ପ୍ରିନ୍ସିପାଲଙ୍କ କାର୍ଯ୍ୟାଳୟରୁ ସୌମ୍ୟାଶ୍ରୀଙ୍କୁ ଦିଆଯାଇଥିଲା ପେଟ୍ରୋଲ? ପୀଡ଼ିତାଙ୍କ ସାଙ୍ଗ କହିଦେଲେ ସବୁକିଛି
ବାଲେଶ୍ବର ଏଫଏମ୍ କଲେଜ ଛାତ୍ରୀ ମୃତ୍ୟୁକୁ ନେଇ ଗୋଟିଏ ପରେ ଗୋଟିଏ ତଥ୍ୟ ସାମ୍ନାକୁ ଆସିଛି । ଏହି ଘଟଣାରେ ଏବେ ସହଦେବଖୁଣ୍ଟା ପୁଲିସର ଭୂମିକା ସନ୍ଦେହ ଘେରରେ । ଛାତ୍ରୀଙ୍କ ଅଭିଯୋଗ ଆଧାରରେ ମାମଲା ରୁଜୁ କରିନଥିଲା ପୁଲିସ । କେବଳ ଜେନେରାଲ ଡାଏରୀ କରି ଛାଡ଼ିଦେଇଥିଲା ସହଦେବଖୁଣ୍ଟା ଥାନା ପୁଲିସ । ଛାତ୍ରୀଙ୍କ ସହ ଦୁର୍ବ୍ୟବହାର ନେଇ ରିପୋର୍ଟରେ ଉଲ୍ଲେଖ ହୋଇଥିଲା । ଏବେ ପ୍ରଶ୍ନ ଆସୁଛି କି ପୂର୍ବରୁ ପେଟ୍ରୋଲର ଭୟାବହତା ସମ୍ପର୍କରେ … Read more