ଏହିସବୁ ଜିଲ୍ଲାରେ ଦୁର୍ଗାପୂଜାରେ ପ୍ରବଳ ବର୍ଷିବ, ଲଘୁଚାପ ଯୋଗୁଁ ଘରୁ ବାହାରି ପାରିବା ହେବ ମୁସ୍କିଲ, ଜାଣନ୍ତୁ ଆପଣଙ୍କ ଜିଲ୍ଲାର ପାଣିପାଗ
ଥର ଦଶହରାରେ ବର୍ଷା । କାରଣ ସେପ୍ଟେମ୍ବର ୨୫, ୨୬ ତାରିଖ ବେଳକୁ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟିହେବାର ସମ୍ଭାବନା ରହିଛି । ଆଉ ଏହା ଘନୀଭୂତ ହେବା ପାଇଁ ପାଗ ମଧ୍ୟ ଅନୁକୂଳ ରହିଛି । ଏହା ଫଳରେ ଦଶହରାରେ ବର୍ଷା ହେବାର ଆଶଙ୍କା କରାଯାଉଛି । ଏପରି ହେଲେ ଚଳିତ ଦଶହରା ବଜାର ଫିକା ପଡ଼ିପାରେ । ୨୬ରୁ ୨୮ ଅର୍ଥାତ୍ ଷଷ୍ଠୀ ପୂଜାରୁ ଅଷ୍ଟମୀ ପର୍ଯ୍ୟନ୍ତ ସାରା ରାଜ୍ୟରେ ଭଲ ବର୍ଷା … Read more