ପୁଣି ଜଣେ ଅଧ୍ୟାପକଙ୍କ କଳା କାରନାମା, ଛାତ୍ରୀ ସହ ଜୋର୍ ଜବରଦସ୍ତ ରଖୁଥିଲେ ଶାରୀରିକ ସମ୍ପର୍କ, ଜାଣନ୍ତୁ ପୁରା‌ ଘଟଣା

ସାରା ରାଜ୍ୟ ବାଲେଶ୍ୱର ଫକୀର ମୋହନ ମହାବିଦ୍ୟାଳୟ ଘଟଣାକୁ ନେଇ ଏବେ ଉଠୁଥିବା ପଡୁଥିବାବେଳେ ଏହି ଘଟଣାକୁ ନେଇ ଗୁରୁବାର ରାଜ୍ୟରେ ବନ୍ଦର ଆହ୍ୱାନ କରାଯାଇଛି । ଏହି ବନ୍ଦ ଆଜି ଜାରି ରହିଥିବା ବେଳେ ସମ୍ବଲପୁରର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ଜଣେ ଛାତ୍ରୀଙ୍କୁ ନିର୍ଯ୍ୟାତନା ଦିଆଯିବା ଏବଂ ଏ ସମ୍ପର୍କରେ ଅଭିଯୁକ୍ତ ଜଣେ ସହାୟକ ପ୍ରଫେସରଙ୍କ ଗିରଫ ଘଟଣା ଏବେ ରାଜ୍ୟ ରାଜନୀତିକୁ ଆହୁରି ସରଗରମ କରି ଦେଇଛି । ପୁଲିସର ସୁଚନା ଅନୁଯାୟୀ, ସମ୍ବଲପୁରର … Read more

ପ୍ରିନ୍ସିପାଲଙ୍କ କାର୍ଯ୍ୟାଳୟରୁ ସୌମ୍ୟାଶ୍ରୀଙ୍କୁ ଦିଆଯାଇଥିଲା ପେଟ୍ରୋଲ? ପୀଡ଼ିତାଙ୍କ ସାଙ୍ଗ କହିଦେଲେ ସବୁକିଛି

ବାଲେଶ୍ବର ଏଫଏମ୍ କଲେଜ ଛାତ୍ରୀ ମୃତ୍ୟୁକୁ ନେଇ ଗୋଟିଏ ପରେ ଗୋଟିଏ ତଥ୍ୟ ସାମ୍ନାକୁ ଆସିଛି । ଏହି ଘଟଣାରେ ଏବେ ସହଦେବଖୁଣ୍ଟା ପୁଲିସର ଭୂମିକା ସନ୍ଦେହ ଘେରରେ । ଛାତ୍ରୀଙ୍କ ଅଭିଯୋଗ ଆଧାରରେ ମାମଲା ରୁଜୁ କରିନଥିଲା ପୁଲିସ । କେବଳ ଜେନେରାଲ ଡାଏରୀ କରି ଛାଡ଼ିଦେଇଥିଲା ସହଦେବଖୁଣ୍ଟା ଥାନା ପୁଲିସ । ଛାତ୍ରୀଙ୍କ ସହ ଦୁର୍ବ୍ୟବହାର ନେଇ ରିପୋର୍ଟରେ ଉଲ୍ଲେଖ ହୋଇଥିଲା । ଏବେ ପ୍ରଶ୍ନ ଆସୁଛି କି ପୂର୍ବରୁ ପେଟ୍ରୋଲର ଭୟାବହତା ସମ୍ପର୍କରେ … Read more

କେବଳ ମାସେ ବିନା ଚା’ ରେ, ଜାଣନ୍ତୁ ଶରୀରରେ ହେବାକୁ ଥିବା ୭ ବଡ଼ ପରିବର୍ତ୍ତନ, ଚା ପିଆଳି ନିଶ୍ଚିତ ଜାଣନ୍ତୁ

ଭାରତର ଲୋକମାନେ ଚା ପିଇବାକୁ ବହୁତ ପସନ୍ଦ କରିଥାନ୍ତି । ଭାରତରେ ଚା ପ୍ରତି ପ୍ରେମ ସବୁଠାରୁ ଅଧିକ । ଆମ ଦେଶରେ ଆପଣ ଅନେକ ଚା ପ୍ରେମୀ ପାଇବେ । ଆମ ମଧ୍ୟରୁ ଅନେକ ସକାଳେ ଦାନ୍ତ ଘଷିବା ପୂର୍ବରୁ ଚା ପିଇଥାଉ । ଚା ପିଇବା ପରେ, ଏପରି ଅନୁଭବ ହୁଏ ଯେପରି ଆମେ ନୂତନ ଶକ୍ତି ପାଇଛୁ । ଚା ଆମ ଜୀବନର ଏତେ ଅଂଶ ହୋଇଗଲାଣି ଯେ ଦିନକୁ ଗୋଟିଏ କିମ୍ବା … Read more

ସୌମ୍ୟାଶ୍ରୀ ଘଟଣାରେ ପିଅନଙ୍କ ସାଂଘାତିକ ବୟାନ, ପ୍ରିନ୍ସପାଲଙ୍କ ଦେହରେ ଲାଗିଥାନ୍ତା ନିଆଁ!

ଏଫଏମ ଛାତ୍ରୀ ସୌମ୍ୟାଙ୍କ ମୃତ୍ୟୁ ଖବର ସାରା ଓଡ଼ିଶାରେ ଚହଳ ପକାଇଛି। ଏହି ଘଟଣାରେ ବିରୋଧୀ ସରକାରଙ୍କୁ ଘେରିଥିବାବେଳେ ଅକଳରେ ପଡିଛନ୍ତି ଭାଜପା ସରକାର। ସେପଟେ ପଦାକୁ ଆସିଛି ରସିକିଆ ସମୀର ସାର୍‌ଙ୍କ ଭିଡିଓ। ଏହି ଘଟଣାରେ ବିରୋଧୀ ସରକାରଙ୍କୁ ଘେରିଥିବାବେଳେ ଅକଳରେ ପଡିଛନ୍ତି ଭାଜପା ସରକାର। ଏହାରି ଭିତରେ ଏଫଏମ କଲେଜର ପିଅନ କରିଛନ୍ତି ବଡ଼ ଖୁଲାସା। ସେଦିନ ସୌମ୍ୟାଶ୍ରୀଙ୍କ ମୃତ୍ୟୁବେଳେ ପ୍ରିନ୍ସପାଲଙ୍କ ଅଫିସ ସାମ୍ନାରେ କ’ଣ ହୋଇଥିଲା ସେନେଇ ବଡ଼ ଗୁମର ଫିଟାଇଛନ୍ତି ପିଅନ। … Read more

ସାର୍ ଙ୍କ ଅଛି ପ୍ରବଳ ଦୋଷ, ସୁନ୍ଦରୀ ଝିଅଙ୍କୁ ଦେଖିଲେ ରାତିସାରା ଶୋଇ ପାରୁନଥିଲେ, ଜାଣନ୍ତୁ କେଉଁ ଛାତ୍ରୀଙ୍କୁ କରୁଥିଲେ ଟାର୍ଗେଟ

ଗୁରୁଙ୍କ ନାଁରେ କଳଙ୍କ । ଅଧ୍ୟାପନା ନାଁରେ ବ୍ଲାକମେଲ୍‌ କରି ଛାତ୍ରୀଙ୍କ ସହ ରଖୁଥିଲେ ଅନୈତିକ ସମ୍ପର୍କ । ଏଫଏମ୍ କଲେଜ ଛାତ୍ରୀଙ୍କ ମୃତ୍ୟୁ ପଛର ମୁଖ୍ୟ ଖଳନାୟକ ସମୀର ସାହୁଙ୍କର ଟ୍ରାକ ରେକର୍ଡ କିଛି ଏମିତି ଥିଲା । ଯୁଆଡ଼େ ଯାଉଥିଲେ ସବୁଠି ନାଁ ପକାଉଥିଲେ । ଅଧ୍ୟାପକ ସମୀର ସାହୁ ଚାକିରି ଆରମ୍ଭରୁ ଏବେ ଯାଏଁ ଅଧ୍ୟାପନା କ୍ୟାରିୟର କେବଳ କଳଙ୍କିତ ଇତିହାସରେ ପରିପୂର୍ଣ୍ଣ । ଯୁଆଡ଼େ ଯାଇଛନ୍ତି ନାଁ ପକାଇଛନ୍ତି । କେନ୍ଦ୍ରାପଡ଼ାରୁ … Read more

ଆସନ୍ତା କାଲି ୧୭ରେ କଂଗ୍ରେସର ଓଡିଶା ବନ୍ଦ ଡାକରା, ଜାଣନ୍ତୁ କାହିଁକି ଏ ଷ୍ଟ୍ରାଇକ୍ ଓ କ’ଣ ଖୋଲା, କ’ଣ ବନ୍ଦ

ଏଫଏମ୍ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କୁ ନ୍ୟାୟ ଦାବିରେ ଗୁରୁବାର ଓଡ଼ିଶା କଂଗ୍ରେସ ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି । ଏହାକୁ ନେଇ ରାଜ୍ୟ ପେଟ୍ରୋଲ ଡିଲର୍ ସଂଘ ପକ୍ଷରୁ ବଡ଼ ନିଷ୍ପତ୍ତି ନିଆଯାଇଛି । ଓଡ଼ିଶା ବନ୍ଦ ଯୋଗୁଁ ସାରା ରାଜ୍ୟରେ ପେଟ୍ରୋଲ ପମ୍ପ ୧୨ ଘଣ୍ଟା ବନ୍ଦ ରହିବ । ଏନେଇ ସଂଘ ସଭାପତି ଶଶାଙ୍କ ଶେଖର ସାହୁ ସୂଚନା ଦେଇଛନ୍ତି । ସୁରକ୍ଷା ଦୃଷ୍ଟିରୁ ସକାଳ ୬ରୁ ସଂଧ୍ୟା ୬ଟା ଯାଏ ପେଟ୍ରୋଲ … Read more

ବିଲକୁଲ ବି ଜଳିଲା ନାହିଁ ସୌମ୍ୟାଶ୍ରୀଙ୍କର ଜୁଇ, ଲୋକେ କହିଲେ ସୌମ୍ୟାଙ୍କ ଆତ୍ମାକୁ ମିଳିନି ଶାନ୍ତି, ଜାଣନ୍ତୁ କାହିଁକି

ଆପଣମାନେ ସମସ୍ତେ ତ ବାଲେଶ୍ଵର ଜିଲ୍ଲା ଏଫଏମ କଲେଜରେ ଘଟିଥିବା ଘଟଣା ବିଷୟରେ ଜାଣିଥିବେ । ଏହି କଲେଜର ଛାତ୍ରୀ ସୌମ୍ୟାଶ୍ରୀ ବିଶି କଲେଜ ଭିତରେ ଆତ୍ମହୁତି ଦେଇଥିଲେ । ସେ ନିଜ ଦେହରେ ପେଟ୍ରୋଲ ପକାଇ ନିଜକୁ ଜାଳି ଦେଇଥିଲେ । ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଗଲା । ତାଙ୍କୁ ହରାଇ ତାଙ୍କ ଗାଁ ଲୋକମାନେ ସବୁ କାନ୍ଦି ପକାଉଛନ୍ତି । ତାଙ୍କୁ ହରାଇ ତାଙ୍କ ସାହି ପଡିଶା, ସାଙ୍ଗସାଥୀ, ବନ୍ଧୁବାନ୍ଧବ ସବୁ ଦୁଃଖ … Read more

ସିଗାରେଟ୍ ପରି କ୍ଷତିକାରକ ସିଙ୍ଗଡ଼ା ଓ ଜିଲାପି, ଚେତାବନୀ ଦେଲେ ସରକାର, ଜଳଖିଆ ଦୋକାନରେ ଲାଗିବ ଓ୍ୱାର୍ଣ୍ଣିଂ ବୋର୍ଡ

ବର୍ତ୍ତମାନ ଭାରତରେ ମୋଟାପଣ, ମଧୁମେହ, ଉଚ୍ଚ ରକ୍ତଚାପ ଏବଂ ହୃଦଘାତ ଭଳି ରୋଗ ବଡ଼ ସମସ୍ୟା ହୋଇଯାଇଛି । ଦୈନନ୍ଦିନ ଜୀବନଶୈଳୀରେ ପରିବର୍ତ୍ତନ, କମ ଶାରିରୀକ ପରିଶ୍ରମ, ଶୋଇବା ଏବଂ ବିଶେଷକରି ଖାଇବା ଏହାର ପ୍ରମୁଖ କାରଣ ଅଟେ । ଭାରତୀୟମାନେ ଦୈନିକ ଜଳଖିଆରେ ଖାଉଥିବା ତେଲ ଜାତୀୟ ଖାଦ୍ୟ ଯଥା ବରା, ପୁରୀ, ସିଙ୍ଗଡ଼ା, ଚା ଏବଂ ତମାଖୁ ଆଦି କେତେ ହାନିକାରକ ତାହା ବିଷୟରେ ମଧ୍ୟ ଅଧିକାଂଶ ଲୋକ ଅନବିଜ୍ଞ ଅଟନ୍ତି । କେନ୍ଦ୍ର … Read more

କଲେଜ ପ୍ରିନ୍ସପାଲଙ୍କ ଖୋଲିଲା ପୋଲ୍‌, ଧରାପଡ଼ିଗଲା ସବୁ କଳା କାରନାମା, ହେଲା ସାଂଘାତିକ ଖୁଲାସା, ଜାଣନ୍ତୁ

ବାଲେଶ୍ବର ଛାତ୍ରୀ ମୃତ୍ୟୁ ଘଟଣାରେ ସାମ୍ନାକୁ ଆସିଛି ନୂଆ ଟ୍ବିଷ୍ଟ । ଛାତ୍ରୀଙ୍କ ଯୌନ ନିର୍ଯାତନା ଅଭିଯୋଗ ନେଇ କଲେଜର ଆଭ୍ୟନ୍ତରୀଣ ଅଭିଯୋଗ କମିଟି ପ୍ରକୃତରେ ବିଭାଗ ମୁଖ୍ୟ ସମୀର ସାହୁଙ୍କ ବିରୋଧରେ ରିପୋର୍ଟ ଦେଇଥିଲା । ଏହି ରିପୋର୍ଟରେ କୁହାଯାଇଥିଲା ଯେ, ଏଚଓଡି ସମୀର ସାହୁଙ୍କ ବ୍ୟବହାର ଠିକ ନଥିଲା, ତାଙ୍କୁ HOD ପଦରୁ ପରିବର୍ତ୍ତନ ପାଇଁ କମିଟି ସୁପାରିସ କରିଥିଲା । ଏକଥା ଗଣମାଧ୍ୟମ ଆଗରେ କହିଛନ୍ତି, କମିଟିର ଜଣେ ସଦସ୍ୟା ମିନତୀ ସିରି … Read more

କାନ୍ଦି କାନ୍ଦି ଏମିତି କହିଦେଲେ ସୌମ୍ୟାଶ୍ରୀଙ୍କ ବାପା: ରାଷ୍ଟ୍ରପତି, ରାଜ୍ୟ ସରକାର ମତେ …

ବାଲେଶ୍ୱର ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟ ଇଣ୍ଟିଗ୍ରେଟେଡ୍‌ ବିଏଡ୍‌ ଦ୍ୱିତୀୟ ବର୍ଷ ଛାତ୍ରୀ ସୌମ୍ୟାଶ୍ରୀ ବିଶି ଶେଷରେ ଆଖିବୁଜିଛନ୍ତି। ସୌମ୍ୟାଶ୍ରୀଙ୍କ ପଳାସିଆ ଗାଁ ମଶାଣିରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଗାଁ ଝିଅକୁ ଅଶ୍ରୁଳ ବିଦାୟ ଦେଇଥିଲେ ହଜାର ହଜାର ଲୋକ। ସୌମ୍ୟାଶ୍ରୀଙ୍କ ମୃତ୍ୟୁକୁ ନେଇ ରାଜନୀତି ଜୋର ଧରିଛି। ଏହି ଘଟଣାରେ କଂଗ୍ରେସ ଏବଂ ବିଜେଡି ରାଜ୍ୟ ସରକାରଙ୍କୁ ଦାୟୀ କରିଛନ୍ତି। ଏହାକୁ ନେଇ ମୁହଁ ଖୋଲିଛନ୍ତି ସୌମ୍ୟାଶ୍ରୀଙ୍କ ବାପା। ସେ ଭାବପ୍ରବଣ ହୋଇ କହିଛନ୍ତି, ମୋ … Read more