ମଝି ଆକାଶରେ ଘଟିଲା ଆଶ୍ଚର୍ଯ୍ୟ ଜନକ ଘଟଣା, ଭୂତ ବଞ୍ଚେଇଲା ୧୮୦ ଜଣଙ୍କ ଜୀବନ, ଜାଣନ୍ତୁ କେମିତି
ଏହି ଘଟଣା ହେଉଛି ୧୯୭୨ ମସିହା ୨୯ ଡିସେମ୍ବର ମାସର କଥା । ଇଷ୍ଟର୍ଣ୍ଣ ଏୟାରଲାଇନର ଫ୍ଲାଇଟ ନମ୍ବର ୪୦୧ ୧୬୩ ଜଣ ଯାତ୍ରୀ ଆଉ ୧୩ ଜଣ କ୍ରିୟୁ ମେମ୍ବରଙ୍କୁ ନେଇ ଚାଲିବା ଆରମ୍ଭ ହୋଇଥାଏ ।କ୍ରୀୟୁ ମେମ୍ବରମାନେ ଯାତ୍ରୀଙ୍କୁ ବସାଇବା ପରେ ଫ୍ଲାଇଟରେ ବସିଥିଲେ । ଆଉ ଏହାପରେ ଫ୍ଲାଇଟ୍ ଉଡାଣ ଭରିଥିଲା । ଫ୍ଲାଇଟର ପାଇଲଟ ଥିଲେ ୫୫ ବର୍ଷୀୟ କ୍ୟାପଟେନ ବବ ଲଫ୍ଟ । ଡନ ରେପୋ ଫ୍ଲାଇଟ ଇଞ୍ଜିନିୟର ଥିଲେ … Read more