ପ୍ରଥମେ ସୌମ୍ୟାଶ୍ରୀ, ପରେ ବଳଙ୍ଗା ପୀଡିତା, ମୋହନଙ୍କୁ ବଞ୍ଚାଇଦେଲା ‘ରାଜନୀତି କରନି’ ଜାଣନ୍ତୁ ପୁରା‌ ଖବର

ଜୀବନ ସହିତ ସଂଘର୍ଷ କରି ଶେଷରେ ଆଖି ବୁଜିଲେ ବଳଙ୍ଗା ପୀଡ଼ିତା। ଏଫେମ୍ କଲେଜ ଛାତ୍ରୀ ସୌମ୍ୟାଶ୍ରୀଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ରାଜ୍ୟବାସୀ ଭୁଲି ନଥିବା ବେଳେ, ଏବେ ପୁଣିଥରେ ସମସ୍ତଙ୍କୁ ବଳଙ୍ଗା ପୀଡ଼ିତାଙ୍କ ଘଟଣା ମର୍ମାହତ କରିଦେଇଛି। ସମସ୍ତଙ୍କର ବିଶ୍ୱାସ ଥିଲା ଦିଲ୍ଲୀ ଏମ୍ସରୁ ଭଲ ହେଇ ଘରକୁ ଫେରିବେ ପୀଡ଼ିତା। ତେବେ ଦେଖିବାକୁ ଗଲେ ଉଭୟ ପୀଡ଼ିତାଙ୍କ କାହାଣୀ ଅଲଗା ଜଣେ ନିଜକୁ ପେଟ୍ରୋଲ ଢାଳି ଜାଳି ଦେଇଥିବା ବେଳେ ଅନ୍ୟଜଣଙ୍କୁ କିରୋସିନ ଢାଳି … Read more

ସୁଭଦ୍ରା ହିତାଧିକାରୀଙ୍କୁ ପ୍ରଭାତୀଙ୍କ ନିର୍ଦେଶ: ଚିଠି ଲେଖି ଜଣାଅ କେଉଁଥିରେ ଖର୍ଚ୍ଚ କଲ ସୁଭଦ୍ରା ଟଙ୍କା ନହେଲେ…

ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ସହ କଥା ହୋଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ସୋମବାର ଲୋକସେବା ଭବନରୁ ଭିଡିଓ କନଫରେନ୍ସ ମାଧ୍ୟମରେ ବିଭିନ୍ନ ଜିଲ୍ଲାର ସୁଭଦ୍ରା ହିତାଧିକାରୀଙ୍କ ସହ ଯୋଡ଼ି ହୋଇଥିଲେ ଉପମୁଖ୍ୟମନ୍ତ୍ରୀ। ହିତାଧିକାରୀମାନେ ସୁଭଦ୍ରା ଯୋଜନାରେ ମିଳିଥିବା ସହାୟତା ରାଶିର ଉପଯୋଗ କିଭଳି କରିଛନ୍ତି ସେ ବିଷୟରେ ପଚାରି ବୁଝିଥିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ବିଭାଗକୁ ଚିଠି ଲେଖିବା ପାଇଁ ସୁଭଦ୍ରା ଭଉଣୀଙ୍କୁ ପରାମର୍ଶ ଦେଲେ ପ୍ରଭାତୀ । ବର୍ତ୍ତମାନ ଜାରି ରହିଥିବା ସମୀକ୍ଷାରୁ ମିଳୁଥିବା ତଥ୍ୟ … Read more

ଦୁଇ ସାଙ୍ଗ ମିଶି ସୌମ୍ୟଶ୍ରୀଙ୍କୁ ମାରିଦେଲେ, ଜଣେ ପେଟ୍ରୋଲ ଆଉ ଦିଆସିଲି ଦେଇଥିଲା, ଆଉ ଜଣେ ରେକର୍ଡିଂ କରୁଥିଲା, ଜାଣନ୍ତୁ କିଏ ଅପରାଧୀ

ବାଲେଶ୍ବର ଫକୀରମୋହନ କଲେଜ ଛାତ୍ରୀ ଆତ୍ମାହୁତି ଘଟଣା ନେବ କି ନୂଆ ମୋଡ଼। ସାମ୍ନାକୁ ଆସିଲା ଆଉ ଏକ ନୂଆ ସିସିଟିଭି ଫୁଟେଜ। ଯାହାକୁ ନେଇ ବଢ଼ିଲା ସସ୍ପେନ୍ସ। ଭିଡିଓ ଫୁଟେଜରେ ଦେଖିବାକୁ ମିଳିଥିବା ଛାତ୍ରୀ ଜଣକ ପୀଡ଼ିତା ବୋଲି ସନ୍ଦେହ କରଯାଉଛି। ସେ ଆତ୍ମାହୁତି କରିବା ପୂର୍ବରୁ ପେଟ୍ରୋଲ ପମ୍ପକୁ ଯାଇ ନିଜେ ତେଲ ଆଣିଥିବା ବିଭିନ୍ନ ମହଲରେ ଚର୍ଚ୍ଚା । ତେବେ ଭିଡିଓରେ ପୀଡ଼ିତା ଜଣ ଅଛନ୍ତି ନା ଆଉ କିଏ ତାହା ଏବେ … Read more

ରାଜନୀତିକୁ ଫେରିବେ ପାଣ୍ଡିଆନ୍, ବିଜେଡ଼ିରେ ରହି ବିଜେପିକୁ ଓଡିଶାରୁ କରିବେ କି ସଫା? ଜାଣନ୍ତୁ ପୁରା ଖବର

ବିଜେଡି ରାଜନୀତିରେ ପାଣ୍ଡିଆନଙ୍କ ନାଁ କିଏ ବା ଜାଣି ନାହିଁ । ଏବେ ପୁଣି କିଛି ଖବର ବିଜେଡି ନେତା ପାଣ୍ଡିଆନଙ୍କୁ ନେଇ ଆସିଛି । ଏବେ ଖବର ଆସୁଛି କି ବିଜେଡିକୁ ଫେରିବେ ବିଜେଡି ହର୍ତ୍ତା କର୍ତ୍ତା । ସେ ସନ୍ନ୍ୟାସୀ ତ୍ୟାଗି ଧରିବେ ମଙ୍ଗ । ତାଙ୍କୁ ସୋସିଆଲ ମିଡିଆରେ ନେତାମାନେ ଝୁରୁଛନ୍ତି । ଏବେ ପାଣ୍ଡିଆନ ଦଳକୁ ଏଣ୍ଟ୍ରି କରିବେ ବୋଲି ସୂଚନା ମିଳୁଛି ? ଏବେ ଖବର ଆସୁଛି କି ତାଙ୍କୁ … Read more

ଦିଲ୍ଲୀ ଏମ୍ସରେ ଲୁଚିଛି ମୃ-ତ୍ୟୁ ମିଷ୍ଟ୍ରି ସକାଳେ ସୁସ୍ଥ ହୋଇ ପୋଲିସକୁ ବୟାନ ଦେଲେ ସନ୍ଧ୍ୟାରେ କେମିତି ମଲେ?

ଶନିବାର ଦିନ ସକାଳେ ଦିଲ୍ଲୀ ଏମ୍ସରେ କଣ ଘଟିଥିଲା ? ପୋଲିସକୁ ବୟାନ ଦେଇ ଫୋନରେ କାହିଁକି କାନ୍ଦୁଥିଲେ ପୀଡ଼ିତା ? ଏହି ପିଡୀତା ଜଣକ ଧୀରେ ଧୀରେ ସୁସ୍ଥ ହୋଇ ଆସୁଥିଲେ ଆଉ ହଠାତ୍ ତାଙ୍କର କଣ ହୋଇଗଲା ? ବୟାନ ଦେବାର କିଛି ସେକେଣ୍ଡ ପରେ ଆଖି ବୁଜିଲେ ବଳଙ୍ଗା ପୀଡ଼ିତା । ଦିଲ୍ଲୀ ଏମ୍ସରେ ଲୁଚିଛି ମୃ-ତ୍ୟୁ ମିଷ୍ଟରି । ୧୪ ଦିନ ଧରି ଜୀବନ ମୃତ୍ୟୁ ସହ ସଙ୍ଘର୍ଷ । ମେଡ଼ିକାଲ … Read more

ଭଲ ଥାଇ ବି କଣ ପାଇଁ ହେଲା ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁ, ଯେଉଁ ଦିନ ପୋଡ଼ିଥିଲେ ସେଦିନ ଭଲ ଥିଲେ ହେଲେ…

ଶେଷରେ ଆଖିବୁଜିଲେ ପୁରୀ ଜିଲାର ବଳଙ୍ଗା ପୀଡ଼ିତା। ୧୫ ଦିନ ଧରି ଡାକ୍ତରଖାନାରେ ମୃତ୍ୟୁ ସହ ସଂଘର୍ଷ କରି ଶେଷରେ ପ୍ରାଣ ହରାଇଛନ୍ତି। ଶନିବାର ସନ୍ଧ୍ୟା ୬ଟା ୨୨ ମିନିଟରେ ଦିଲ୍ଲୀ ଏମ୍‌ସରେ ଚିକିତ୍ସାଧୀନ ଅବସ୍ଥାରେ ପୀଡ଼ିତାଙ୍କର ମୃତ୍ୟୁ ଘଟିଛି। ୨୫ ତାରିଖରେ ଦିଲ୍ଲୀ ଏମ୍‌ସ ଯାଇ ପୀଡ଼ିତାଙ୍କ ବୟାନ ରେକର୍ଡ କରିଥିଲା ପୋଲିସ । ପୁଣିଥରେ ୨୮ ତାରିଖରେ ଦିଲ୍ଲୀ ଯାଇ ପୁରୀ ଡିଏସପି ଓ ବଳଙ୍ଗା ଥାନା ଅଧିକାରୀ ପୀଡ଼ିତାଙ୍କ ବୟାନ ତୃତୀୟଥର ପାଇଁ … Read more

ଚା’ ପିଇଲେ ହେବ ଗଣ୍ଠିବାତ ରୋଗ! ଚେତାବନୀ ଦେଲେ ଆୟୁର୍ବେଦ ବିଶେଷଜ୍ଞ, ଜାଣନ୍ତୁ ପୁରା‌ ଖବର

ଆପଣମାନଙ୍କ ଭିତରୁ ଅନେକ ଲୋକ ତ ଚା ପିଇବାକୁ ବହୁତ ପସନ୍ଦ କରୁଥିବେ । ଚା ପିଉଛନ୍ତି କି ତାହେଲେ ଜାଣି ରଖନ୍ତୁ ଏହି ବିଷୟରେ । ଯଦି ଆପଣମାନେ ଚା ପିଉଛନ୍ତି ତାହେଲେ ଏହି ଖବର ବିଷୟରେ ଜାଣି ରଖନ୍ତୁ । ଆୟୁର୍ବେଦ ବିଶେଷଜ୍ଞ ଏବେ ସୂଚନା ଦେଇଛନ୍ତି । ଆଗାମୀ ୧୦ ବର୍ଷ ଭିତରେ ଆଥ୍ରାଇଟର୍ଷ ବା ଗଣ୍ଠିବାତ ହେବା ସୁନିଶ୍ଚିତ । ଯଦି ଆପଣମାନେ ପ୍ରତିଦିନ ଚା ପିଅନ୍ତି ତାହେଲେ ଗଣ୍ଠିବାତ ହେବା … Read more

ଗାତରେ ପାଣି ପୁରାଇ ଆତଙ୍କବାଦୀଙ୍କୁ ଧରିଲେ ଭାରତୀୟ ଯବାନ୍, ଜାଣନ୍ତୁ କେମିତି ପହଲଗାମ ଆତଙ୍କର ନେଲେ ବଦଲା

ଅପରେସନ ମହାଦେବ ପରେ ସିନ୍ଦୂର ର ବାକି ରହିଯାଇଥିବା ବଦଲା ନେଲା ଭାରତ। ତିନିଜଣ ଆତଙ୍କବାଦୀଙ୍କୁ ମାରିଲେ ଭାରତୀୟ ଯବାନ। ତେବେ ଏମାନଙ୍କୁ ଧରିବା ଏବଂ ମାରିବା ପ୍ରକ୍ରିୟା ଥିଲା ବହୁତ ଏଣ୍ଟ୍ରେଷ୍ଟିଂ। ଆତଙ୍କବାଦୀ ମାନେ ଆଠ କିଲୋମିଟର ଏକ ସିକ୍ଟ୍ରେଟ ଟନେଲ୍ ଦେଇ ପାକିସ୍ଥାନକୁ ଯିବା ପାଇଁ ଉଦ୍ୟମ କରୁଥିଲେ। ଆଉ ଏହାର ଠିକଣା ପାଇ ସାରିଥିଲା ଭାରତୀୟ ସେନା। ଭାରତୀୟ ଯବାନ ମାନେ ଗାତରେ ପାଣି ପୁରାଇ ଏହାର ଗୋଟିଏ ପଟ ବ୍ଲକ କରାଦିଆଯାଇଥିଲା। … Read more

ପୁଣି ମିଳିବ ସୁଭଦ୍ରା ଟଙ୍କା, ଏଥର ଏହି ମହିଳା ମାନଙ୍କୁ ୧୦ ହଜାର ବଦଳରେ ମିଳିବ ୧୨ ହଜାର, ଜାଣନ୍ତୁ ପୁରା‌ ଖବର

ରାଜ୍ୟରେ ବିଜେପି ସରକାର ଗଠନ କରିବା ପରେ, ୧୭ ସେପ୍ଟେମ୍ବର, ୨୦୨୪ରେ ସୁଭଦ୍ରା ଯୋଜନା ଆରମ୍ଭ ହୋଇଥିଲା । ପ୍ରଥମ କିସ୍ତିର ପ୍ରଥମ ପର୍ଯ୍ୟାୟରେ ୨୫ ଲକ୍ଷ ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟରେ ୫ ହଜାର ଟଙ୍କା ଜମା ହୋଇଥିଲା । ପ୍ରଥମ କିସ୍ତିର ଦ୍ୱିତୀୟ ପର୍ଯ୍ୟାୟରେ ଏହି ଯୋଜନାରେ ପ୍ରାୟ ୩୯ ଲକ୍ଷ ହିତାଧିକାରୀ ଉପକୃତ ହୋଇଥିଲେ । ତେବେ ଜୟପୁରରୁ ସୁଭଦ୍ରା ତୃତୀୟ କିସ୍ତି ଅର୍ଥ ବାଣ୍ଟିବେ ମୁଖ୍ୟମନ୍ତ୍ରୀ। କୋଟିଏରୁ ଉର୍ଦ୍ଧ୍ବ ହିତାଧିକାରୀଙ୍କୁ ଏକକାଳୀନ ଯିବ … Read more

ମୋଦୀ-ରାହୁଲ ମୁହାଁମୁହିଁ…ସଂସଦରେ ଏମିତି କହିଲେ ଯେ, ଟ୍ରମ୍ପ ଶୁଣି କାବା

ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଅପରେସନ ସିନ୍ଦୂର ବିତର୍କରେ ଅଂଶଗ୍ରହଣ କରି ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ବାରମ୍ବାର କହୁଛନ୍ତି ଯେ, ସେ ଯୁଦ୍ଧବିରତି କରିଛନ୍ତି। ସେ ଏହା ୨୯ ଥର କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିବା ଉଚିତ୍ ଯେ, ଟ୍ରମ୍ପ୍ ମିଛ କହୁଛନ୍ତି। ରାହୁଲ ଗାନ୍ଧୀ କହିଛନ୍ତି, ସରକାର ପାଇଲଟଙ୍କ ହାତ ବାନ୍ଧି ଦେଇଥିଲେ। ବାୟୁସେନାକୁ ମୁକ୍ତ ହାତ ଦିଆଯାଇ ନଥିଲା। … Read more