ଏଫ୍ଏମ୍ କଲେଜ ପ୍ରଫେସରଙ୍କ ସ୍ତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ.. ଘରେ ପଶି ଉଦ୍ୟମ କଲେ ଦୁର୍ବୃତ୍ତ, ଜାଣନ୍ତୁ ପୁରା ଘଟଣା
ଏଫ୍ଏମ୍ କଲେଜ ସହକାରୀ ପ୍ରଫେସରଙ୍କ ନିର୍ଯାତନା ସହି ନପାରି ଗତ ୧୨ ତାରିଖରେ ସୌମ୍ୟାଶ୍ରୀ ଆତ୍ମାହୁତି ଉଦ୍ୟମ କରିଥିଲେ। ଦେହରେ ପେଟ୍ରୋଲ୍ ଢାଳି ନିଆଁ ଲଗାଇ ଦେଇଥିଲେ ସୌମ୍ୟାଶ୍ରୀ। ତାଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ବରସ୍ଥିତ ଏମ୍ସରେ ଭର୍ତ୍ତି କରାଯାଇ ଥିଲା। ୧୪ ତାରିଖ ରାତି ୧୧ଟା ୪୬ ମିନିଟ୍ ସମୟରେ ସେ ଜୀବନ ଯୁଦ୍ଧରେ ହାରି ଯାଇଥିଲେ। ବର୍ତମାନ ଖବର ସାମ୍ନାକୁ ଆସିଛି। ଏଫ୍ଏମ୍ କଲେଜ ପ୍ରଫେସରଙ୍କ ଘରେ ପଶି ସ୍ତ୍ରୀକୁ ଦୁଷ୍କର୍ମ। ଏଫ୍ଏମ୍ କଲେଜ ଆସିଷ୍ଟାଣ୍ଟ … Read more