ପୁରୀକୁ ଆସି ଦିଦିଙ୍କୁ ପାନେ ଦେଲେ ବଙ୍ଗାଳୀ ଭକ୍ତ, ରଥଯାତ୍ରାକୁ ନେଇ ଜଗତଗୁରୁ କହିଦେଲେ ବଡ଼ କଥା
ଆପଣମାନେ ସମସ୍ତେ ତ ଦୀଘା ଜଗନ୍ନାଥ ମନ୍ଦିର ବିଷୟରେ ଜାଣିଥିବେ । ଆଉ ଏହାକୁ ନେଇ ଆସୁଥିବା ବିବାଦ ବିଷୟରେ ବି ଖବର ପାଉଥିବେ । ଏବେ ଦୀଘା ଧାମ ବିବାଦକୁ ନେଇ ଜଗତଗୁରୁ ରାମଭଦ୍ରାଚାର୍ଯ୍ୟଙ୍କ ବଡ ବୟାନ ସାମ୍ନାକୁ ଆସିଛି । ଶ୍ରୀକ୍ଷେତ୍ର ପୁରୀ ହିଁ ନୀଳାଚଳ ଧାମ ଅଟେ ଆଉ ଏଠାରେ ହିଁ ବିରାଜମାନ ପ୍ରଭୁ ଜଗନ୍ନାଥ । ପଶ୍ଚିମବଙ୍ଗରେ ହୋଇପାରିବ ନାହିଁ ଜଗନ୍ନାଥ ଧାମ । ଦୀଘା ଧାମ ଜଗନ୍ନାଥ ଧାମ ବୋଲି … Read more