ଗର୍ଭବତୀ ସମୟରେ ଫିଜିକାଲି ଟରଚର୍ କରୁଥିଲେ OAS ବାବୁ, ଜବରଦସ୍ତି ରଖୁଥିଲେ ଶାରୀରିକ ସମ୍ପର୍କ, ଜାଣନ୍ତୁ ପୁରା‌ ଘଟଣା

ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀ ତଥା ସ୍ବାମୀ ସାର୍ଥକ ମହାପାତ୍ରଙ୍କ ବିରୋଧରେ ପତ୍ନୀ ଅର୍ଚ୍ଚନା ଦାଶ ବର୍ଷିଛନ୍ତି। ଭୁବନେଶ୍ବରରେ ସାମ୍ବାଦିକ ସମ୍ମିଳନୀ କହି କହିଛନ୍ତି, ଛାଡ଼ପତ୍ର ନୋଟିସ ପାଇନାହିଁ। ମୁଁ ତାଙ୍କ ଘରେ ରହୁଥିଲି, ମୁଁ କେମିତି ନିର୍ଯାତନା ଦେବି। ମୋର ସ୍ବାମୀ ମୋତେ ଓ ମୋ ଛୁଆକୁ ହସ୍ପିଟାଲରେ ଏକୁଟିଆ ଛାଡ଼ି ଚାଲି ଆସିଲେ। ହସ୍ପିଟାଲ ପେମେଣ୍ଟ ଦେଇନାହାନ୍ତି, ମୋ ପାଖରେ ସବୁ ପ୍ରମାଣ ଅଛି। ମୋ ଶାଶୁଙ୍କ ସେବା କରିଛି, ବୋହୂ ଭାବେ ସବୁ … Read more

ଚାରିମାସର ପ୍ରେମ ଚାରିଦିନରେ ଶେଷ…ସରିଲା ଚୌଉଠି ରାତି , ମରିଗଲା ନୂଆବୋହୂ ଦିପାଲୀ, ଜାଣନ୍ତୁ ପୁରା‌ ଘଟଣା

ଆଜିକାଲି ଦୁନିଆରେ ପ୍ରେମ ବିବାହ ତ ପ୍ରାୟ ଲୋକମାନେ କରୁଛନ୍ତି । ଆଉ ଏବେ ପ୍ରେମ ବିବାହକୁ ନେଇ ଅନେକ କିଛି ଘଟଣା ବି ଘଟୁଛି । ଏବେ ଜଣେ ଯୁବକ ଆଉ ଯୁବତୀ ଚାରିମାସ ହେଲା ପ୍ରେମ କରୁଥିଲେ । ସେମାନେ ପରସ୍ପରକୁ ବହୁତ ଭଲ ପାଉଥିଲେ । ଆଉ କେହି କାହା ବିନା ରହିପାରୁ ନଥିଲେ । ବସଷ୍ଟାଣ୍ଡରୁ ତାଙ୍କର ପ୍ରେମ ଆରମ୍ଭ ହୋଇଥିଲା । ଏହି ଯୁବକ ଆଉ ଯୁବତୀ ୨୫ ତାରିଖରେ … Read more

RBIର ସଂକେତ: ଶେଷ ହେବ ମାଗଣା ୟୁପିଆଇ ଟ୍ରାଞ୍ଜାକ୍ସନ, ଜାଣନ୍ତୁ ପୁରା‌ ଖବର

ଏବେ ଏବେ ଅନେକ କିଛି ଖବର ଆସିଛି ଅନଲାଇନ୍ ପେମେଣ୍ଟ ଆପକୁ ନେଇ । ଆପଣମାନେ ଏହି ଭିଡିଓ ମାଧ୍ୟମରେ ଏହିସବୁ ବିଷୟରେ ଜାଣିପାରିବେ । ଏବେ ଆରବିଆଇ ଦେଇଛି ବଡ ସୂଚନା । ୟୁପିଆଇରେ ପୈଠ ହେବ ନାହିଁ ମାଗଣା । ଏବେ ଆରବିଆଇ ଦେଲା ବଡ ସଂକେତ । ଆପଣଙ୍କ ପାଖରେ ସ୍ମାର୍ଟ ମୋବାଇଲ ଅଛି ତ ପାଖରେ ଟଙ୍କା ରଖିବା ଆବଶ୍ୟକତା ରହି ନଥାଏ । ମୋବାଇଲରେ ଗୋଟିଏ କ୍ଲିକ୍ କରି ସାଙ୍ଗସାଥୀ, … Read more

୨୦ ଲକ୍ଷ ମିଳିବ ଭାବି ବଳଙ୍ଗା ପୀଡିତା ଓ ତାଙ୍କ ପିଉସୀ ଯୋଜନା କରି ଏପରି କରିଥିଲେ, ଜାଣନ୍ତୁ ପୁରା‌ ଖବର

ଆପଣମାନେ ସମସ୍ତେ ବାଲେଶ୍ଵର ଏଫଏମ କଲେଜର ଘଟଣା ବିଷୟରେ ତ ଜାଣିଥିବେ । ଏହି ଯୁବତୀଙ୍କୁ ନେଇ ଅନେକ ପ୍ରକାରର ଖବର ଆସୁଛି । ସୌମ୍ୟାଶ୍ରୀଙ୍କ ମୃତ୍ୟୁ ମାମଲାରେ ତାଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କା ମିଳିଛି । ତାଙ୍କୁ ସରକାର ୨୦ ଲକ୍ଷ ଟଙ୍କା ଦେଲେ ଆଉ ଏଭଳି ଭାବନା ରଖି କିଛି କାମ କରିଛନ୍ତି ଆଉ ଜଣେ ଯୁବତୀ । ସୌମ୍ୟାଶ୍ରୀ ନିଜକୁ ନ୍ୟାୟ ଦେବା ପାଇଁ ଆତ୍ମହୁତି ଦେଲେ ଆଉ ଏବେ ଏଭଳି … Read more

ପୁଅ ଜନ୍ମ ପରେ ପତ୍ନୀଙ୍କୁ ଡାକ୍ତରଖାନା ବେଡ୍‌ରେ ଛାଡ଼ି ପଳାଇଲେ ଓଏଏସ୍‌ ବାବୁ, ଜାଣନ୍ତୁ ପୁରା‌ ଘଟଣା

ବଡ଼ ଘର ବଡ଼ ଗୁମର କଥା। ବଡ଼ ବାବୁଙ୍କ ରୋଚକ କାହାଣୀ। ଥାନାରେ ପହଞ୍ଚିଲା ପରିବାର ଭିତରର ସମସ୍ୟା। ଖୋଦ ପତ୍ନୀ ଆଣିଲେ ସଂଗୀନ ଅଭିଯୋଗ। ଆଜି ଭୁବନେଶ୍ୱର ମହିଳା ଥାନାରେ ନିଜ ସ୍ୱାମୀ, ଶାଶୁ ଓ ନଣନ୍ଦଙ୍କ ନାମରେ ଅଭିଯୋଗ ଆଣିଛନ୍ତି ଜଣେ ମହିଳା। ତେବେ ଏହି ଅଭିଯୋଗ ଆସିଛି ଜଣେ ଓଏଏସ ବାବୁଙ୍କ ନାମରେ। ରାଜ୍ୟ ସରକାରରେ ଉଚ୍ଚ ପଦବିରେ ଥିବା ଓଏଏସ୍ ଅଧିକାରୀ ସାର୍ଥକ ସୌରଭ ମହାପାତ୍ରଙ୍କ ନାମରେ ତାଙ୍କ ପତ୍ନୀ ଅର୍ଚ୍ଚନା … Read more

ଭାରତ ଓ ବ୍ରିଟେନ ମଧ୍ୟରେ ବଡ଼ ଡ଼ିଲ, ଓଡ଼ିଶା ପାଇଁ ସୁବର୍ଣ୍ଣ ସୁଯୋଗ, କମିବ ଏହି ସବୁ ସାମଗ୍ରୀ

ଗୁରୁବାର ବ୍ରିଟେନ୍‌ ଓ ଭାରତ ମଧ୍ୟରେ ବହୁ ପତୀକ୍ଷିତ ମୁକ୍ତ ବାଣିଜ୍ୟ ଚୁକ୍ତି ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବ୍ରିଟେନ ଗସ୍ତ ସମୟରେ ଦୁଇ ଦେଶର ବାଣିଜ୍ୟ ମନ୍ତ୍ରୀଙ୍କ ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା। ଏହି ଟ୍ରେଡ୍ ଡିଲ୍‌କୁ ନେଇ ଉଭୟ ଦେଶ ବେଶ୍ ଖୁସି ଅଛନ୍ତି। ବ୍ରେକ୍‌ଜିଟ୍‌ରୁ ଓହରିବା ପରେ ବ୍ରିଟେନ୍‌ର ଏହା ବଡ଼ ବିଜୟ ବୋଲି ୟୁକେବାସିନ୍ଦା କହୁଥିବା ବେଳେ ଭାରତ ପାଇଁ ଏକ ବଡ଼ ସୁଯୋଗର ଆଣିଛି। ଏଥିରେ ଭାରତ ବିପୁଳ ଲାଭବାନ … Read more

ସୁଭଦ୍ରାକୁ ନେଇ ପୁଣି ବଡ଼ ଅପଡେଟ୍‌, ପ୍ରଥମ ୨ୟ କିସ୍ତି ପାଇଥିବା ମହିଳାଙ୍କ କଟିବ ନାଁ, ଯଦି ଟଙ୍କାରେ କରିଛନ୍ତି ଏମିତି କାମ

ଅଗଷ୍ଟ ୯ ତାରିଖ ପରେ ଖୋଲିବ ସୁଭଦ୍ରା ପୋର୍ଟାଲ। ଏନେଇ ବୁଧବାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇ କହିଛନ୍ତି, ବାଦ୍‌ ପଡ଼ିଥିବା ହିତାଧିକାରୀଙ୍କୁ ଯୋଡ଼ିବାକୁ ସର୍ଭେ ହେବ। ୨୧ ବର୍ଷ ହୋଇଥିବା ଯୁବତୀ/ମହିଳା କରିପାରିବେ ଆବେଦନ। ସୂଚନାନୁସାରେ ପ୍ରଥମ କିସ୍ତି ନେଲା ପରେ କିଏ ଆଇଟି ରିଟର୍ଣ୍ଣ ଭରିଛି ତ ଆଉ କିଏ ଗାଡ଼ି କିଣିଥିବା ଜଣା ପଡିଛି। ଏହାର ସର୍ଭେ ହେବ, ତଥ୍ୟ ସଠିକ ଥିଲେ ଆଉ … Read more

ହୀରାକୁଦରୁ ମହାଦୀକୁ ଭାସି ଆସିଲା ବିରଳ ୨ ଗୋଡ଼ିଆ ମାଛ, ଏମିତି ମାଛ ଦେଖି ଲୋକେ ପୁରା ଛାନିଆ

ଅଧିକାଂଶ ସମୟରେ ଏଭଳି କିଛି ଜୀବ ଦେଖିବାକୁ ମିଳନ୍ତି, ଯାହାକୁ ଦେଖି ସାଧାରଣ ଲୋକଙ୍କ ସହ ବୈଜ୍ଞାନିକମାନେ ମଧ୍ୟ ଚକିତ ହୋଇଯାଆନ୍ତି। ଏଭଳି ଏକ ଜୀବ ଦେଖିବାକୁ ମିଳିଛି, ଯାହାକୁ ନେଇ ଏବେ ଲୋକଙ୍କ ମଧ୍ୟରେ ଚର୍ଚ୍ଚା ଜୋର ଧରିଛି। ତେବେ ମହାନଦୀରେ ଦେଖିବାକୁ ମିଳିଛି ଦୁଇ ଗୋଡ଼ିଆ ମାଛ। ବିରଳ ମାଛ ଦୁଇଟି ଯୋଡ଼ି ହୋଇ ମହାନଦୀରେ ପହଁରୁଛନ୍ତି। ଏମିତି ମାଛ ଆଗରୁ କେବେ ହେଲେ ଦେଖିବାକୁ ମିଳିନଥିଲା। ମାଛଟିର ପିଠି ପଟ କଳା ହେଇଥିବା … Read more

ସ୍ତ୍ରୀକୁ ବୁଲେଟ ଟାଙ୍କିରେ ବସେଇ ଚଲାଉଥିଲା ରସିକିଆ ସ୍ୱାମୀ, ବାହାରିଗଲା ସବୁ ମଜା, ଦେଖନ୍ତୁ ଭିଡିଓ

ବାଇକ ଚଳାଇ ରିଲ୍ କରିବା ପଡିଲା ମହଙ୍ଗା। କଟକ ସହରର ଧାଇପୁର ଅଞ୍ଚଳର ମୋହନ ସାହୁଙ୍କୁ ବାଇକ ଚଳାଇବା ବେଳେ ରିଲ୍‌ ଭିଡିଓ କରି ଦେଲେ ଜୋରିମାନା। କଟକ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆରଟିଓ) ତାଙ୍କୁ ୧୬,୦୦୦ ଟଙ୍କା ଜୋରିମାନା କରିଛି। ସିସିଟିଭି ଫୁଟେଜରେ ମୋହନ ଜଣେ ଯୁବତୀଙ୍କ ସହ ବିପଜ୍ଜନକ ଭାବେ ଦୁଇ ଚକିଆ ଗାଡି ଚଳାଉଥିବା ଦେଖାଯାଇଛି। ଯୁବତୀ ଜଣେ ଯାନର ତେଲ ଟାଙ୍କି ଉପରେ ବସି ସ୍ମାର୍ଟଫୋନରେ ରିଲ୍‌ ଭିଡିଓ ରେକର୍ଡ କରୁଥିବା … Read more

ବ୍ରିଟେନ ସହ ବାଣିଜ୍ୟ ଚୁକ୍ତିରେ ସବୁ ରାଜ୍ୟରୁ ଯିବ ସାମଗ୍ରୀ, ହେଲେ ଓଡ଼ିଶାରୁ ଯିବନି କିଛି ବି! ଜାଣନ୍ତୁ ପୁରା ଖବର

ଭାରତ ଏବଂ ୟୁନାଇଟେଡ୍ କିଙ୍ଗଡମ୍ (ୟୁକେ) ମଧ୍ୟରେ ସ୍ୱାକ୍ଷରିତ ହୋଇଥିବା ଐତିହାସିକ ବାଣିଜ୍ୟ ଚୁକ୍ତିକୁ ନେଇ ଏବେ ଭାରି ଚର୍ଚ୍ଚା ଚାଲିଛି । କାରଣ ଏହି ଚୁକ୍ତିଦ୍ବାରା ଭାରତ ନିଜ ଦେଶର ଅନେକ ସାମଗ୍ରୀକୁ ରପ୍ତାନୀ କରିପାରିବ । ଯାହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ମେକ୍ ଇନ୍ ଇଣ୍ଡିଆ’ ଏବଂ ‘ଭୋକାଲ୍ ଫର୍ ଲୋକାଲ୍’ ଅଭିଯାନକୁ ବେଶ୍ ପ୍ରୋତ୍ସାହିତ କରିବ । ଏହି ଚୁକ୍ତିନାମାକୁ ଆନୁଷ୍ଠାନିକ ଭାବେ ବ୍ୟାପକ ଅର୍ଥନୈତିକ ଏବଂ ବାଣିଜ୍ୟିକ ଚୁକ୍ତି (CETA) କୁହାଯାଉଛି … Read more