ମେଟାର ନୂଆ ପ୍ଲାନ୍: ଫେସବୁକ୍-ଇନଷ୍ଟାଗ୍ରାମ ୟୁଜର୍ସଙ୍କୁ ଦେବାକୁ ହେବ ଟଙ୍କା, ପ୍ରତିମାସରେ ପାଖାପାଖି ଏତିକି ଟଙ୍କା ଦେବାକୁ ପଡିବ

ସାରା ବିଶ୍ୱରେ ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକ୍‌ ଓ ଇନଷ୍ଟାଗ୍ରାମର ବ୍ୟବହାର ବଢ଼ିଚାଲିଛି। ମନୋରଞ୍ଜନରୁ ଆରମ୍ଭ କରି ବନ୍ଧୁଙ୍କ ସହ ଯୋଗାଯୋଗ ରଖିବା ପାଇଁ ଲୋକେ ଏହି ପ୍ଲାଟଫର୍ମଗୁଡ଼ିକୁ ବ୍ୟବହାର କରନ୍ତି। ବର୍ତ୍ତମାନ ଯାଏ ଏହି ପ୍ଲାଟଫର୍ମଗୁଡ଼ିକ ସମ୍ପୂର୍ଣ୍ଣ ମାଗଣା ଥିଲା। କିନ୍ତୁ ଏବେ ଏହା ଆଉ ସେମିତି ରହିନାହିଁ। ଏବେ ଫେସବୁକ୍‌ ଓ ଇନଷ୍ଟାଗ୍ରାମ ବ୍ୟବହାର କରିବା ପାଇଁ ଆପଣଙ୍କୁ ପ୍ରତି ମାସରେ ଟଙ୍କା ଦେବାକୁ ହେବ। ହଁ, ଖବର ଅନୁଯାୟୀ, ଯୁକ୍ତରାଷ୍ଟ୍ର (UK)ରେ ଏବେ … Read more

ସିବିଲ୍ ସ୍କୋର୍ ଖରାପ ଥିଲେ ବି ମିଳିବ ଲୋନ୍, ସରକାରଙ୍କ ବଡ଼ ନିଷ୍ପତ୍ତି, ଜାଣନ୍ତୁ ପୁରା‌ ଖବର

ସରକାର ଲୋକଙ୍କୁ ଅନେକ ସାହାଯ୍ୟ କରିଥାନ୍ତି । ଅନେକ ଲୋକଙ୍କ ପାଇଁ ଅନେକ ପ୍ରକାରର ସୁବିଧା ସୁଯୋଗ ଯୋଗାଇ ଦେଇଥାନ୍ତି । ଆପଣମାନେ ତ ଜାଣିଥିବେ ସରକାର ଋଣ ଦେଇଥାନ୍ତି । ଆଉ ସରକାର ଋଣ ଦେବା ପୂର୍ବରୁ ଅନେକ କିଛି ଯାଞ୍ଚ କରିଥାନ୍ତି । ସିଭିଲ ସ୍କୋର କଣ ତାହା ତ ଆପଣମାନେ ଜାଣିଥିବେ । ସିଭିଲ ସ୍କୋର ଖରାପ ଥିଲେ ଋଣ ମିଳେନାହିଁ ବୋଲି ଅନେକ ଲୋକ ଭାବିଥିଲେ । ଆଉ ଏହା ହୁଏତ … Read more

୧୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଜିଓ ନିଜ କଷ୍ଟମରଙ୍କ ପାଇଁ ଆଣିଲା ଜବରଦସ୍ତ ମାଗଣା ପ୍ଲାନ୍, ଜାଣନ୍ତୁ କେମିତି ଆକ୍ଟିଭେଟ୍ କରିବେ

ଆଜିକାଲି ଲୋକମାନେ ଅନେକ ପ୍ରକାରର ସିମ କାର୍ଡ ବ୍ୟବହାର କରୁଛନ୍ତି । ଏବେ ଜିଓ ସିମର ଚାହିଦା ସବୁଠାରୁ ଅଧିକ । ୧୦ ବର୍ଷରେ ପାଦ ଥାପିବ ରିଲିଆନ୍ସ ଜିଓ । ସେଲିବ୍ରେଶନ ପ୍ଲାନ୍ ଘୋଷଣା କରିଲା କମ୍ପାନୀ । ଜିଓ ସିମ ବ୍ୟବହାର କରୁଥିବା ଉପଭୋକ୍ତା ଏବେ ଏହାର ଲାଭ ପାଇପାରିବେ । ଏବେ ଯେଉଁମାନେ ଜିଓ ସିମ୍ ବ୍ୟବହାର କରୁଛନ୍ତି ତାଙ୍କ ପାଇଁ ଖୁସି ଖବର । ଏବେ ସେଲିବ୍ରେସନ ପ୍ଲାନ୍ ଆରମ୍ଭ କରିଛି … Read more

କାହିଁକି ପାଳିତ ହୁଏ ନୂଆଖାଇ ପର୍ବ? ଜାଣନ୍ତୁ ଏହା ପଛର ଏକ ଆଶ୍ଚର୍ଯ୍ୟକର ସତ୍ୟ ଘଟଣା

ପଶ୍ଚିମ ଓଡିଶା ତଥା ସମ୍ବଲପୁରର ଅଧିଷ୍ଟାତ୍ରୀ ଦେବୀ ହେଉଛନ୍ତି ମା’ ସମଲେଶ୍ଵରୀ । ତେବେ ସମ୍ବଲପୁରରେ ମାଆ ସମଲେଇଶ୍ଵରଙ୍କର ପୂଜା କିପରି ଭାବେ ଓ କେଉଁ କାଳରୁ ଆରମ୍ଭ ହୋଇଛି ସେହି ସମ୍ପର୍କରେ ଆସନ୍ତୁ ଆଜି ଜାଣିବା । ତତ୍କାଳୀନ ସମ୍ବଲପୁରର ରାଜା ବଳରାମ ଦେବ ଏକଦା ଶୋଇଥିବା ସମୟରେ ହଟାତ ଦେବୀ ମା’ ଙ୍କର ସ୍ଵପ୍ନ ହୋଇଥିଲା । ତେବେ ଏପରି ଅଚାନକ ଭାବେ କେଉଁ ଦେବୀ ତାଙ୍କ ସ୍ଵପ୍ନକୁ ଆସି ତାଙ୍କୁ ଦର୍ଶନ ଦେଇଥିଲେ … Read more

ସେପ୍ଟେମ୍ବର ୭ରେ ଲାଗୁଛି ବଡ଼ ଚନ୍ଦ୍ରଗ୍ରହଣ, ଜାଣନ୍ତୁ ଗ୍ରହଣ ସ୍ପର୍ଶ ଓ ପାକ ତ୍ୟାଗ ସମୟ

ସେପ୍ଟେମ୍ବର ୭ରେ ବର୍ଷର ୨ୟ ଓ ଶେଷ ଚନ୍ଦ୍ରଗ୍ରହଣ ଲାଗିବ। ଏହା ଭାରତରେ ମଧ୍ୟ ଦୃଶ୍ୟମାନ ହେବ। ଏହି ଦିନ ପିତୃପକ୍ଷର ମଧ୍ୟ ଆରମ୍ଭ ହେବ। ବର୍ଷର ୨ୟ ଓ ଶେଷ ଚନ୍ଦ୍ରଗ୍ରହଣ କୁମ୍ଭ ରାଶି ଓ ଭାଦ୍ରପଦ ନକ୍ଷତ୍ରରେ ଲାଗିବାକୁ ଯାଉଛି। ଜ୍ୟୋତିଷ ଶାସ୍ତ୍ରରେ ଚନ୍ଦ୍ରଗ୍ରହଣକୁ ଏକ ମହତ୍ତ୍ୱପୂର୍ଣ୍ଣ ଘଟଣା ବୋଲି ମାନ୍ୟତା ରହିଛି। ୭ ସେପ୍ଟେମ୍ବର ରବିବାର ରାତି ୯ଟା ୫୮ ମିନିଟରୁ ଆରମ୍ଭ ହୋଇ ଏହା ରାତି ୧ଟା ୨୬ ମିନିଟ୍‌ରେ ଶେଷ … Read more

ସ୍ବାମୀ-ସ୍ତ୍ରୀ ମିଶି ତୁରନ୍ତ ଖୋଲନ୍ତୁ ଆକାଉଣ୍ଟ, ଏକାଥରେ ଆପଣଙ୍କୁ ମିଳିବ ୨୫ ଲକ୍ଷ ! ଜାଣନ୍ତୁ ସ୍କିମ୍ ବିଷୟରେ

ପୋଷ୍ଟଲ ଅନେକ ସୁବିଧା ସୁଯୋଗ ଆଣୁଛି । ଏବେ ପୋଷ୍ଟାଲ ଏକ ଭଲ ସ୍କିମ ଆଣିଛି । ଆସିଲା ଦମଦାର ପୋଷ୍ଟାଲ୍ ସ୍କିମ । ସ୍ଵାମୀ ସ୍ତ୍ରୀ ମିଶି ତୁରନ୍ତ ଖୋଲି ଦିଅନ୍ତୁ ଆକାଉଣ୍ଟ । ଏକାଥରେ ଆପଣଙ୍କୁ ୨୫ ଲକ୍ଷ ଟଙ୍କା ମିଳିବ । ଆଜିକାର ଯୁଗରେ ସ୍ଵାମୀ ଏବଂ ସ୍ତ୍ରୀ ଘରର ଆର୍ଥିକ ଦାୟିତ୍ଵ ବାଣ୍ଟି ନେଉଛନ୍ତି । ଯଦି ଆପଣ ମଧ୍ୟ ଆପଣଙ୍କ ସାଥିଙ୍କ ସହ ବଡ ଫଣ୍ଡ କରିବାକୁ ଚାହୁଁଛନ୍ତି ତାହେଲେ … Read more

କାହିଁକି ରାତାରାତି ବଦଳିଲା ଫୋନ ଡାଇଲର ପ୍ୟାଡ୍? ଜାଣନ୍ତୁ ଏହା ପଛର ବଡ଼ କାରଣ

ଆଣ୍ଡ୍ରୋଏଡ଼ ଫୋନ ଧରୁଥିଲେ ଗତ କାଲିଠାରୁ ନିହାତି ନୁଆନୁଆ ଲାଗୁଥିବ ନିଜ ଫୋନ। କାରଣ ସବୁ ଆଣ୍ଡ୍ରୋଏଡ଼ ଫୋନରେ ଚେଞ୍ଚ ହୋଇଯାଇଛି ଡ଼ାଏଲର। ଯାହାକି ଗୁରୁବାରଠାରୁ ସବୁ ଫୋନରେ ଦେଖିବାକୁ ମିଳିଛି। କେହି କେହି ତ ଏହାକୁ ଭଲ ପାଉଛନ୍ତି ଆଉ କିଛି ବିରକ୍ତି ଭାବ ଦେଖାଉଛନ୍ତି। ତେବେ କାହିଁକି ଏପରି ହୋଇଛି? ହଠାତ୍ ଫୋନର ଡାଇଲର ବଦଳିଯିବା ଲୋକଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ଗୁଗୁଲର ଫୋନ୍ ଆପ ବ୍ୟବହାର ହେଉଥିବା ସମସ୍ତ ଫୋନରେ‌ ବଦଳି ଯାଇଛି କଲିଂ … Read more

ରୋଜଗାର ନୁହେଁ, ସଞ୍ଚୟରେ ବଡ଼ ଲାଭ, ପୋଷ୍ଟ ଅଫିସ୍ ଯୋଜନାରେ ସଞ୍ଚୟ କରି ପାନ୍ତୁ ୪୦ ଲକ୍ଷରୁ ଅଧିକ ଟଙ୍କା, ଜାଣନ୍ତୁ ସ୍କିମ୍ ବିଷୟରେ

ଦୁନିଆରେ ସବୁ ଲୋକ କିଛି ନା କିଛି ଲାଭ ପାଇବା ଆଶାରେ ବ୍ୟାଙ୍କରେ ହେଉ ବା ପୋଷ୍ଟ ଅଫିସରେ ଟଙ୍କା ଜମା ରଖିଥାନ୍ତି । ଆଉ ସରକାର ମଧ୍ୟ ସଞ୍ଚୟକାରୀଙ୍କ ପାଇଁ ନୂଆ ନୂଆ ବ୍ୟବସ୍ଥା କରୁଛନ୍ତି । ଆଉ ସରକାର ଭଲ ସୁବିଧା ବି ଆଣୁଛନ୍ତି । ଏବେ ପୋଷ୍ଟ ଅଫିସର ଆଉ ଏକ ନୂଆ ନିୟମ ଆସିଛି । ଏହି ନିୟମ ହେଉଛି ଆପଣମାନେ ୧୨ ହଜାର ୫୦୦ ଟଙ୍କା ଜମା କରିବେ ଆଉ … Read more

ଘରେ ଶୁଆ ପାଳୁଛନ୍ତି କି? ଜାଣନ୍ତୁ ଘରେ ପୋଷିବା ଶୁଭ ନା ଅଶୁଭ ହୋଇଥାଏ

ଅନେକ ଲୋକ ଘରେ ପଶୁପକ୍ଷୀଙ୍କୁ ଗୃହପାଳିତ ଭାବରେ ରଖିବାକୁ ଭଲ ପାଆନ୍ତି। ଫଳରେ ଘରେ ସକାରାତ୍ମାକ ପ୍ରଭାବ ପଡିଥାଏ। ବାସ୍ତୁ ଓ ଧାର୍ମିକ ଅନୁସାରେ ଘରେ ବିଭିନ୍ନ ପ୍ରକାର ପକ୍ଷୀ ରଖିବା ଯେପରିକି ଶୁଆ ରଖିବା ଶୁଭଦାୟକ ନା ଅଶୁଭ ଚାଲନ୍ତୁ ଜାଣିବା… ବାସ୍ତୁ ଅନୁସାରେ ପ୍ରାୟ ସମସ୍ତେ ଘର ନିର୍ମାଣ ଓ ଜିନିଷ କିଣାକିଣି କରିଥାନ୍ତି ଠିକ୍‌‌ ସେପରି ଘରେ ପଶୁ ପକ୍ଷୀ ରଖୁଥିଲେ ବାସ୍ତୁ ଅନୁସାରେ ରଖନ୍ତୁ। ଆମେ ଘରେ କୁକୁର, ଶୁଆ ଓ … Read more

୩୦୦ ଟଙ୍କା ନିବେଶରେ ମିଳିବ ୧୭ ଲକ୍ଷ ଟଙ୍କା! ପୋଷ୍ଟ ଅଫିସର ରିଟର୍ଣ୍ଣ ଗ୍ୟାରେଣ୍ଟି ସ୍କିମ୍, ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ

ଏବେ ସରକାରଙ୍କ ଦ୍ଵାରା ଅନେକ ଯୋଜନା କରାଯାଉଛି । ଏବେ ଆସିଥିବା ଖବର ଆପଣମାନେ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ୩୦୦ ଟଙ୍କା ନିବେଶ କରିଲେ ୧୭ ଲକ୍ଷ ଟଙ୍କା ମିଳିବ । ଆସିଗଲା ପୋଷ୍ଟ ଅଫିସର ଜବରଦସ୍ତ ସ୍କିମ । ଏଥିରେ ନିବେଶ କରିଲେ ରିଟର୍ଣ୍ଣ ଗ୍ୟାରେଣ୍ଟି ମିଳିବ । ଭବିଷ୍ୟତ ସୁରକ୍ଷିତ ରଖିବାକୁ ହେଲେ ନିବେଶ କରିବା ନିହାତି ଜରୁରୀ ଅଟେ । ଅଧିକାଂଶ ଲୋକ ଏବେ ସେୟାର ମାର୍କେଟ ଉପରେ ନିବେଶ କରୁଛନ୍ତି … Read more