ଜଣାପଡିଲା ସତ ବ୍ରିଜ ତଳେ ହାତ ଧରାଧରି ହୋଇ କଣ କରୁଥିଲେ ଜେଜେ ନାତୁଣୀ, ବନ୍ଧୁ ଘରକୁ ଯାଇ କାହିଁକି ଘରକୁ ଫେରୁ ନଥିଲେ
ବର୍ତ୍ତମାନ ସମୟରେ ଯୁବ ପିଢ଼ି ମୋବାଇଲ ପାଇଁ ଯେଭଳି ପାଗଳ ହେଉଛନ୍ତି ତାଙ୍କୁ ରୋକିବା ସମ୍ଭବ ହେଉନି । ଚିନ୍ତାରେ ଓ ଅକଳରେ ପଡ଼ି ଯାଉଛନ୍ତି ବାପା ମାଆ । ଏହି ମୋବାଇଲ ନିଶା କିଭଳି ଜୀବନ ନେଇ ଯାଇଥାନ୍ତା ଦୁଇ ଜଣଙ୍କର ଆସନ୍ତୁ ଜାଣିବା ଘଟଣା । ….ସବୁ ଦିନ ମୋବାଇଲ ପାଇଁ ଘରେ ଅଶାନ୍ତି କରୁଥିଲା ଝିଅଟି। ସୋମବାର ଦିନ ଅର୍ଥାତ ଅଗଷ୍ଟ ୧୮ରେ ବି ସେଇ ମୋବାଇଲ୍ ପାଇଁ ଝଗଡ଼ା ଆରମ୍ଭ କରିଥିଲା … Read more