ଓଜନ କେମିତି କମିବ ? ଜାଣନ୍ତୁ କେମିତି ସହଜ ଉପାୟରେ କମାଇବେ ନିଜର ମୋଟାପାକୁ
ଆଜିକାଲି ଓଜନ କମ୍ କରିବାକୁ ଲୋକମାନେ ଜିମରେ ଘଣ୍ଟା ଘଣ୍ଟା ସମୟ କାଟୁଛନ୍ତି । ଅନେକ ଜିନିଷ ଖାଇବା ଏବଂ ପିଇବା ବନ୍ଦ ମଧ୍ୟ କରିଦେଉଛନ୍ତି । ତଥାପି ବଢିଥିବା ଓଜନ କମ୍ ହେଉନାହିଁ । ତେବେ ପତଳା ହେବା ପାଇଁ ବହୁତ ସମୟ ଲାଗିଥାଏ ଏବଂ ଧୀରେ ଧୀରେ ଶରୀର ଠିକ୍ ଆକାରକୁ ଆସିଯାଏ । ତଥାପି ଯେଉଁମାନେ ଡାଏଟ୍ ଏବଂ ଏକ୍ସରସାଇଜ୍ ଆରମ୍ଭ କରନ୍ତି ସେମାନେ ଜାଣନ୍ତି ଯେ ତାପରଦିନଠାରୁ ସେମାନଙ୍କର ଓଜନ କମିବା … Read more