ପେଟ୍ରୋଲ ଏବେ ଆଉ ବୋତଲରେ ମିଳିବ ନାହିଁ, କେବଳ ଏହିସବୁ ଜିନିଷରେ ନେଇ ପାରିବେ ପେଟ୍ରୋଲ ଡିଜେଲ

ରାସ୍ତାଘାଟରେ ପ୍ଲାଷ୍ଟିକ ବୋତଲରେ ପେଟ୍ରୋଲ ବିକିଲେ କାର୍ଯ୍ୟାନୁଷ୍ଠାନ। ପେଟ୍ରୋଲ ପମ୍ପ ସଂଘ ସହ ବୈଠକ ପରେ ଯୋଗାଣ ମନ୍ତ୍ରୀ ବଡ଼ ସୂଚନା। ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି, ବାହାରେ ବିକ୍ରି ହେଲେ ଚଢ଼ାଉ କରି କାର୍ଯ୍ୟାନୁଷ୍ଠାନ ହେବ। ପ୍ଲାଷ୍ଟିକ ବୋତଲରେ ପେଟ୍ରୋଲ ବିକ୍ରି କରାଯାଇ ପାରିବ ନାହିଁ। କାଚ ଓ ଟିଣ ବୋତଲରେ ପେଟ୍ରୋଲ ବିକ୍ରି ପାଇଁ ଅନୁମତି। କାଲିଠାରୁ ବିଭିନ୍ନ ପେଟ୍ରୋଲ ପମ୍ପରେ ଯାଞ୍ଚ ହେବ ବୋଲି କହିଛନ୍ତି କୃଷ୍ଣଚନ୍ଦ୍ର ପାତ୍ର। ଖୋଲା ପାତ୍ରରେ … Read more

ବାହାଘରକୁ ମାତ୍ର ଅଢେଇ ବର୍ଷ, ସ୍ତ୍ରୀକୁ ଛାଡି ଅନ୍ୟ ଝିଅ ସହ ସ୍ୱାମୀର ରାସଲାଳୀ ଦେଖି ଜୀବନ ହାରିଲା ସ୍ତ୍ରୀ, ଜାଣନ୍ତୁ ପୁରା‌ ଘଟଣା

ସ୍ବାମୀ ଆଉ ପ୍ରେମିକା ମିଶି ଦେଉଥିଲେ ନିର୍ଯାତନା ଦେବା ଶେଷରେ ନିର୍ଯାତନା ସହି ନ ପାରି ବାପଘରେ ଆତ୍ମହତ୍ୟା କରି ସୁଇସାଇଡ୍‌ ନୋଟ୍‌ରେ ସ୍ବାମୀ ଆଉ ପ୍ରେମିକାଙ୍କୁ ଦାୟୀ କରି ନ୍ୟାୟ ମାଗିଛନ୍ତି। ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲା ଭବାନୀପାଟଣା ସହର ସ୍ଥିତ ଧୋବାପଡ଼ାରେ। ରବିବାର ସକାଳୁ ଏହି ପଡ଼ାରେ ଜଣେ ବିବାହିତ ମହିଳାଙ୍କ ଝୁଲନ୍ତା ମୃତଦେହକୁ ସ୍ଥାନୀୟ ପୋଲିସ ଉଦ୍ଧାର କରିଛି। କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅଞ୍ଚଳର ଶ୍ୟାମଲ କୁମାର … Read more

ମୁହଁରେ କପଡା ବାନ୍ଧି ପେଟ୍ରୋଲ ଆଣିଥିଲେ ! ସୌମ୍ୟାଶ୍ରୀଙ୍କୁ ଦେଇଥିଲେ ଦିଆସିଲି ! କିଏ ଏହି ଛାତ୍ରୀ ?

ସୌମ୍ୟାଶ୍ରୀ ଆତ୍ମହୁତି ଘଟଣା । ମିଳିଲା ବଡ ପ୍ରମାଣ । ସାମ୍ନାକୁ ଆସିଛି ମୁହଁରେ ବାନ୍ଧିଥିବା ଜଣେ ଛାତ୍ରୀଙ୍କ ଫଟୋ । କୁହାଯାଉଛି କି ଏହି ଝିଅ ଜଣଙ୍କ ପେଟ୍ରୋଲ ହିଁ ନେଇଥିଲେ । ଆଉ ସେଠାରୁ ତରବରିଆ ଭାବେ ପଳାଇଥିଲେ । ସାରା ରାଜ୍ୟରେ ସୌମ୍ୟାଶ୍ରୀ ଆତ୍ମହୁତିକୁ ନେଇ ରାଜ୍ୟରାଜନୀତି ଉଠୁଛି ପଡୁଛି । ଏହି ସମୟରେ ବିଭିନ୍ନ ପ୍ରକାର ତଥ୍ୟ ପଦାକୁ ଆସୁଛି । କିଏ କହୁଛନ୍ତି ସୌମ୍ୟାଶ୍ରୀଙ୍କୁ ଉକାଯାଉଛି । ଆଉ କିଏ … Read more

ମେଡିକାଲରେ ଶୋଇ ୩ ଜଣଙ୍କ ନାଁ କହିଦେଲେ ନାବାଳିକା, କିଏ ଘରୁ ଡାକିନେଇଥିଲା, କେମିତି ଦେହରେ ଢାଳିଦେଲା କିରୋସିନି

ଦୁର୍ବୃତ୍ତଙ୍କ ଦ୍ବାରା ଦେହରେ ନିଆଁ ଲାଗିଲା ପରେ ଏମ୍ସ ଭୁବନେଶ୍ବରରେ ଚିକିତ୍ସାଧୀନ ନାବାଳିକାର ବୟାନ ରେକର୍ଡ କରାଯାଇଛି। ପୁରୀ ଜିଲ୍ଲା ବଳଙ୍ଗା ଟିମ୍ ମାଜିଷ୍ଟ୍ରେଟ୍ଙ୍କ ଉପସ୍ଥିତିରେ ନାବାଳିକା ବୟାନ ଦେଇଛନ୍ତି। ୧୮୦ବିଏନ୍ଏସ୍ଏସ୍ରେ ବୟାନ ରେକର୍ଡ କରାଯାଇଥିବା ଜଣାଯାଇଛି। ଏହା ପୂର୍ବରୁ ନାବାଳିକାଙ୍କ ପୀଡିତାଙ୍କ ମା’ ମୁହଁ ଖୋଲିଛନ୍ତି। ଆଜି ଅପରାହ୍ଣରେ ପୀଡ଼ିତାଙ୍କ ମା’ ବଳଙ୍ଗା ଥାନାରେ ଏତଲା ଦେଇଛନ୍ତି। ପୀଡ଼ିତାଙ୍କ ମା’ଙ୍କ ଏତଲା କ୍ରମେ ପୁଲିସ ମାମଲା ରୁଜୁ କରିଛି। ପୁରୀ ଆରକ୍ଷୀ ଅଧୀକ୍ଷକ ପିନାକ ମିଶ୍ର … Read more

ବୁଝିପାରିଲେନି ରୁମମେଟ୍, ପୂର୍ବ ଦିନ ରାତିରୁ ହିଁ ବଦଳି ଯାଇଥିଲା ଚାଲିଚଳଣି, ଏମିତି କରୁଥିଲେ ବ୍ୟବହାର

ଏବେ ଏବେ ସୌମ୍ୟାଶ୍ରୀଙ୍କ ଘଟଣାକୁ ନେଇ ଆଉ କିଛି ଖବର ଆସିଛି । ଅଧ୍ୟାପକ ସମୀର ସାହୁଙ୍କ ନିର୍ଯ୍ୟାତନା ଆଉ କେତେ ବା ସହି ଥାନ୍ତେ ଏହି ଛାତ୍ରୀ ଜଣକ । ସେଦିନ ରାତିରେ କାହିଁକି କେଜାଣି ବହୁତ ବ୍ୟସ୍ତ ବିବ୍ରତ ଥିଲେ ପୀଡ଼ିତା । ୧୨ ତାରିଖ ଦିନ ସେ ଜଳି ଯାଇଥିଲେ ଆଉ ଏହି ଖବର ତ ସମସ୍ତେ ଜାଣିଥିବେ । ୧୨ ତାରିଖ ଦିନ ଜଳିଗଲେ ଆଉ ୧୧ ତାରିଖ ଦିନ ରାତିରେ … Read more

ବିଧାୟକଙ୍କର ଶଳା ହେଉଛନ୍ତି ପ୍ରଫେସର ସମୀର ସାହୁ…ସେହି ଶକ୍ତିଶାଳି ବିଧାୟକ ଜଣକ କିଏ ? ଜାଣନ୍ତୁ

ବିଧାୟକଙ୍କ ଶଳା ହେଉଛନ୍ତି ପ୍ରଫେସର ସମୀର ସାହୁ । ଭିଣୋଇ ଭାଇ ଶାଳକ ଉପରେ ରଖିଥିଲେ ଆର୍ଶୀବାଦ । ସେ ଯେତେ କେଳି କରୁଥିଲେ ସୁଦ୍ଧା ତାଙ୍କର କେହି କିଛି କରିପାରୁ ନଥିଲେ । ଏବେ ପ୍ରଶ୍ନ ଆସୁଛି ସେହି ଶକ୍ତିଶାଳୀ ବିଧାୟକ ଜଣକ କିଏ ? ଜଣେ ବିଧାୟକ ଯିଏ ପୂର୍ବ ସରକାରରେ ମନ୍ତ୍ରୀ ମଧ୍ୟ ହୋଇଛନ୍ତି । ଯାହାଙ୍କର ଶଳା ହେଉଛି ଏହି ମୁଖ୍ୟ ଅଭିଯୁକ୍ତ ସମୀର ସାହୁ । ଯିଏ ଭିଣୋଇ ଭାଇଙ୍କ … Read more

ଆହତ ଛାତ୍ରଙ୍କ ପାଖେ ଅଛି ବଡ଼ ପ୍ରମାଣ, ସୁସ୍ଥ ହେଲେ ଖୋଲିବେ ସବୁ ଗୁମର! ଜାଣନ୍ତୁ କଣ କହିଲେ ଜ୍ୟୋତି

ବାଲେଶ୍ବର ଏଫ୍‌ଏମ୍‌ କଲେଜ ଛାତ୍ରୀଙ୍କ ଆତ୍ମଦାହ ମାମଲାର ତଦନ୍ତ ଭାର ନେଇଛି କ୍ରାଇମ୍‌ବ୍ରାଞ୍ଚ। ଛାତ୍ରୀ ଆତ୍ମାହୁତି ଉଦ୍ୟମ ପରେ କ୍ରାଇମ୍‌ବ୍ରାଞ୍ଚର ଦୁଇଜଣିଆ ଟିମ୍‌ ଦୁଇ ଦିନ ଧରି କଲେଜରେ ତନାଘନା କରିବା ସହିତ କଲେଜ ଆଭ୍ୟନ୍ତରୀଣ ଅଭିଯୋଗ କମିଟି ସଦସ୍ୟଙ୍କୁ ଜେରା କରିଥିଲେ। ଏବେ କ୍ରାଇମ୍‌ବ୍ରାଞ୍ଚକୁ ମାମଲା ହସ୍ତାନ୍ତର ହେବା ପରେ ମାମଲାରେ ସଂପୃକ୍ତ ସମସ୍ତଙ୍କର ଛାତି ଥରିବା ଆରମ୍ଭ କରିଛି। ଛାତ୍ରୀଜଣଙ୍କ ଆତ୍ମାହୁତି ଉଦ୍ୟମ କରୁଥିବାବେଳେ ତାଙ୍କୁ ବଞ୍ଚାଇବାକୁ ଉଦ୍ୟମ କରି ଗୁରୁତର ଆହତ ହୋଇଥିବା … Read more

ନ୍ୟାୟ ଅପେକ୍ଷାରେ ଆଉଜଣେ ମହିଳା, ମାଲିକ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଛି ହେଲେ ଶୁଣୁନି ପୋଲିସ୍, ଜାଣନ୍ତୁ ପୁରା‌ ଘଟଣା

ବାଲେଶ୍ୱରରେ ସୌମ୍ୟାଶ୍ରୀ ୩ ଦିନ କାଳ ମୃତ୍ୟୁ ସହ ସଂଗ୍ରାମ କରି ଆଖି ବୁଜିବା ପରେ ରାଉରକେଲାରେ ଜଣେ ମହିଳା ତାଙ୍କ ପ୍ରତି ହୋଇଥିବା ଅନ୍ୟାୟକୁ ନେଇ ପୁଲିସ ଠାରୁ ନ୍ୟାୟ ପାଇବା ଅପକ୍ଷାରେ ରହିଛନ୍ତି । ରାଉରକେଲା ସହରକୁ ଲାଗି ରହିଥିବା ବେଦବ୍ୟାସ ଠାରେ ଥିବା ଜେପି ଡାକ୍ତରଖାନାର ପରିଚାଳନା ନିର୍ଦ୍ଦେଶକ ଚନ୍ଦନ ବଂଶଲ ସେହି ଡାକ୍ତରଖାନାରେ କାମ କରୁଥିବା ଜଣେ ବିବାହିତା ମହିଳା କର୍ମଚାରୀଙ୍କୁ ଏକାକୀ ପାଇ ତାଙ୍କ ସହ ଶାରୀରିକ ସଂପର୍କ ରଖିବାକୁ … Read more

ଯିଏ ସମସ୍ତଙ୍କୁ ବୁଝାଉଥିଲା ସେ ଏମିତି କରିବ କିପରି: ସୌମ୍ୟାଶ୍ରୀଙ୍କ ରୁମମେଟ୍ ଖୋଲିଲେ ବଡ଼ ଗୁମର

ସାମ୍ନାକୁ ଆସିଲା FM କଲେଜର ମୃତ ଛାତ୍ରୀଙ୍କ ରୁମମେଟ୍‌ଙ୍କ ବେଦନାଭରା କାହାଣୀ । ମୁହଁ ଖୋଲିଲେ ମୃତ ଛାତ୍ରୀଙ୍କ ରୁମମେଟ୍ । ପୂର୍ବ ରାତିରେ ସେ ନ ଖାଇ ବିଚଳିତ ଥିଲେ, କାନ୍ଦୁଥିଲେ ବୋଲି କହିଛନ୍ତି ସୌମ୍ୟାଶ୍ରୀ ଙ୍କ ରୁମମେଟ୍ । ସେ ଆହୁରି କହିଛନ୍ତି ଯେ, ରାତି ୩ଟା ପର୍ଯ୍ୟନ୍ତ ବି ସେ ଶୋଇ ନ ଥିଲେ, ଚାପରେ ଥିଲେ । ତାଙ୍କୁ ସାର୍‌ ପରୀକ୍ଷାରୁ ବଞ୍ଚିତ କରିଥିବାରୁ ପୂରା ଚାପରେ ଥିଲେ ସୌମ୍ୟାଶ୍ରୀ । … Read more

ପୁଣି ଜଣେ ଅଧ୍ୟାପକଙ୍କ କଳା କାରନାମା, ଛାତ୍ରୀ ସହ ଜୋର୍ ଜବରଦସ୍ତ ରଖୁଥିଲେ ଶାରୀରିକ ସମ୍ପର୍କ, ଜାଣନ୍ତୁ ପୁରା‌ ଘଟଣା

ସାରା ରାଜ୍ୟ ବାଲେଶ୍ୱର ଫକୀର ମୋହନ ମହାବିଦ୍ୟାଳୟ ଘଟଣାକୁ ନେଇ ଏବେ ଉଠୁଥିବା ପଡୁଥିବାବେଳେ ଏହି ଘଟଣାକୁ ନେଇ ଗୁରୁବାର ରାଜ୍ୟରେ ବନ୍ଦର ଆହ୍ୱାନ କରାଯାଇଛି । ଏହି ବନ୍ଦ ଆଜି ଜାରି ରହିଥିବା ବେଳେ ସମ୍ବଲପୁରର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ଜଣେ ଛାତ୍ରୀଙ୍କୁ ନିର୍ଯ୍ୟାତନା ଦିଆଯିବା ଏବଂ ଏ ସମ୍ପର୍କରେ ଅଭିଯୁକ୍ତ ଜଣେ ସହାୟକ ପ୍ରଫେସରଙ୍କ ଗିରଫ ଘଟଣା ଏବେ ରାଜ୍ୟ ରାଜନୀତିକୁ ଆହୁରି ସରଗରମ କରି ଦେଇଛି । ପୁଲିସର ସୁଚନା ଅନୁଯାୟୀ, ସମ୍ବଲପୁରର … Read more