ଛୋଟ ଦେଶ ହେବା ସତ୍ତ୍ୱେ ଇସ୍ରାଏଲକୁ କାହିଁକି ଡରିଥାଏ ସାରା ବିଶ୍ୱ? ଦେଶର ଏହି ରୋଚକ କଥା ଜାଣି ଛାତି ଥରି ଉଠିବ

ଇସ୍ରାଏଲକୁ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଦେଶମାନଙ୍କ ମଧ୍ୟରେ ଗଣନା କରାଯାଏ ଏବଂ ଏହା ଏକ ବହୁତ ଛୋଟ ଦେଶ ହେଉଥିବା ସତ୍ୱେ ମଧ୍ୟ ଏହାର ଆର୍ଥିକ ସ୍ଥିତି ବହୁତ ଶକ୍ତିଶାଳୀ ଅଟେ। ଆସନ୍ତୁ, ପାଞ୍ଚଟି ପଏଣ୍ଟରେ ଜାଣିବା ଯେ କାହିଁକି ଏବଂ କେଉଁ ଦୃଷ୍ଟିକୋଣରୁ ଇସ୍ରାଏଲ ଏତେ ଶକ୍ତିଶାଳୀ ଅଟେ। ପ୍ରଥମ କାରଣ:ଇସ୍ରାଏଲକୁ ଆର୍ଥିକ ଭାବେ ବହୁତ ଶକ୍ତିଶାଳୀ ଦେଶ ମନାଯାଏ। ବର୍ଷ 2023 ରେ ଏହାର GDP ପ୍ରାୟ 564 ଅରବ ଡଲାର୍ ଥିଲା, ଏବଂ … Read more

୧୦ ଶ୍ରେଣୀ ଛାତ୍ରୀଙ୍କୁ ସାର୍‌ କହିଲେ, ମୋତେ ବୟଫ୍ରେଣ୍ଡ କର, ତା’ପରେ କ୍ଲାସ୍‌ରୁମ୍‌ରେ ଯାହା ଘଟିଲା.. ଚାରିଆଡେ ଚାଞ୍ଚଲ୍ୟ

ଜଣେ ଶିକ୍ଷକ ଏବଂ ଛାତ୍ରୀଙ୍କ ମଧ୍ୟରେ ସମ୍ପର୍କ ବହୁତ ପବିତ୍ର। କିନ୍ତୁ କିଛି ଲୋକ ଏହାକୁ ଲଜ୍ଜିତ କରନ୍ତି। ଉତ୍ତର ପ୍ରଦେଶର ଆଗ୍ରାରୁ ଏପରି ଏକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଦଶମ ଶ୍ରେଣୀରେ ପଢ଼ୁଥିବା ଜଣେ ଛାତ୍ରୀଙ୍କୁ ତାଙ୍କ କୋଚିଂ ଶିକ୍ଷକ କହିଥିଲେ – ମୋତେ ତୁମର ବୟଫ୍ରେଣ୍ଡ କର। ତା’ପରେ ସେ ତାଙ୍କ ସହିତ ଅଶ୍ଳୀଳ କଥା କହିବା ଆରମ୍ଭ କଲେ। ସୁଯୋଗ ପାଇବା ମାତ୍ରେ ସେ ତାଙ୍କୁ ଅଶ୍ଳୀଳ ଭାବରେ ସ୍ପର୍ଶ ମଧ୍ୟ … Read more

ଶୁଭାଂଶୁଙ୍କ ପାରିଶ୍ରମିକକୁ ନେଇ ହେଉଛି ଚର୍ଚ୍ଚା, ୧୪ ଦିନ ମହାକାଶରେ ରହିବା ପାଇଁ ପାଇବେ ଏତେ ଟଙ୍କା

ସ୍ପେସ୍ ଏକ୍ସର ଆକ୍ସିୟମ ମିଶନ-୪ର ସଫଳ ଉତକ୍ଷେପଣ ପରେ ୨ୟ ଭାରତୀୟ ଭାବେ ଶୁଭାଂଶୁ ଶୁକ୍ଳା ୩ଜଣ ମହାକାଶଚାରୀଙ୍କ ସହ ଅନ୍ତର୍ଜାତୀୟ ସ୍ପେଶ୍ ଷ୍ଟେସନ୍ ଯାଉଛନ୍ତି । ଏଭଳି ସମୟରେ ଶୁକ୍ଳାଙ୍କୁ ୧୪ ଦିନ ମହାକାଶରେ ରହିବା ପାଇଁ କେତେ ପାରିଶ୍ରମିକ ମିଳିବ ସେନେଇ କିଛିଲୋକ ପ୍ରଶ୍ନ ଉଠାଇଛନ୍ତି। ତେବେ ଆପଣମାନଙ୍କୁ ଜଣାଇ ଦେବାକୁ ଚାହିଁବୁ କି ଏହି ମହାକାଶ ଯାତ୍ରା ପାଇଁ ଶୁକ୍ଳାଙ୍କୁ କୌଣସି ପ୍ରକାର ପାରିଶ୍ରମିକ ପ୍ରଦାନ କରାଯାଇ ନାହିଁ କି ଯିବ ନାହିଁ। … Read more

‘ପ୍ରେମରେ ବିଫଳ ହେବାରୁ ମୁଁ ଏୟାର ଇଣ୍ଡିଆ ବିମାନକୁ କରିଛି କ୍ରାଶ୍‌’, ଯୁବତୀଙ୍କୁ ଗିରଫ କଲା ପୋଲିସ, ଜାଣନ୍ତୁ ପୁରା‌ ଖବର

ପୋଲିସ ଚେନ୍ନାଇରୁ ରେନେ ଜୋସିଲଡା ନାମକ ଜଣେ ଯୁବତୀଙ୍କୁ ଗିରଫ କରିଛି। ତାଙ୍କ ବିରୋଧରେ ସାରା ଦେଶରେ ୨୧ ଥର ମିଥ୍ୟା ବୋମା ଧମକ ଦେବାର ଅଭିଯୋଗ ରହିଛି। ଏହି ଧମକଗୁଡ଼ିକ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ ସମେତ ୧୨ଟି ରାଜ୍ୟର ବିଭିନ୍ନ ସ୍ଥାନକୁ ପଠାଯାଇଥିଲା। ରେନେ ପେଶାରେ ଜଣେ ଇଞ୍ଜିନିୟର ଏବଂ ଚେନ୍ନାଇର ଏକ ବଡ଼ କମ୍ପାନୀରେ କାମ କରନ୍ତି। ପୋଲିସ କହିଛି ଯେ ସେ ତାଙ୍କ ପୂର୍ବତନ ପ୍ରେମିକଙ୍କ ପ୍ରତିଶୋଧ ନେବା ପାଇଁ ଏସବୁ … Read more

ବନ୍ୟା ଜଳରେ ଭାସି ଯାଉଥିଲେ ୧୫ ରୁ ଅଧିକ ମାଙ୍କଡ଼, ଆଉ ତାପରେ କଣ ଘଟିଲା ଦେଖନ୍ତୁ ଭିଡିଓ

ମାନବିକତା ଓ ମଣିଷ ପଣିଆ ହେଉଛି ଆମ ଜୀବନର ପ୍ରକୃତ ଅର୍ଥ, ଯିଏ ତାର ଅର୍ଥ ବୁଝେ ନାହିଁ ସିଏ କେବେ ବି ଭଲ ମଣିଷ ଟିଏ ହୋଇ ପାରି ନାହିଁ। ଅହଙ୍କାର ଓ ରାଗ କ୍ଷଣିକ ମାତ୍ର ଏହାକୁ ପରିତ୍ୟାଗ କରି ଭଲପାଇବା ସହ ବଞ୍ଚିଲେ ଜୀବନ ଟା ଆନନ୍ଦମୟ ହୋଇଉଠେ। ଆଜିର ବ୍ୟସ୍ତ ବହୁଳ ସ୍ୱାର୍ଥପର ସମାଜରେ ଏବେ ବି କେଉଁଠି ନା କେଉଁଠି ବଞ୍ଚି ରହିଛି ମାନବିକା । ତେବେ ବର୍ତ୍ତମାନ ମାନବିକତାର … Read more

ଦୁର୍ଘଟଣା ସ୍ଥଳରୁ ମିଳିଥିବା ପୁଳାପୁଳା ସୁନା କଣ ହେବ ? ଜାଣନ୍ତୁ କିଏ ନେବ ଏହି ସୁନା ସବୁ

ଜୁନ୍ ୧୨ ତାରିଖରେ ଅହମ୍ମଦାବାଦରେ ଦୁର୍ଘଟଣାଗ୍ରସ୍ତ ଏୟାର ଇଣ୍ଡିଆର ବିମାନ AI-171ର ଭଗ୍ନାବଶେଷରୁ ୭୦ ଭରି (ପ୍ରାୟ ୮୦୦ ଗ୍ରାମ) ସୁନା ଅଳଙ୍କାର, ୮୦,୦୦୦ ନଗଦ ଟଙ୍କା, ଭଗବଦ୍ ଗୀତା ଓ କିଛି ପାସପୋର୍ଟ ଉଦ୍ଧାର କରାଯାଇଛି। ବର୍ତ୍ତମାନ, ଏହି ସମସ୍ତ ଜିନିଷ ସରକାରୀ ସୁରକ୍ଷା ଅଧୀନରେ ଅଛି, କିନ୍ତୁ ପ୍ରଶ୍ନ ହେଉଛି ଲକ୍ଷ ଲକ୍ଷ ଟଙ୍କାର ସୁନା ଅଳଙ୍କାର କିଏ ନେବ। ଭାରତୀୟ ଆଇନ ଓ ପ୍ରକ୍ରିୟା ଅନୁଯାୟୀ, ଦୁର୍ଘଟଣା ସ୍ଥଳରୁ ଉଦ୍ଧାର ହୋଇଥିବା ମୂଲ୍ୟବାନ … Read more

ଏହି ହାଟରେ ବିକ୍ରି ହୁଅନ୍ତି ସୁନ୍ଦର ବର, ବାର୍ଗେନିଂ ନିଜ ପାଇଁ ବର କିଣନ୍ତି ଯୁବତୀମାନେ, ଜାଣନ୍ତୁ ପୁରା ଖବର

ଆପଣମାନେ ତ ଅନେକ ପ୍ରକାରର ବଜାର ଦେଖିଥିବେ । କେଉଁଠି ଫଳ ମାର୍କେଟ ଅଛି ତ ଆଉ କେଉଁଠି ମାଛ ମାର୍କେଟ ତ ଆଉ କେଉଁଠି ଆଉ କିଛି ମାର୍କେଟ ରହିଛି । କିନ୍ତୁ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଏଭଳି କିଛି କଥା ଶୁଣିବେ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ସ୍ଵାମୀ ମାର୍କେଟ ଅର୍ଥାତ୍ ଯେଉଁ ମାର୍କେଟରେ ସ୍ଵାମୀ ବିକ୍ରି ହୁଏ ତାହା ଜାଣିପାରିବେ । … Read more

ବିଚ୍ ରାସ୍ତାରେ ଯୁବତୀଙ୍କୁ ଚାପୁଡ଼ା ମାରି ଗାଲ ସିଝାଇଦେଲେ ରାପିଡୋ ଡ୍ରାଇଭର୍, କାହିଁକି ଦେଖନ୍ତୁ ଭିଡିଓ

ବେଙ୍ଗାଲୁରୁର ଜୟନଗର ଅଞ୍ଚଳରେ ଜଣେ ରାପିଡୋ ଡ୍ରାଇଭର ମହିଳାଙ୍କୁ ମାଡ଼ ମାରୁଥିବା ଘଟଣା ବର୍ତ୍ତମାନ ସାମ୍ନାକୁ ଆସିଛି । ଏହି ଘଟଣା ଶୁକ୍ରବାର ଦିନ ଘଟିଥିବା ବେଳେ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରଲ ହେବାରେ ଲାଗିଛି । ଖବର ପ୍ରଘଟ ହେବା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି । ତେବେ ଘଟଣାଟି ମହିଳା ଜଣକ ଜୟନଗରରେ ହିଁ ଏକ ଅଳଙ୍କାର ଦୋକାନରେ ସେଲ୍ସଉମେନ୍ ଭାବରେ କାମ କରନ୍ତି। ସେ ତାଙ୍କ କାର୍ଯ୍ୟସ୍ଥଳୀକୁ ଯିବା ପାଇଁ ଏକ … Read more

ପୁଣି ଆକାଶରୁ ଖସି ଜଳିଥାନ୍ତା ଏୟାର ଇଣ୍ଡିଆର ଏହି ବିମାନ, ହେଲେ ବଞ୍ଚିଗଲେ ସମସ୍ତେ, ଜାଣନ୍ତୁ ପୁରା ଖବର

ଆମେରିକାର ସାନ୍ ଫ୍ରାନ୍ସିସ୍କୋରୁ ମୁମ୍ବାଇ ଯାଉଥିବାବେଳେ ପୁଣି ଜରୁରୀ ଅବତରଣ କରିଛି ଏୟାର ଇଣ୍ଡିଆ ବିମାନ । ପୁଣି ବିମାନରେ ଦେଖାଦେଇଛି ଯାନ୍ତ୍ରିକ ତ୍ରୁଟି । ମଙ୍ଗଳବାର ଦିନ ବିମାନର ଇଞ୍ଜିନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେବାରୁ କୋଲକାତାରେ ଅବତରଣ କରିଛି ବିମାନ । ଫଳରେ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ବିମାନରୁ ଓହ୍ଲାଇଦିଆ ଯାଇଥିଲା । ସୂଚନାନୁଯାୟୀ, ସାନ୍ ଫ୍ରାନ୍ସିସ୍କୋରୁ କୋଲକତା ଦେଇ ମୁମ୍ବାଇ ଯାଉଥିଲା । ସେହି ସମୟରେ ଏୟାର ଇଣ୍ଡିଆର ବିମାନ ନମ୍ବର AI-୧୮୦ … Read more

ଜୁଲାଇରୁ ଘରଘର ବୁଲି ହେବ ଜନଗଣନା, ଜାଣନ୍ତୁ କ’ଣ ପଚରାଯିବ ଆପଣଙ୍କୁ?

କେନ୍ଦ୍ର ସରକାର ଦେଶରେ ୨୦୨୭ ମସିହାରେ ହେବାକୁ ଥିବା ଜନଗଣନା ପାଇଁ ଏକ ଗେଜେଟ୍ ବିଜ୍ଞପ୍ତି ଜାରି କରିଛନ୍ତି । ଏହା ଘୋଷଣା କରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ ୨୦୨୭ ମସିହାରେ ଜନଗଣନା କରାଯିବ ଏବଂ ଏହା ୨ଟି ପର୍ଯ୍ୟାୟରେ କରାଯିବ। ଏଥିପାଇଁ ପ୍ରତ୍ୟେକ ସ୍ତରର ଲୋକଙ୍କଠାରୁ ସୂଚନା ନିଆଯିବ। ଏହା ମୋବାଇଲ୍ ଆପ୍ଲିକେସନ୍ ବ୍ୟବହାର କରି ଡିଜିଟାଲ୍ ମାଧ୍ୟମରେ କରାଯିବ। ଘର ଘର ବୁଲି ଜନଗଣନା କରିବା ପାଇଁ ୩୪ ଲକ୍ଷ … Read more