ଅଫିସର ଏକ ଦମଦାର ସ୍କିମ୍ ଆସିଛି । ଏହି ସ୍କିମ ହେଉଛି ପ୍ରତି ମାସରେ ୫୫୦୦ ଟଙ୍କା ମିଳିବ । ଆପଣ ୧୦୦୦ ଟଙ୍କା ନିବେଶ … Read more

ରୋଡ଼ରେ ପ୍ରେମିକକୁ ଶକ୍ତ ଚାପୁଡ଼ା ମାରିଲା ପ୍ରେମିକା, ହେଲେ କାହିଁକି… ଦେଖନ୍ତୁ ଭିଡିଓ

ଆଜିକାଲି ସମାଜରେ ଏଭଳି ସବୁ ଘଟଣା ଘଟୁଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଆଜିକାଲି ଯୁଗରେ ପ୍ରେମିକ ଆଉ ପ୍ରେମିକା ଏଭଳି ସବୁ କାମ କରୁଛନ୍ତି ଯାହା ଏହି ସମାଜ ପାଇଁ ନିନ୍ଦନୀୟ ଅଟେ । ପ୍ରେମ ବିଶ୍ୱାସ ଆଉ ଭରଷାରେ ହୋଇଥାଏ । ଆଉ ପ୍ରେମରେ ଯିଏ ମିଛ କଥା କହିଥାଏ ତାଠାରୁ ଖରାପ ଏହି ସମାଜରେ କେହି ନାହାନ୍ତି । ଏହି ଭିଡିଓ ମାଧ୍ୟମରେ ଆପଣମାନେ ଜାଣିପାରିବେ କି ଜଣେ ପ୍ରେମିକ … Read more

ୟୁଟ୍ୟୁବ୍‌ର ନୂଆ ମନିଟାଇଜେସନ୍ ପଲିସି, ଏଣିକି ଏହିସବୁ ଭିଡିଓ ହେବନି ମନିଟାଇଜ୍, ମିଳିବନି ଟଙ୍କାଟାଏ ବି

ଲୋକପ୍ରିୟ ଭିଡିଓ ଷ୍ଟ୍ରିମିଂ ପ୍ଲାଟଫର୍ମ ୟୁଟ୍ୟୁବ୍ । ଏହା ଆଗାମୀ ଦିନରେ କପି ଏବଂ ରିପିଟ୍ ବିଷୟବସ୍ତୁ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ । ଏହି ନୂଆ ନିୟମ ଆସନ୍ତା ଜୁଲାଇ ୧୫ ତାରିଖଠାରୁ କାର୍ଯ୍ୟକାରୀ ହେବାକୁ ଯାଉଛି । ତେବେ ଏହି ନୂଆ ନୀତିରେ ବହୁଳ ଭାବରେ ପୁନଃବ୍ୟବହୃତ କଣ୍ଟେଣ୍ଟ ଉପରେ ରୋକ୍ ଲାଗିବ । ଏନେଇ ପ୍ଲାଟଫର୍ମ ବିଶେଷ ଧ୍ୟାନ ଦେଉଛି । ସଂଶୋଧିତ ନିର୍ଦ୍ଦେଶାବଳୀ ୟୁଟ୍ୟୁବର ଅଫିସିଆଲ୍ ପେଜ୍ରେ ପ୍ରକାଶିତ ହୋଇଛି … Read more