ସୁଭଦ୍ରା ଟଙ୍କାକୁ ନେଇ ଆସିଲା ବଡ଼ ଖବର , ଏହି ମହିଳା ମାନଙ୍କର କଟିଯିବ ସୁଭଦ୍ରା ଟଙ୍କା

ରାଜ୍ୟ ସରକାରଙ୍କ ସୁଭଦ୍ରା ଯୋଜନା ବିଷୟରେ ତ ଆପଣ ଜାଣିଥିବେ । ଏହି ସ୍କିମରେ ସରକାର ମହିଳାମାନଙ୍କୁ ସଶକ୍ତ କରିବାକୁ ବର୍ଷକୁ ଦୁଇଟି କିସ୍ତିରେ ୧୦ ହଜାର ଟଙ୍କା ଦେଉଛନ୍ତି । ହେଲେ ଏବେ କିନ୍ତୁ ସେହି ସୁଭଦ୍ରା ଯୋଜନାକୁ ନେଇ ଆସିଛି ବଡ଼ ଖବର । ଏଣିକି ସୁଭଦ୍ରା ଯୋଜନାରୁ ବାଦ୍ ପଡିବେ ଏକାଧିକ ହିତାଧିକାରୀ । ଏନେଇ ସରକାରଙ୍କ ତରଫରୁ ଡାଟାବେସ୍ ପ୍ରସ୍ତୁତ କରାଯାଉଛି । ସୁଭଦ୍ରା ଯୋଜନା ପାଉଥିବା ଯେଉଁ ହିତାଧିକାରୀଙ୍କ ଚାରି … Read more

ଓଡ଼ିଶାକୁ ସମୁଦ୍ର ପଥ ଦେଇ ପ୍ରବେଶ କରୁଥିଲେ ପୁଳା ପୁଳା ଆତଙ୍କବାଦୀ…ଚାରିପଟରୁ ଘେରିଗଲେ ଯବାନ, ଜାଣନ୍ତୁ ପୁରା‌ ଘଟଣା

ପାକିସ୍ତାନ ସମୁଦ୍ରରୁ ଓଡ଼ିଶାକୁ ପଶୁଥିଲେ ଆତଙ୍କବାଦୀ । ପାକିସ୍ତାନରୁ ବଙ୍ଗଳାଦେଶ ଆଉ ତାପରେ ପଶ୍ଚିମବଙ୍ଗ ଦେଇ ଓଡ଼ିଶାକୁ ପଶୁଥିଲେ ଆତଙ୍କବାଦୀ । ମୁମ୍ବାଇ ଭଳି ଓଡ଼ିଶାରେ ବି ଆତଙ୍କବାଦୀମାନେ ଆକ୍ରମଣ କରିଥାନ୍ତେ । ଏଭଳି କରିବା ପୂର୍ବରୁ ଯବାନମାନେ ଆତଙ୍କବାଦୀ ମାନଙ୍କୁ ଘେରିଗଲେ । ଓଡ଼ିଶାକୁ ସମୁଦ୍ର ପଥ ଦେଇ ପ୍ରବେଶ କରୁଥିଲେ ପୁଳା ପୁଳା ଆତଙ୍କବାଦୀ । ମୁମ୍ବାଇରେ ଯେଭଳି ଆତଙ୍କ ମଚାଇଥିଲେ ସେହିପରି ଓଡିଶାରେ ଆତଙ୍କବାଦୀ ମାନେ ଆକ୍ରମଣ କରିଥାନ୍ତେ । କିନ୍ତୁ ତାଙ୍କୁ … Read more

ମହାନଦୀ କୂଳରେ ଲୁଗା ରଖି ପ୍ରେମିକ ସହ ପଳାଇଲେ ଭାଉଜ, ଏମିତି ପ୍ଲାନର କେହି ଆଭାସ ପାଇଲେ ନାହିଁ, ଜାଣନ୍ତୁ ପୁରା‌ ଘଟଣା

ବାଙ୍କୀ ରାତାଗଡ଼ ମହାନଦୀରେ ମହିଳା ଜଣକ ଭାସି ଯାଇନଥିଲେ। ବରଂ ବିବାହିତ ପ୍ରେମିକ ସହିତ ହୋଇ ଯାଇଥିଲେ ଫେରାର। ବାଙ୍କୀ ରାତାଗଡ଼ ଅଂଚଳରେ ଖୁଦୁରୁକୁଣୀ ଠାକୁରାଣୀ ବିସର୍ଜନ କରିବାକୁ ଯାଇ ମହାନଦୀର ପ୍ରଖର ସ୍ରୋତରେ ଭାସି ଯାଇଥିବାର ଖବର ଆସିଥିଲା। କିନ୍ତୁ ଏହି ଘଟଣାରେ ଆସିଛି ନୂଆ ମୋଡ଼। ମହିଳା ଜଣକ ନିକ ପ୍ରେମିକ ସହ ପୁରୀ ପଳାଇଯାଇଥିଲେ। ମହିଳା ଜଣକ ତାଙ୍କ ପ୍ରେମିକ ଜଣଙ୍କ ପୁରୀ ଚୁଡ଼ଙ୍ଗସାହିରେ ରହୁଥିବାବେଳେ ଏବେ ପୁଲିସ ଉଭୟଙ୍କୁ ଧରିବା ପରେ … Read more

ପିଣ୍ଟୁ ନନ୍ଦଙ୍କୁ ଯେଉଁ ରୋଗ ହେଇଥିଲା ଅଭିଜିତ ମଧ୍ୟ ସେହି ରୋଗରେ ପୀଡିତ, ଜାଣନ୍ତୁ କଣ ହୋଇଛି

ଅଭିଜିତ ମଜୁମଦାରଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ବର୍ତ୍ତମାନ ସମୟର ସବୁଠାରୁ ବଡ଼ ଖବର । କୋମାରେ ଅଛନ୍ତି ଅଭିଜିତ । ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ତଥା କଣ୍ଠଶିଳ୍ପୀ ଅଭିଜିତ ମଜୁମଦାର କୋମାରେ । ଘରୋଇ ଡାକ୍ତରଖାନାରେ କୋମାରେ ଥିଲେ ଅଭିଜିତ । ଏମ୍ସରେ ଭର୍ତ୍ତି କରିବା ପୂର୍ବରୁ କୋମାରେ ଅଛନ୍ତି ଅଭିଜିତ । ସେ କୋମାରେ ଥିବା ନେଇ ଭୁବନେଶ୍ୱର ଏମ୍ସ ପକ୍ଷରୁ ଦିଆଗଲା ସୂଚନା । ତେବେ ଆଜି କଟକରୁ ଏମ୍ସ ସ୍ଥାନାନ୍ତର ହୋଇଛନ୍ତି ଅଭିଜିତ ମଜୁମଦାର … Read more

ଆତଙ୍କୀ ସର୍ଦ୍ଦାର, ଟ୍ରମ୍ପଙ୍କ ନୂଆ ବନ୍ଧୁ ସେହେୱାଜ ସରିଫଙ୍କୁ କେହି ପଚାରୁ ନହାଁନ୍ତି, ମୁହଁ ଫୁଲେଇ ଛିଡ଼ା ହୋଇଛନ୍ତି, ଦେଖନ୍ତୁ ଭିଡିଓ

ଆତଙ୍କି ସରଦାର ଟ୍ରମ୍ପଙ୍କ ନୂଆ ନୂଆ ବନ୍ଧୁ ସେହେୱାଜ ସରିଫଙ୍କୁ କେହି ପଚାରୁ ନାହାଁନ୍ତି ଏସିଓ ସମ୍ମିଳନୀରେ । ଏହି ସମ୍ମିଳନୀରେ ମୁହଁ ବୁଲାଇ ହାତଯୋଡି ଛିଡ଼ା ହୋଇଛନ୍ତି ସେହେୱାଜ୍ ସରିଫ । କାଳେ କେଉଁ ବଡ ନେତାଙ୍କ ନଜର ପଡ଼ିଯିବ ଭାବି ସେ ଚାତକ ଭଳି ଚାହିଁଛନ୍ତି ହେଲେ କିଛି ଫଳ ହେଉନାହିଁ । ରାଷ୍ଟ୍ରପତି ସିଜିନ ପିଙ୍କ୍, ନା ରାଷ୍ଟ୍ରପତି ପୁଟିନ କାହାରି ଟିକେ ନଜର ବି ପଡୁନି ତାଙ୍କ ଉପରେ । କି … Read more

ଭଲ ବନ୍ଧୁ ଥିବା ଟ୍ରମ୍ପ ଓ ମୋଦିଙ୍କ ଭିତରେ କାହିଁକି ହେଲା ଫାଟ, ଜାଣନ୍ତୁ ଅସଲ କାରଣ

ମୋଦି ଆଉ ଟ୍ରମ୍ପଙ୍କ ଭିତରେ ଭଲ ସମ୍ପର୍କ ଥିଲା । ଆଉ ଏବେ ତାଙ୍କର ସମ୍ପର୍କ ବିଗିଡି ଯାଇଥିବା ଖବର ସାମ୍ନାକୁ ଆସିଛି । କାହିଁକି ବିଗିଡିଲା ମୋଦି ଆଉ ଟ୍ରମ୍ପଙ୍କ ସମ୍ପର୍କ ? ପରସ୍ପରକୁ ଭଲ ବନ୍ଧୁ କହୁଥିଲେ ଦୁହେଁ କିନ୍ତୁ ଏବେ ଏମିତି କଣ ହୋଇଗଲା ? ଏବେ ସେମାନେ ଶତ୍ରୁ ବନି ଯାଇଛନ୍ତି । ଏହା ପଛର କାରଣ କଣ କେବଳ ରସିଆ ତେଲ ନା ସମ୍ପର୍କ ବିଗିଡ଼ିବା ପଛରେ ଆଉ କିଛି … Read more

ବିଜି ଆସିଲା ପ୍ରେମିକାର ଫୋନ୍‌, ସହି ପାରିଲା ନାହିଁ ପ୍ରେମିକ ରାଗରେ ପୁରା ଗାଁର ଲାଇନ କାଟିଦେଲା, ଦେଖନ୍ତୁ ଭିଡିଓ

କେତେବେଳେ ପ୍ରେମ ଏକ ବଲିଉଡ୍ ଚଳଚ୍ଚିତ୍ର ସୈୟାରା ପରି ଅନୁଭବ ହୁଏ ତ ଆଉ କେତେବେଳେ ଓଲିଉଡ଼ର ପାଗଳ ପ୍ରେମୀ । ହଁ ଦର୍ଶକବନ୍ଧୁ ଆମେ ଏକଥା ଏଥିପାଇଁ କହୁଛୁ, ଏ ଦୃଶ୍ୟ ଦେଖିଲେ ଆପଣ ଆପେ ଆପେ ବୁଝିଯାଉଥିବେ । ବର୍ତ୍ତମାନ ଏକ ଭିଡିଓ ଅନଲାଇନରେ ବେଶ ଭାଇରଲ ହେଉଛି । ଯାହା କୌଣସି ଏକ ସିନେମା ଦୃଶ୍ୟଠାରୁ କମ ନୁହେଁ । ଏ ଦୃଶ୍ୟରେ ଡ୍ରାମା, ଟ୍ୱିଷ୍ଟ ଏବଂ ଅନେକ ଭାବାଭଙ୍ଗୀ ରହିଛି । … Read more

ଘୁଙ୍ଗଡି ମାରୁଛି ପୁଲିସ, ଓଡିଶା ଉଡାଇବାକୁ ବସିଲେଣି ଆତଙ୍କୀ, ଜାଣନ୍ତୁ ପୁରା‌ ଖବର

କେନ୍ଦ୍ରାପଡାରେ ପଶିଲେ ବିହାରକୁ ଆସିଥିବା ଆତଙ୍କବାଦୀ । ପୋଲିସ ବୋଧେ ଘୁଙ୍ଗୁଡ଼ି ମାରୁଛି ଆଉ ଏପଟେ ଓଡ଼ିଶାକୁ ଉଡ଼ାଇବାକୁ ବସିଲେଣି ଆତଙ୍କବାଦୀ । କିଛି ବଡ ଆକ୍ରମଣ କରିବା ପୂର୍ବରୁ ତାଙ୍କୁ ଲୋକମାନେ ଧରି ପକାଇଲେ କିନ୍ତୁ ସେମାନଙ୍କ ମଧ୍ୟରୁ ଦୁଇଜଣ ସନ୍ଦିଗ୍ଧ ଫେରାର ହୋଇ ଯାଇଥିବା ଘଟଣା ଏବେ ସାମ୍ନାକୁ ଆସିଛି । ବଙ୍ଗଳା ଆଉ ହିନ୍ଦୀ କହିଥିବାରୁ ଏହି ଆତଙ୍କବାଦୀ ବଙ୍ଗଳାଦେଶୀ ଅନୁପ୍ରବେଶକାରୀ ବୋଲି ସନ୍ଦେହ କରାଯାଉଛି । ସଦିଗ୍ଧର ବ୍ୟାଗରୁ ବିସ୍ଫୋରକ ସହ … Read more

ମହିଳାଙ୍କ ପାଇଁ ଖୁସି ଖବର , ଏବେ ମହିଳାଙ୍କୁ ସେପ୍ଟେମ୍ବର ମାସରେ ମିଳିବ ୧୦,୦୦୦ ଟଙ୍କା, ଜାଣନ୍ତୁ ପୁରା‌ ଖବର

ରାଜ୍ୟ ସରକାର ମୁଖ୍ୟମନ୍ତ୍ରୀ ମହିଳା ରୋଜଗାର ଯୋଜନା ଆରମ୍ଭ କରିଛନ୍ତି । ଏହି ଯୋଜନାକୁ ନୀତିଶ କ୍ୟାବିନେଟରୁ ଅନୁମୋଦନ ମିଳିଛି । ନଭେମ୍ବର ୨୦୦୫ ରେ ସରକାର ଗଠନ ହେବା ପରଠାରୁ ମହିଳା ସଶକ୍ତିକରଣ ପାଇଁ ବ୍ୟାପକ ଭାବରେ କାମ ହୋଇଛି । ମହିଳାମାନଙ୍କୁ ସଶକ୍ତ ଏବଂ ସ୍ୱାବଲମ୍ବୀ କରିବା ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି । ଏବେ ମହିଳାମାନେ କେବଳ ସେମାନଙ୍କର କଠିନ ପରିଶ୍ରମ ଦ୍ୱାରା ବିହାରର ପ୍ରଗତିରେ ଯୋଗଦାନ ଦେଉଛନ୍ତି ନାହିଁ ବରଂ … Read more

ଚଳନ୍ତା ଗାଡ଼ିରେ ଯୁବତୀଙ୍କୁ ଟେକି ନେଇ ଜଣଜଣ କରି ଝୁଣିଲେ ୬ ଯୁବକ, ଚିତ୍କାର କରିବାରୁ ଗାଡ଼ିରୁ ଠେଲିଦେଲେ, ଜାଣନ୍ତୁ ପୁରା‌ ଘଟଣା

ରାଜ୍ୟରେ ପୁଣି ଏକ ଲଜ୍ୟାଜନକ ଘଟଣା ଘଟିଛି। ତାହା ହେଲା ଏକ ଗାଡି ଭିତରେ ଜଣେ ଯୁବତୀଙ୍କୁ ପାଞ୍ଚଜଣ ଗଣ ଦୁଷ୍କର୍ମ କରିଛନ୍ତି। ଯାହାକୁ ନେଇ ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳିଯାଇଛି। ଘଟଣାଟି ଘଟିଛି ମୟୁରଭଞ୍ଜ ଜିଲ୍ଲା ଉଦଳା ଅଞ୍ଚଳରେ। ଜଣେ ଯୁବତୀଙ୍କୁ ଘରୁ ଗାଡିରେ ଆଣି ରାସ୍ତାକଡରେ ଏହି ଗଣ ଦୁଷ୍କର୍ମ କରି ଫୋପାଡି ଦେଇଥିବାର ଅଭିଯୋଗ ହୋଇଛି। ଏ ନେଇ ପୋଲିସ ଦୁଇଜଣଙ୍କୁ ଗିରଫ କରିଥିବା ବେଳେ ଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚୁରା … Read more