ଓଡ଼ିଶାରେ ଜଳିଗଲେ ଜଗନ୍ନାଥ, ମିଳିଲା କି ସଙ୍କେତ ,ମାଡି ଆସୁଛି ବିପଦ ..ବିଶ୍ୱରେ ହେବକି ପରମାଣୁ ଆକ୍ରମଣ, ଜାଣନ୍ତୁ
ବ୍ରହ୍ମଗିରିରେ ଜଳିଗଲେ ଦାରୁ ଦିଅଁ, ସନ୍ଧ୍ୟା ଧୂପ ସାରି ପୂଜକ ମନ୍ଦିର ପହଡ଼ ପକେଇ ଘରକୁ ଯାଇଥିଲେ । ଠିକ ରାତି ୮ଟା ୩୦ରେ ମନ୍ଦିର ଭିତରୁ ଧୂଆଁ ବାହାରୁଥିବାର ଦେଖିବାକୁ ପାଇଥିଲେ ଲୋକେ । କବାଟ ଭାଙ୍ଗି ମନ୍ଦିରକୁ ଯାଇ ବିଗ୍ରହ ପୋଡି ଯାଇଥିବାର ଦେଖିବାକୁ ପାଇଥିଲେ ଗ୍ରାମବାସୀ । ତୁରନ୍ତ ପାଣି ପକାଇ ନିଆଁକୁ ଆୟତ୍ତ କରିଥିଲେ ପୂଜକ। ମନ୍ଦିର ଭିତରେ ଲାଗିଥିବା ଦୀପରୁ ନିଆଁ ଲାଗିଥିବା କୁହାଯାଉଛି । ଗୁରୁବାର ଦିନ ଓଡ଼ିଶାର … Read more