ମୁନିର ପରେ ଭାରତକୁ ଧମକାଇଲେଣି ବିଲାୱଲ ଭୁଟ୍ଟୋ, କହିଲେ- ଭାରତକୁ ଉଡ଼େଇ ଦବୁ, ଜାଣନ୍ତୁ ପୁରା‌ ଖବର

ପାକିସ୍ତାନର ସେନା ମୁଖ୍ୟ ଅସୀମ ମୁନିରଙ୍କ ପରେ, ପାକିସ୍ତାନର ପୂର୍ବତନ ବୈଦେଶିକ ମନ୍ତ୍ରୀ ବିଲାୱଲ ଭୁଟ୍ଟୋ ମଧ୍ୟ ଭାରତକୁ ଯୁଦ୍ଧ ଧମକ ଦେଇଛନ୍ତି। ଭୁଟ୍ଟୋ କହିଛନ୍ତି,ଯଦି ଭାରତ ସିନ୍ଧୁ ଜଳ ଚୁକ୍ତିନାମାକୁ ସ୍ଥଗିତ ରଖେ ଏବଂ ଏକ ବନ୍ଧ ନିର୍ମାଣ କରେ, ତେବେ ଭାରତ ବିରୋଧରେ ଯୁଦ୍ଧ ହେବ। ବିଲାୱଲ ଭୁଟ୍ଟୋ ପାକିସ୍ତାନର ଲୋକଙ୍କୁ ସମର୍ଥନ ପାଇଁ ନିବେଦନ କରିଛନ୍ତି। ଭୁଟ୍ଟୋ କହିଛନ୍ତି, ଆମକୁ ପାକିସ୍ତାନର ଲୋକଙ୍କ ଆବଶ୍ୟକତା ଅଛି, ଆମକୁ ମୋଦିଙ୍କ ବିରୋଧରେ ସ୍ବର ଉଠାଇବାକୁ … Read more

ଆମେରିକାରେ ଭାରତକୁ ଧମକ ଦେଲେ ପାକିସ୍ତାନ ସେନା ମୁଖ୍ୟ ମୁନିର, କହିଲେ ମୁଁ ଭାରତରେ ଉପରେ ପକାଇବି ପରମାଣୁ ବୋମା

ଭାରତକୁ ସବୁବେଳେ ପରମାଣୁ ଆକ୍ରମଣର ଧମକ ଦେଉଆସୁଥିବା ପାକିସ୍ତାନ ଏବେ ସାରା ବିଶ୍ବକୁ ପରମାଣୁ ଧମକ ଦେଲାଣି । ପାକିସ୍ତାନର ସେନା ମୁଖ୍ୟ ଫିଲ୍ଡ ମାର୍ଶାଲ ଅସୀମ ମୁନିର ଆମେରିକାରୁ ସାରା ବିଶ୍ବକୁ ଏକ ଧମକ ଦେଇଛନ୍ତି । ସେ କହିଛନ୍ତି, ଯଦି ପାକିସ୍ତାନ ଭାରତ ସହିତ ଯୁଦ୍ଧରେ ଅସ୍ତିତ୍ୱ ହରାଏ, ତେବେ ସେମାନେ ସମଗ୍ର ବିଶ୍ବକୁ ପରମାଣୁ ଯୁଦ୍ଧକୁ ଠେଲିଦେବେ । ସେ କହିଛନ୍ତି, ‘ଆମେ ଏକ ପରମାଣୁ ରାଷ୍ଟ୍ର, ଯଦି ଆମେ ଅନୁଭବ କରୁଛୁ … Read more

ଟ୍ରମ୍ପ କଣ ପାଇଁ ଭାରତର ବଡ଼ ଶତ୍ରୁ ହୋଇଗଲେ…କ’ଣ ପାଇଁ ଏବେ ଭାରତକୁ ବରର୍ବାଦ କରିବାକୁ ଚାହୁଁଛନ୍ତି ଟ୍ରମ୍ପ, ଜାଣନ୍ତୁ

ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଅପରେସନ ସିନ୍ଦୁର ଆରମ୍ଭ କରି ପାକିସ୍ତାନର ଆତଙ୍କବାଦୀ ଆଡ୍ଡାଗୁଡ଼ିକୁ ଧ୍ୱଂସ କରିଦେଲା। ପାକିସ୍ତାନର ଅନୁରୋଧରେ ଅପରେସନ ସିନ୍ଦୁର ବନ୍ଦ କରିଥିଲା ଭାରତ। କିନ୍ତୁ ଟ୍ରମ୍ପ ଏହାକୁ ଯୁଦ୍ଧବିରତି ବୋଲି କହି ଦୁଇ ଦେଶ ମଧ୍ୟରେ ଯୁଦ୍ଧ ବନ୍ଦ କରିବାର ଶ୍ରେୟ ନେବାକୁ ଚେଷ୍ଟା କଲେ। ଏପରିକି ତାଙ୍କ ନିର୍ଦ୍ଦେଶରେ କୁଆଡେ ଭାରତ ଯୁଦ୍ଧ ବନ୍ଦ କରିଥିଲା ବୋଲି କହିଥିଲେ ଟ୍ରମ୍ପ। ଯୁଦ୍ଧ ବନ୍ଦ ଆଳରେ ନୋବେଲ ଶାନ୍ତି ପୁରସ୍କାର ଦାବିଦାର … Read more

ଖଲିସ୍ତାନୀ ଗଡ଼ରେ ମଜସିଦ ବଦଳରେ ରାମଙ୍କ ମୂର୍ତ୍ତି..ଆହ୍ଲାଙ୍କୁ ଡାକିବା ବଦଳରେ ଜୟ ଶ୍ରୀରାମଙ୍କ ଧ୍ୱନୀ, ଜାଣନ୍ତୁ ପୁରା‌ ଖବର

ପାକିସ୍ଥାନକୁ ଲାଗିଛି ଜୋରଦାର ଝଟକା। ଯେଉଁଠାରେ ମସଜିଦ କରିବାକୁ ଚାହୁଁଥିଲେ ସେଠାରେ ଛିଡ଼ା ହେଇଛି ବିଶାଳ ରାମଙ୍କର ପ୍ରତିମୂର୍ତ୍ତି। ଅଲ୍ଲା ଡାକ ବଦଳରେ ଜୟ ଶ୍ରୀରାମ ଧ୍ବନିରେ ପ୍ରକମ୍ପିତ ହେଉଛି ପୁରା ଅଞ୍ଚଳ। ସନାତନ ଧର୍ମର ପ୍ରଚାର ବଢ଼ି ବଢ଼ି ଚାଲିଛି ବିଶ୍ଵରେ। ସମସ୍ତେ ଶକ୍ତିଶାଳୀ ସନାତନ ଧର୍ମକୁ ଗ୍ରହଣ କରିବାକୁ ଲାଗିଲେଣି। ପୁରାବିଶ୍ବ ଆଗରେ ପାକିସ୍ଥାନ ମୁସଲିମ ମାନଙ୍କୁ ବୟକଟ କରୁଥିବା ବେଳେ ସନାତନ ଧର୍ମକୁ ସମସ୍ତେ ସ୍ଵଇଚ୍ଛାରେ ଗ୍ରହଣ କରୁଛନ୍ତି। ଯାହାକୁ ଦେଖି ପାକିସ୍ତାନ … Read more

ଟ୍ରମ୍ପଙ୍କର ସବୁ ଗର୍ବକୁ ଭାଙ୍ଗିଦେବେ ଅଜିତ ଡୋଭାଲ …ପୁଟିନଙ୍କ ସହ ମିଶି ଆମେରିକା ଉପରେ ହେବ ବଡ଼ ଆକ୍ରମଣ, ଜାଣନ୍ତୁ ପୁରା‌ ଖବର

ଭାରତ ଏବଂ ଆମେରିକା ମଧ୍ୟରେ ଉତ୍ତେଜନାର ପରିସ୍ଥିତି ରହିଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଋଷଠାରୁ ଭାରତର ତେଲ କ୍ରୟ ଉପରେ ଶୁଳ୍କ ବୃଦ୍ଧି କରିବାକୁ ଧମକ ଦେଇଥିଲେ। ଏହି ସମୟରେ, ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା (ଘଝଇ) ଅଜିତ ଡୋଭାଲ ମଙ୍ଗଳବାର ରୁଷରେ ପହଞ୍ଚିଛନ୍ତି । ରୁଷିଆନ ସମାଚାର ଏଜେନ୍ସି ରିପୋର୍ଟ କରିଛି ଯେ ଡୋଭାଲ ଅଗଷ୍ଟ ୭ ରେ ରୁଷିଆନ ଅଧିକାରୀଙ୍କ ସହ ଆଲୋଚନା କରିବେ। ଏହି ସମୟ ମଧ୍ୟରେ, ଏକ ଚୁକ୍ତି ହୋଇପାରେ। ଭାରତ … Read more

ପ୍ରେମ ବିବାହ କରିପାରିବେନି ପୁଅ ଝିଅ, ନୂଆ ନିୟମ ଆସିବା ପରେ ବିବାଦ! ଜାଣନ୍ତୁ ପୁରା ଘଟଣା

ପଞ୍ଜାବ ମୋହାଲି ମାନକପୁର ସରିଫ୍ ଗ୍ରାମ ପଞ୍ଚାୟତ । ଚଣ୍ଡିଗଡ଼ରୁ ମାତ୍ର ୧୦ କିଲୋମିଟର ଦୂରରେ ଅବସ୍ଥିତ । ଗାଁରେ ପାସ୍ ହୋଇଛି ପ୍ରେମ ବିବାହକୁ ନିଷିଦ୍ଧ ପ୍ରସ୍ତାବ । ଜୁଲାଇ ୩୧ ତାରିଖରେ ସର୍ବସମ୍ମତିକ୍ରମେ ଗୃହୀତ ହୋଇଛି ନିଷ୍ପତ୍ତି । ପ୍ରସ୍ତାବରେ ରହିଛି ପରିବାରର ଅନୁମୋଦନ ବିନା ବିବାହ ମନା । ଏମିତିକି ଦମ୍ପତିମାନଙ୍କୁ ଗ୍ରାମ କିମ୍ବା ନିକଟବର୍ତ୍ତୀ ଅଞ୍ଚଳରେ ରହିବାକୁ ବି ନିଷେଧ କରାଯାଇଛି। ଯଦି କେହି ନିୟମ ନମାନିବେ ସେମାନଙ୍କ ବିରୋଧରେ ଦୃଢ … Read more

ଗାତରେ ପାଣି ପୁରାଇ ଆତଙ୍କବାଦୀଙ୍କୁ ଧରିଲେ ଭାରତୀୟ ଯବାନ୍, ଜାଣନ୍ତୁ କେମିତି ପହଲଗାମ ଆତଙ୍କର ନେଲେ ବଦଲା

ଅପରେସନ ମହାଦେବ ପରେ ସିନ୍ଦୂର ର ବାକି ରହିଯାଇଥିବା ବଦଲା ନେଲା ଭାରତ। ତିନିଜଣ ଆତଙ୍କବାଦୀଙ୍କୁ ମାରିଲେ ଭାରତୀୟ ଯବାନ। ତେବେ ଏମାନଙ୍କୁ ଧରିବା ଏବଂ ମାରିବା ପ୍ରକ୍ରିୟା ଥିଲା ବହୁତ ଏଣ୍ଟ୍ରେଷ୍ଟିଂ। ଆତଙ୍କବାଦୀ ମାନେ ଆଠ କିଲୋମିଟର ଏକ ସିକ୍ଟ୍ରେଟ ଟନେଲ୍ ଦେଇ ପାକିସ୍ଥାନକୁ ଯିବା ପାଇଁ ଉଦ୍ୟମ କରୁଥିଲେ। ଆଉ ଏହାର ଠିକଣା ପାଇ ସାରିଥିଲା ଭାରତୀୟ ସେନା। ଭାରତୀୟ ଯବାନ ମାନେ ଗାତରେ ପାଣି ପୁରାଇ ଏହାର ଗୋଟିଏ ପଟ ବ୍ଲକ କରାଦିଆଯାଇଥିଲା। … Read more

RBIର ସଂକେତ: ଶେଷ ହେବ ମାଗଣା ୟୁପିଆଇ ଟ୍ରାଞ୍ଜାକ୍ସନ, ଜାଣନ୍ତୁ ପୁରା‌ ଖବର

ଏବେ ଏବେ ଅନେକ କିଛି ଖବର ଆସିଛି ଅନଲାଇନ୍ ପେମେଣ୍ଟ ଆପକୁ ନେଇ । ଆପଣମାନେ ଏହି ଭିଡିଓ ମାଧ୍ୟମରେ ଏହିସବୁ ବିଷୟରେ ଜାଣିପାରିବେ । ଏବେ ଆରବିଆଇ ଦେଇଛି ବଡ ସୂଚନା । ୟୁପିଆଇରେ ପୈଠ ହେବ ନାହିଁ ମାଗଣା । ଏବେ ଆରବିଆଇ ଦେଲା ବଡ ସଂକେତ । ଆପଣଙ୍କ ପାଖରେ ସ୍ମାର୍ଟ ମୋବାଇଲ ଅଛି ତ ପାଖରେ ଟଙ୍କା ରଖିବା ଆବଶ୍ୟକତା ରହି ନଥାଏ । ମୋବାଇଲରେ ଗୋଟିଏ କ୍ଲିକ୍ କରି ସାଙ୍ଗସାଥୀ, … Read more

ଭାରତ ଓ ବ୍ରିଟେନ ମଧ୍ୟରେ ବଡ଼ ଡ଼ିଲ, ଓଡ଼ିଶା ପାଇଁ ସୁବର୍ଣ୍ଣ ସୁଯୋଗ, କମିବ ଏହି ସବୁ ସାମଗ୍ରୀ

ଗୁରୁବାର ବ୍ରିଟେନ୍‌ ଓ ଭାରତ ମଧ୍ୟରେ ବହୁ ପତୀକ୍ଷିତ ମୁକ୍ତ ବାଣିଜ୍ୟ ଚୁକ୍ତି ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବ୍ରିଟେନ ଗସ୍ତ ସମୟରେ ଦୁଇ ଦେଶର ବାଣିଜ୍ୟ ମନ୍ତ୍ରୀଙ୍କ ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା। ଏହି ଟ୍ରେଡ୍ ଡିଲ୍‌କୁ ନେଇ ଉଭୟ ଦେଶ ବେଶ୍ ଖୁସି ଅଛନ୍ତି। ବ୍ରେକ୍‌ଜିଟ୍‌ରୁ ଓହରିବା ପରେ ବ୍ରିଟେନ୍‌ର ଏହା ବଡ଼ ବିଜୟ ବୋଲି ୟୁକେବାସିନ୍ଦା କହୁଥିବା ବେଳେ ଭାରତ ପାଇଁ ଏକ ବଡ଼ ସୁଯୋଗର ଆଣିଛି। ଏଥିରେ ଭାରତ ବିପୁଳ ଲାଭବାନ … Read more

ସ୍ତ୍ରୀକୁ ବୁଲେଟ ଟାଙ୍କିରେ ବସେଇ ଚଲାଉଥିଲା ରସିକିଆ ସ୍ୱାମୀ, ବାହାରିଗଲା ସବୁ ମଜା, ଦେଖନ୍ତୁ ଭିଡିଓ

ବାଇକ ଚଳାଇ ରିଲ୍ କରିବା ପଡିଲା ମହଙ୍ଗା। କଟକ ସହରର ଧାଇପୁର ଅଞ୍ଚଳର ମୋହନ ସାହୁଙ୍କୁ ବାଇକ ଚଳାଇବା ବେଳେ ରିଲ୍‌ ଭିଡିଓ କରି ଦେଲେ ଜୋରିମାନା। କଟକ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆରଟିଓ) ତାଙ୍କୁ ୧୬,୦୦୦ ଟଙ୍କା ଜୋରିମାନା କରିଛି। ସିସିଟିଭି ଫୁଟେଜରେ ମୋହନ ଜଣେ ଯୁବତୀଙ୍କ ସହ ବିପଜ୍ଜନକ ଭାବେ ଦୁଇ ଚକିଆ ଗାଡି ଚଳାଉଥିବା ଦେଖାଯାଇଛି। ଯୁବତୀ ଜଣେ ଯାନର ତେଲ ଟାଙ୍କି ଉପରେ ବସି ସ୍ମାର୍ଟଫୋନରେ ରିଲ୍‌ ଭିଡିଓ ରେକର୍ଡ କରୁଥିବା … Read more